ଗଦ୍ଦାର କିଏ, ଉଦ୍ଧବ ନା ସିନ୍ଦେ?
ଭୁବନେଶ୍ୱର: ପ୍ରତିଷ୍ଠା ଦିବସରେ ଶକ୍ତି ପ୍ରଦର୍ଶନ ପରେ ଏବେ ଅନ୍ତଃରାଷ୍ଟ୍ରୀୟ ଗଦ୍ଦାର ଦିବସ ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ ଶିବସେନାର ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଗତବର୍ଷ ଆଜିର ଦିନରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ୪୦ ବିଧାୟକ ଉଦ୍ଧବଙ୍କ ବିରୋଧରେ ବିଦ୍ରୋହ କରିଥିଲେ।…