Latest Odisha News
Browsing Tag

Bhubaneswar

ଭୁବନେଶ୍ୱରରେ କମୁଛି କରୋନା ସଂକ୍ରମଣ ମାମଲା; ଆଜି ୫୨ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ କମୁଥିବା ବେଳେ ଆଜି  ୫୨ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂଖ୍ୟା ୩୦ ହଜାର ୧୭୯ରେ ପହଞ୍ଚିଛି । https://twitter.com/bmcbbsr/status/1328296669427888129?s=19 ଭୁବନେଶ୍ୱର ମହାନଗର ନିଗମ…

ଭୁବନେଶ୍ୱରରେ କମୁଛି କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କମୁଛି କରୋନା । ଧୀରେ ଧରରେ ପଜିଟିଭ ସଂଖ୍ୟା ହ୍ରାସ ପାଉଛି । ଗତ କିଛି ଦିନ ହେବ ରାଜଧାନୀରେ ଶହେ ତଳକୁ କରୋନା ରୋଗୀ ବାହାରୁଛନ୍ତି । ଗତ ୨୪ ଘାଂଟାରେ ୫୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ ସଙ୍ଗରୋଧରୁ ୧୧ ଓ ସ୍ଥାନୀୟ ଅଂଚଳରୁ ୪୬ ଜଣ…

ରାଜଧାନୀରେ କମିଲା ବାୟୁ ପ୍ରଦୂଷଣ

ଭୁବନେଶ୍ୱର: ରାଜଧନୀ ଭୁବନେଶ୍ୱରରେ କମିଲା ବାୟୁ ପ୍ରଦୂଷଣ । ଦୀପାବଳି ପରେ ଭୁବନେଶ୍ୱରର ବାୟୁ ପ୍ରଦୂଷଣ କମିଛି । ମିଳିଛି ବାଣ ଫୁଟ ବନ୍ଦ ହେବାର ସୁଫଳ । ଲୋକେ ମାନିଛନ୍ତି କଟକଣା । ଫଳରେ ଦୀପାବଳିରେ ରାଜଧାନୀରେ କିଛି ପରିମାଣରେ କମିଛି ପ୍ରଦୂଷଣ ସ୍ତର । ଭୁବନେଶ୍ୱରର ୪ଟି ସ୍ଥାନରେ…

ବରମୁଣ୍ଡାରୁ ଚୋରି ହେଲା, ବ୍ରହ୍ମପୁରରୁ ମିଳିଲା

ଭୁବନେଶ୍ୱର: ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଚୋରି ହେଲା ବସ୍‌, ବ୍ରହ୍ମପୁରୁର ଧରାପଡିଲା । ଗତ ବିଳମ୍ବିତ ରାତିରେ ଦାସ ନାମକ ଏକ ଯାତ୍ରୀବାହୀ ବସ୍ ବରମୁଣ୍ଡା ବସଷ୍ଟାଣ୍ଡରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା । ବସ୍ ମାଲିକ କେଦାର ଦାସ ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଏହାପରେ…

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଟ୍ରାଫିକ୍ କନଷ୍ଟେବଳ

ଭୁବନେଶ୍ୱର: ଭୁବନେଶ୍ୱରର ଶିଶୁ ଭବନ ଛକ ନିକଟରେ ଶନିବାର ଦିନ ଗୋଟିଏ କ୍ରେନ୍ ଟ୍ରାଫିକ୍ ପୋଷ୍ଟକୁ ଧକ୍କା ଦେଇଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି କାର୍ଯ୍ୟରତ ଟ୍ରାଫିକ୍ କନଷ୍ଟେବଳ । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ବିଜୟ ସାହୁ ଓ ପ୍ରକାଶ ମାର୍ଥା ନାମକ ଦୁଇ ଜଣ ଟ୍ରାଫିକ୍…

ଭୁବନେଶ୍ୱରରେ ୨୪ ଘଣ୍ଟାରେ ୫୧ ଆକ୍ରାନ୍ତ, ୭୧ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) । ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ…

ଭୁବନେଶ୍ୱରରେ କେହି ବାଣ ଫୁଟାଉଥିଲେ ୧୦୦ ଡାଏଲ୍ କରନ୍ତୁ: ଡିସିପି

ଭୁବନେଶ୍ୱର: ଚଳିତ ଥର ଦୀପାବଳି ଅବସରରେ ବାଣ ଫୁଟାଇବାରୁ ଦୂରେଇ ରହିବା ପାଇଁ ଭୁବନେଶ୍ୱର ବାସୀଙ୍କୁ ଅନୁରୋଧ କରିଛି କମିଶନରେଟ୍ ପୋଲିସ । ଗଣମାଧ୍ୟମକୁ ସୂଚନା ଦେଇ ଡିସିପି ଉମାଶଙ୍କର ଦାସ କହିଛନ୍ତି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାଣ ବିକ୍ରି କରିବା ଉପରେ ପ୍ରତିବନ୍ଧକ…

ଦୀପାବଳିରେ ୨ଟା ଯାଏଁ ଗଡିବ ‘ମୋ ବସ୍’

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୪ ତାରିଖ ତଥା ଦୀପାବଳି ଅବସରରେ 'ମୋ ବସ୍' ସେବା ଚଳାଚଳ ଉପରେ କ୍ରୁଟ୍ ପକ୍ଷରୁ କଟକଣା ଲଗାଇବା ନିଷ୍ପତ୍ତି ହୋଇଛି। କ୍ରୁଟର ସୂଚନା ଅନୁଯାୟୀ ବସ୍ ଗୁଡିକ ୧୫ଟି ରୁଟରେ ଅପରାହ୍ନ ୨ଟା ଯାଏଁ ଚଳାଚଳ କରିବ।…

ଭୁବନେଶ୍ୱରର ଏହି ସ୍ଥାନରେ ‘ପୟା ଶ୍ରାଦ୍ଧ’ ଓ ‘ପିଣ୍ଡ ଦାନ’ ଉପରେ ପ୍ରତିବନ୍ଧକ

ଭୁବନେଶ୍ୱର: ଚଳିତ ବର୍ଷ ଦୀପାବଳି ଅବସରରେ ଭୁବନେଶ୍ୱରର ବିନ୍ଦୁ ସାଗର ଓ ଲିଙ୍ଗରାଜ ମନ୍ଦିରର ସିଂହଦ୍ୱାର ସମ୍ମୁଖରେ ‘ପୟା ଶ୍ରାଦ୍ଧ’ ଓ ‘ପିଣ୍ଡ ଦାନ’ ଉପରେ ପ୍ରତିବନ୍ଧକ ଲଗାଯାଇଛି । ତେବେ କରୋନା ମହାମାରୀ ତଥା ଶ୍ରଦ୍ଧାଳୁଙ୍କ ଭିଡକୁ ଏଡାଇବାକୁ ଯାଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି)…

ଭୁବନେଶ୍ୱରରେ ୩୦ ହଜାର ଟପିଲା କରୋନା ସଂକ୍ରମଣ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୪ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ପଜିଟିଭ ମାମଲା ୩୦ ହଜାର ୦୧୯ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର…