Latest Odisha News

BREAKING NEWS

Browsing Tag

Bjd Mla

ଖଣି ଦୁର୍ନୀତି ମାମଲା, ୫ ଘଣ୍ଟା ପରେ ଇଡି ଅଫିସରୁ ବାହାରିଲେ ବିଜେଡି ବିଧାୟକ

ଭୁବନେଶ୍ୱର: ଇଡି ଖୋଲୁଛି ଖଣି ଫାଇଲ୍ । ତାଳଚେର ବିଜେଡି ବିଧାୟକ ବ୍ରଜ ପ୍ରଧାନ ଦ୍ୱିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି । ପ୍ରାୟ ୫ ଘଣ୍ଟାର ଜେରା ପରେ ବ୍ରଜ ପ୍ରଧାନ ଇଡି କାର୍ଯ୍ୟାଳୟରୁ ବାହାରି ଥିବା ବେଳେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି । ଏହା ପୂର୍ବରୁ ଗତ ୨୦…

ଅର୍ଚ୍ଚନା ନାଗ ମାମଲା, ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ

ଭୁବନେଶ୍ୱର: ଇଡି ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଗୋଟିଏ ପରେ ଗୋଟିଏ ଲିଙ୍କ୍ ପଦାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର କରିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ୍ ପରେ ଜଣଙ୍କ ପରେ ଜଣେ ଇଡିରେ ହାଜର ହେଉଛନ୍ତି । ବ୍ଯବସାୟୀ ଅମୀୟକାନ୍ତ, ଫିଲ୍ମ ପ୍ରଯୋଜକ…

[ଦେଖନ୍ତୁ ଭିଡିଓ] ମୁଁ ବିଜେଡିରେ ଅଛି, ବିଧାୟକ ହିସାବରେ ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଉନି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ମୁଁ ଦଳରେ ଅଛି… ମୁଁ ବିଜେଡିରେ ଅଛି… । ଦଳ ମୋତେ ବହିଷ୍କାର କରିନି । ଏବେବି ବିଧାନସଭା ଲିଷ୍ଟରେ ୨୬ ନମ୍ବରରେ ମୋ ନାଁ ଅଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ ଭଲ ପାଉଛନ୍ତି । ସେଥିପାଇଁ ଦଳରୁ ବହିଷ୍କାର କରିନାହାନ୍ତି । ଏକଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ…

ଏକାମ୍ର କ୍ଷେତ୍ର ବାଇ-ଲ’ ନେଇ ବର୍ଷିଲା ବିଜେଡି, ‘ଏତେ ଦିନରୁ କେଉଁଠି ଶୋଇଥିଲା ASI ?’

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ ପକ୍ଷରୁ ପ୍ରସ୍ତାବିତ ବାଇ-ଲ’କୁ ନେଇ ବିଜେଡି ବର୍ଷିଛି । ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ ଏତେ ଦିନରୁ କେଁଉଠି ଶୋଇଥିଲା ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାର…

କରୋନା ଆକ୍ରାନ୍ତ ହେଲେ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ

ଯାଜପୁର: ଯାଜପୁର ଜିଲ୍ଲା ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ କରୋନା ଆକ୍ରାନ୍ତ ହୋଇଛନ୍ତି । ଏନେଇ ପ୍ରିତିରଞ୍ଜନ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି। ବିଧାୟକ ଟ୍ୱିଟ କରି ଲେଖିଛନ୍ତି ଯେ, "ମୁଁ ସଙ୍ଗରୋଧରେ ଅଛି। ଯଦିଓ କରୋନା ର କୌଣସି ଲକ୍ଷଣ ନାହିଁ, କିନ୍ତୁ ମୋର ସ୍ୱାବ ଟେଷ୍ଟ…

ବିଜେଡି ବିଧାୟକ ବ୍ୟୋମକେଶଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର: ବିଜେଡି ନେତା ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ପତ୍ନୀ ନିଳିମା ପ୍ରଧାନଙ୍କ ଚିକିତ୍ସାଧିନ ଅବସ୍ଥାରେ ଘରୋଇ ହସ୍ପିଟାଲରେ ଗତକାଲି ଦେହାନ୍ତ ଘଟିିଛି । ପ୍ରାପ୍ତ ସୂଚନାନୁଯାୟୀ ଘରୋଇ ମେଡିକାଲ୍ କଲେଜ ଆଣ୍ଡ ହସ୍ପିଟାଲରେ ତାଙ୍କର ଏକ ସର୍ଜରୀ କରାଯାଇଥିଲା ।…

ପାରଳାଖେମୁଣ୍ଡିର ବିଜେଡି ବିଧାୟକ ନାରାୟଣ ରାଓଙ୍କ ବିଜେପିରେ ଯୋଗଦାନ

ଭୁବନେଶ୍ୱର : ପାରଳାଖେମୁଣ୍ଡିର ବିଜେଡି ବିଧାୟକ କେ. ନାରାୟଣ ରାଓ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ପ୍ରଦାନ କରିବା ପରେ ବୁଧବାର ଦିନ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ରାଓଙ୍କୁ ଦଳୀୟ କାର୍ଯ୍ୟାଳୟରେ ବିଜେପି ଅଧ୍ୟକ୍ଷ ବସନ୍ତ ପଣ୍ଡା ଓ…

ବିଜେଡି ଛାଡିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ବାଲେଶ୍ୱର : ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ଶାସକ ଦଳ ବିଜେଡି ଉପରେ ଅସନ୍ତୋଷ ପ୍ରକାଶ କରି ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ଲେଖି ଶୁକ୍ରବାର ଦିନ ସେ ଦଳର…