Latest Odisha News

BREAKING NEWS

Browsing Tag

Bjd

ବିଜେଡି ନିଲମ୍ବନ ନ କରି ବହିଷ୍କାର କରିଥିଲେ ଖୁସି ହୋଇଥାନ୍ତି: ସୌଭିକ

ଭୁବନେଶ୍ୱର: ଆଜି ସୌଭିକ ବିଶ୍ୱାଳ ପ୍ରେସ ମିଟ କରି ବିଜେଡି ଉପରେ ବର୍ଷିଛନ୍ତି । ସେ ସିଧା ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି । ପ୍ରେସ ମିଟର ସେ କହିଥିଲେ କି ବାପାଙ୍କ ପ୍ରତି ହୋଇଥିବା ଅପମାନକୁ ମୁଁ ସହ୍ୟ କରିପାରିବି ନାହିଁ । ଯଦି ଏଥିପାଇଁ ମୋତେ ଗୁଳି କଲେ ବି ତାହାକୁ ସାମ୍ନା…

ପ୍ରତାପ ଜେନାଙ୍କ ବାସଭବନ ଉପରେ ଆକ୍ରମଣ ଘଟଣା; ବିଜୁ ଲିଗାସୀର ଦ୍ୱାହି ଦେଇ ନିଜ ଅପକର୍ମକୁ ଲୁଚାଇବା ପାଇଁ ନୂତନ…

ବିଜୁ ଲିଗାସୀ ଦ୍ୱାହି ଦେଇ କିଛି ସ୍ୱାର୍ଥବାଦୀ ରାଜନେତା ନିଜର ଅପକର୍ମକୁ ଘଣ୍ଟ ଘୋଡ଼ାଇବା ପାଇଁ ନୂତନ ରଣନୀତି ଆପଣାଇଛନ୍ତି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ରାଜନୀତିରେ ପାଦ ରଖିଥିବା ଏବଂ ତତ୍କାଳୀନ ଛାତ୍ର ଜନତା ଦଳର ସଭାପତିଙ୍କ ବିରୋଧରେ ଯେପରି ହିଂସାର ଆଶ୍ରୟ ନେଇଛନ୍ତି ତାହା…

କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ପ୍ରତିଶୃତି ପାଳନ କରିନାହାନ୍ତି କେନ୍ଦ୍ର ସରକାର: ବିଜେଡି

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ଦାବିରେ କେନ୍ଦ୍ର ସରକାରଙ୍କର ଟାଳଟୁଳ ନୀତିକୁ ଭତ୍ସନା କଲା ବିଜେଡି। ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ସଞ୍ଜିତ…

ବିଜେଡିର ୧୬ ଜଣିଆ ମିଡିଆ ଟିମ୍, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ଭୁବନେଶ୍ୱର: ବିଜୁ ଜନତା ଦଳ ପକ୍ଷରୁ ସୋମବାର ଦିନ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମ ବିତର୍କରେ ଦଳର ପ୍ରତିନିଧିତ୍ୱ କରିବା ଏବଂ ଏହାର ଦୃଷ୍ଟିକୋଣ ଉପସ୍ଥାପନ କରିବାକୁ ୧୬ଜଣିଆ ନୂଆ ମିଡିଆ ଟିମ୍ ଘୋଷଣା କରାଯାଇଛି। ବିଜେଡି ଦ୍ବାରା ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ଦଳର…

ବର୍ଷିଲେ ଅରୁଣ ସାହୁ; କହିଲେ- ବିଜୁବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଅନୁଷ୍ଠାନ 

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତ୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ। ସେ ବିଜେପି ସରକାରକୁ ସମାଲୋଚନ କରି କହିଛନ୍ତି, କାକୁଡି ଓ ଛୁରୀ ତାଙ୍କର । ତେଣୁ ସେମାନେ…

ଶଙ୍ଖ ଫୁଙ୍କିଲେ ଅନୁଗୁଳ ପୂର୍ବତନ କଂଗ୍ରେସ ଜିଲ୍ଲା ସଭାପତି ବିପ୍ଳବ ଜେନା

ଭୁବନେଶ୍ୱର:ବିଜେଡିରେ ସାମିଲ ହେଲେ ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଳବ ଜେନା।କିଛି ଦିନ ତଳେ ଇସ୍ତଫା ଦେବା ସହ ଦଳ ଛାଡ଼ିଥିଲେ। ଶଙ୍ଖ ଭବନରେ ପାରମ୍ପରିକ ନୃତ୍ୟ ବାଦ୍ୟରେ ଅନୁଷ୍ଠିତ ହୋଇଥିଲା ମିଶ୍ରଣ ପର୍ବ। ବିପ୍ଳବଙ୍କ ସହ ୧୫ଶହ କଂଗ୍ରେସ ନେତା ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି।…

ଚିଲିକାରେ ପଡ଼ିଲା ବିଜେଡି-ବିଜେପି ହାତଗଣ୍ଠି

ଚିଲିକା:ଦିନ ଥିଲା ତେଲେଙ୍ଗାନାରେ ବିଜେପି ଓ ବିଆରଏସ୍ ବିବାହ କରିଥିଲା କଂଗ୍ରେସ। ନିକଟ ଅତୀତରେ ରାଜ୍ଯ କଂଗ୍ରେସ ଭବନରେ ପ୍ରଦେଶ କଂଗ୍ରସ କରିଥିଲା ବିଜେଡି-ବିଜେପିର ବାହାଘର। ଶନିବାର ପୁଣି ଏହି ସମାନ ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି ଚିଲିକା ନିର୍ବାଚନ ମଣ୍ଡଳୀରେ। ଆଜି…

ସରିଗଲା ବିଧାନସଭା, ଏବେ ରାଜନୈତିକ ଦଳଗୁଡ଼ିର ପରବର୍ତ୍ତୀ ପଦକ୍ଷେପ କଣ?

ଭୁବନେଶ୍ୱର:ସରିଗଲା ଷୋଡ଼ଶ ବିଧାନସଭା। ହଙ୍ଗାମା ହଟ୍ଟଗୋଳ ମଧ୍ୟରେ ଏବେ ରାଜନୈତିକ ଦଳଗୁଡ଼ିର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାକୁ ନେଇ ଚର୍ଚ୍ଚା। ଏବେ ପ୍ରାୟତଃ ଦଳଗୁଡ଼ିକ ଗାଁ ମୁଁହା ହେଉଛନ୍ତି। ବିଭିନ୍ନ ପ୍ରସଙ୍ଗ ନେଇ ଭୋଟରଙ୍କ ଭରଷା ଜିତିବା ପାଇଁ କରାଯାଉଛି ସମସ୍ତ ପ୍ରକାରର ପ୍ରଚେଷ୍ଟା।…

ସକାଳେ ଦଳରେ ମିଶିଲେ, ଦ୍ୱିପ୍ରହରେ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ 

ଭୁବନେଶ୍ୱର:ଦଳରେ ପାଦ ଦେଉ ଦେଉ ମିଳିଗଲା ଦାୟିତ୍ୱ। ଏବେ ଜାତୀୟ ସ୍ତରରେ ଦଳର ପ୍ରଚାର ପ୍ରସାର କରିବେ। ଶଙ୍ଖ ଫୁଙ୍କୁ ଫୁଙ୍କୁ ସନ୍ତୃପ୍ତ ମିଶ୍ରଙ୍କୁ ଦାୟିତ୍ୱ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଡ଼ଃ. ସଂତୃପ୍ତ ମିଶ୍ରଙ୍କୁ ଜାତୀୟ ମୁଖପାତ୍ର କରିଥିବା ବେଳେ ସଞ୍ଜୟ କୁମାର…

ବିରୋଧୀଙ୍କ ହଙ୍ଗାମା ଭିତରେ ଚାଲିପାରିଲାନି ଗୃହ, ବାଚସ୍ପତିଙ୍କ ମାଇକ ଭାଙ୍ଗିଲେ ବିଜେପି ବିଧାୟକ

ଭୁବନେଶ୍ୱର:ଧୋଇଗଲା ବିଧାନସଭାର ତୃତୀୟ ଦିନ। ଆରମ୍ଭରୁ ଗୃହରେ ହଟ୍ଟଗୋଳ ଓ ହୋହଲ୍ଲା ଦେଖିବାକୁ ମିଳିଥିଲା। ଉଷୁନା ଚାଉଳ ଓ ପରି ହତ୍ୟା ମାମଲା ପ୍ରସଙ୍ଗରେ କମ୍ପିଥିଲା ଗୃହ। ବିରୋଧୀଙ୍କ ହାଇ ଡ୍ରାମା ମଧ୍ୟରେ ପୋଡିୟମ ଉପରେ ଚଢ଼ି ଭାଜପା ବିଧାୟକ ନାଉରୀ ନାଏକ ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗି…