Latest Odisha News

BREAKING NEWS

Browsing Tag

Biju babu

ନବୀନଙ୍କୁ ଭେଟିଲେ, ବିଜୁବାବୁଙ୍କ କଥା ମନେ ପକାଇଲେ…

ଭୁବନେଶ୍ୱର: ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗସ୍ତର ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନବୀନ ନିବାସରେ ସାକ୍ଷାତ, ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନବୀନ କହିଛନ୍ତି ମମତା ଓଡ଼ିଶା ଆସିଥିବାରୁ ସେ ଖୁସି । ପଡ଼ୋଶୀ…

ବିଜୁଙ୍କ ଜୟନ୍ତୀରେ ଦିଲୀପ ରାୟ ମାରିଲେ ତେରେଛା ବାଣ

ଭୁବନେଶ୍ୱର: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଜି ସାରା ଓଡ଼ିଶା ମନେ ପକାଉଛି । ବିଜୁଙ୍କ ସହ ସମୟ ଅତିବାହିତ କରିଥିବା ଲୋକେ ବିଜୁ ପଟ୍ଟନାୟକଙ୍କ ଗୁଣଗାନ କରୁଛନ୍ତି । ଆଜି ବିଜୁ ଜନ୍ମ ଜୟନ୍ତୀରେ ବିଜୁବାବୁଙ୍କ କଥା ମନେ ପକାଇ ତେରେଚ୍ଛା ତୀର ମାରିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ…

ଦେବଦାସ ଛୋଟରାୟଙ୍କ ‘ ବିଜୁବାବୁ ‘ ରାଜ୍ୟପାଳଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ବର : ବିଶିଷ୍ଟ ଲେଖକ ଦେବଦାସ ଛୋଟରାୟଙ୍କ ଲିଖିତ ପୁସ୍ତକ "ବିଜୁବାବୁ" ରାଜଭବନ ପରିସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି । ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଦ୍ୱାରା ପ୍ରକାଶିତ ଏ ପୁସ୍ତକ , ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ…

ମହାନ ଜନନାୟକ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ପାଳିତ ହେଉଛି ବିଜୁବାବୁଙ୍କ ୧୦୫ ତମ ଜୟନ୍ତୀ । ଏହି ପୂଣ୍ୟ ତିଥିରେ ବିଜୁବାବୁଙ୍କୁ ମନେ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି- ଓଡ଼ିଆ ସ୍ଵାଭିମାନର ପ୍ରତୀକ, ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁଙ୍କ…

ଝଡ଼ର ଇଗଲ୍‌: ଗୋପବନ୍ଧୁଙ୍କ ଛତା

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

ଝଡ଼ର ଇଗଲ୍‌: ହଁ, ମୁଁ ପାରିବି…

(ଝଡ଼ର ଇଗଲ୍ – ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ଏହି ଆଲେଖର ସୃଷ୍ଟି । ଓଡ଼ିଶା ସାହିତ୍ୟ ଜଗତର ପ୍ରତିଷ୍ଠିତ ଲେଖକ ତଥା ବରିଷ୍ଠ ସ୍ତମ୍ଭକାର ଦାଶ ବେନହୁରଙ୍କ ଦ୍ୱାରା ଲିଖିତ ଏହି ଆଲେଖ ସମୁଦାୟ ଏଗାରଟି କଡ଼ିରେ ବିଭକ୍ତ । ‘ଓଡ଼ିଶା ସମ୍ବାଦ’ ପକ୍ଷରୁ  ପ୍ରତିଦିନ ଧାରାବାହିକ ଭାବେ…

ଇଣ୍ଡୋନେସିଆରେ ସ୍ଥାପିତ ହେବ ବିଜୁ ଗ୍ୟାଲେରୀ

ଭୁବନେଶ୍ୱର: ଖୁବଶୀଘ୍ର ଇଣ୍ଡୋନେସିଆରେ ସ୍ଥାପିତ କରାଯିବ ବିଜୁ ପଟ୍ଟନାୟକ ଗ୍ୟାଲେରୀ । ଏନେଇ ସୂଚନା ଦେଇଛନ୍ତି ଓଡିଶା ଗସ୍ତରେ ଆସିଥିବା ପଦ୍ମଶ୍ରୀ ଅଗୁସ ଇନ୍ଦ୍ର ଉଦାୟନ । ଯିଏକି ନିକଟ ଅତୀତରେ ଭାରତ ସରକାରଙ୍କ ଠାରୁ ପଦ୍ମଶ୍ରୀ ସମ୍ମାନ ପ୍ରାପ୍ତ କରିଥିଲେ । ଦୀର୍ଘ ୨୦ ବର୍ଷଧରି…

ରିଲିଜ ହେଲା ଅନୁଭବଙ୍କ ଅଭିନୀତ ‘ବିଜୁ ବାବୁ’ ଫିଲ୍ମ

ଭୁବନେଶ୍ୱର : ‘ଅକ୍ଷୟ ପରିଜା ପ୍ରଡ଼କ୍ସନ’ ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ନେଇ ନିର୍ମିତ ଫିଲ୍ମ ‘ବିଜୁ ବାବୁ’ ପ୍ରେକ୍ଷାଳୟରେ ରିଲିଜ ହୋଇଯାଇଛି । ଏନେଇ ସୁପରିଷ୍ଟାର ଅନୁଭବ ଟ୍ୱିଟ୍ କରିଛନ୍ତି ।…