Latest Odisha News

BREAKING NEWS

Browsing Tag

Bjd

ସମସ୍ତେ ଏବେ ନବୀନ ଓଡ଼ିଶାର ସାରଥୀ !

ଭୁବନେଶ୍ୱର: ଦେଶର ସାଧାରଣ ନିର୍ବାଚନ ଓ ଓଡ଼ିଶାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ମାସ କେଇଟା ବାକି ଅଛି। କିନ୍ତୁ ତା ପୂର୍ବରୁ ଓଡ଼ିଶାରେ ନିର୍ବାଚନ ବାତାବରଣ ସରଗରମ ହେବା ଆରମ୍ଭ ହେଲାଣି। ବିଜେଡି ଠାରୁ ଆରମ୍ଭ କରି ଦୁଇ ଜାତୀୟ ଦଳ ବିଜେପି ଓ କଂଗ୍ରେସ ନିଜ ନିଜର ରାଜନୈତିକ…

ଲକ୍ଷ୍ମୀପୁର ଦେଖିବ ବିଜେଡି, କଂଗ୍ରେସର ମହାଲଢେଇ !

ଭୁବନେଶ୍ୱର: ଚର୍ଚ୍ଚାରେ କୋରାପୁଟ ରାଜନୀତି। ୨୦୧୯ ପରେ ରାଜ୍ୟରେ ରାଜନୈତିକ ଚିତ୍ର ବଦଳିଛି। କଂଗ୍ରେସ ତୃତୀୟ ସ୍ଥାନକୁ ଖସିବା ପରେ ବିଜେଡି ଓ ବିଜେପି ମଧ୍ୟରେ ଲଢେଇ ଦେଖିବାକୁ ମିଳୁଛି। ଆଗାମୀ ୨୦୨୪ ରେ ସ୍ଥିତି କଣ ହେବ ତାକୁ ନେଇ ନାନା ଆକଳନ ହେଉଛି। ଏ ଭିତରେ କୋରାପୁଟରେ କିନ୍ତୁ…

ବିଜେପିର ‘ରାମ’ ବାଣକୁ ରୋକିବ ଜଗନ୍ନାଥଙ୍କ ‘ଶଙ୍ଖ’ !

ଭୁବନେଶ୍ୱର: ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ମୋଦି ମନ୍ଦିର ଉଦଘାଟନ କରିବେ। ଯାହାକୁ ନେଇ ସାରା ଦେଶରେ ଏକ ବଡ଼ ବାତାବରଣ ତିଆରି କରିବା ପାଇଁ ବିଜେପି ବଡ଼ ଯୋଜନା କରୁଛି। ଦେଶର ପ୍ରତ୍ୟେକ ପ୍ରାନ୍ତରୁ ରାମ…

ପାରଳାଖେମୁଣ୍ଡିରେ ତିରୁପତି ଯୁଆଡେ ବିଜୟ ସିଆଡେ !

ଭୁବନେଶ୍ୱର: ରାଜ୍ୟର ବିଧାନସଭା ନିର୍ବାଚନ ପୂର୍ବରୁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି। ଏହି ଆସନରେ ପ୍ରମୁଖ ଦଳର ଟିକେଟ ପାଇବା ପାଇଁ ବହୁ ହେଭିୱେଟଙ୍କ ଆଶା ରହିଛି। ସେମାନଙ୍କ ମଧ୍ୟରୁ ସବୁଠୁ ଅଧିକ ଚର୍ଚ୍ଚାରେ…

ବିଜେପି ପାଇଁ ଆଗରେ ପ୍ରଦୀପ !

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ପୁଣିଥରେ ଚର୍ଚ୍ଚାରେ। ଶାସକ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଲଗାତର ଟାର୍ଗେଟ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କେବେଠୁ ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କେଉଁ ଦଳରୁ ଲଢ଼ିବେ…

ବିଷମକଟକରେ ଜଗନ୍ନାଥଙ୍କୁ ଟକ୍କର ଦେବ କଂଗ୍ରେସ !

ଭୁବନେଶ୍ୱର: ନିର୍ବାଚନ ସମୟ ପାଖେଇ ଆସୁଥିବାବେଳେ ଆଇନ ମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ବିଷମକଟକକୁ ନେଇ ଚର୍ଚ୍ଚା ଜୋର ଧରିଛି। ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀକୁ କଂଗ୍ରେସର ଗଡ଼ ବୋଲି କୁହାଯାଏ। ଏହି ନିର୍ବାଚନମଣ୍ଡଳୀର ନିର୍ବାଚନ ଇତିହାସକୁ ଦେଖିଲେ କଂଗ୍ରେସ ପ୍ରାର୍ଥୀମାନେ…

ପଦମପୁରରେ ପୁଣିଥରେ ବର୍ଷା, ପ୍ରଦୀପ ହେବେ ମୁହାଁମୁହିଁ !

ଭୁବନେଶ୍ୱର: ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ରାଜନୀତି ସେତିକି ଚଳଚଂଚଳ ହେଉଛି। ପ୍ରମୁଖ ଦଳ ହେଉ କିମ୍ବା ନିର୍ବାଚିତ ପ୍ରତିନିଧି କିମ୍ବା ଆଶାୟୀ ସମସ୍ତେ ଆକ୍ଟିଭ ହୋଇପଡିଛନ୍ତି। ପାଞ୍ଚ ବର୍ଷର ପରିଶ୍ରମ ଓ ପ୍ରତୀକ୍ଷା ପରେ ସୁଯୋଗ ଆସିଛି। ତେଣୁ…

ଭୁବନେଶ୍ୱର ଉତ୍ତରରେ ଏଥର ବାପୁ, ବୁଲୁ ଲଢେଇ !

ଭୁବନେଶ୍ୱର: ନିର୍ବାଚନ ନିକଟତର ହେଉଥିବା ବେଳେ ରାଜ୍ୟରେ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି। ତେଣୁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ବିଭିନ୍ନ ନିର୍ବାଚନ ମଣ୍ଡଳୀର ଦଳୀୟ ଟିକେଟ ପ୍ରସଙ୍ଗ। ପ୍ରମୁଖ ଦଳରୁ କିଏ ପ୍ରାର୍ଥୀ ହେବେ ତାକୁ ନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଏହି…

ଗୋପାଳପୁରରେ ଲଢ଼ିବେ ବିକ୍ରମ, ପ୍ରଦୀପ, ବାଜି ମାରିନେବେ ବିଭୁତି !

ଭୁବନେଶ୍ୱର: ଗଂଜାମ ଜିଲ୍ଲାର ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀ ଏବେ ସାରା ରାଜ୍ୟର ସବୁଠୁ ଚର୍ଚ୍ଚିତ ନିର୍ବାଚନମଣ୍ଡଳୀ ଭାବେ ଗଣାଯାଉଛି। ଏହି ନିର୍ବାଚନ ମଣ୍ଡଳୀ ଉପରେ ଏବେ ଶାସକ ବିଜେଡିର କଡା ନଜର ଥିବା କୁହାଯାଉଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିସ୍କୃତ…

ବିଜେଡିର ଚିନ୍ତା ବଢ଼ାଉଛନ୍ତି ଅମାନିଆ ନେତା !

ଭୁବନେଶ୍ୱର: ଓଡ଼ିଶାରେ ବିଜେଡିର ଚିନ୍ତା ବଢାଇ ଚାଲିଛନ୍ତି ଖୋଦ ନିଜ ଦଳର ନେତାମାନେ। ଏପରିକି ଅନୁଭବୀ ନେତାମାନଙ୍କ ମନ୍ତବ୍ୟ ଦଳ ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରୁଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ଆସନ୍ନ ହେଉଥିବା ବେଳେ ଦଳ ବିଭିନ୍ନ ଆକର୍ଷଣୀୟ ସ୍କିମ ମାଧ୍ୟମରେ ଓଡିଶାବାସୀଙ୍କ ମନ…