Latest Odisha News

BREAKING NEWS

Browsing Tag

Blackmailer

ଜେଲରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର: ଏକାଧିକ ବାର ରିମାଣ୍ଡ ସତ୍ତ୍ୱେ ଇଡି ଆଗରେ ମୁହଁ ଖୋଲି ନଥିଲା ଅର୍ଚ୍ଚନା । ଏବେ ଇଡି ହାତରେ ଅର୍ଚ୍ଚନାଙ୍କ ଡିଜିଟାଲ୍ ଡିଭାଇସର ଫରେନ୍ସିକ ଆନାଲିସିସ୍ ରିପୋର୍ଟ ରହିଥିବା ବେଳେ ଝାରପଡ଼ା ଜେଲରେ ହେବ ଜେରା । ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗ ଓ ଖଗେଶ୍ୱର ପାତ୍ରଙ୍କୁ…

ହନିଟ୍ରାପ୍ ମାମଲାରେ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ବ୍ଲାକମେଲିଂ ମାମଲାରେ ଗିରଫ ଅର୍ଚ୍ଚନା ନାଗର ଜାମିନ୍ ଆବେଦନ ଖାରଜ ହୋଇଛି । ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ କୋର୍ଟ ଅର୍ଚ୍ଚନା ନାଗର ଜାମିନ୍ ଆବେଦନକୁ ଖାରଜ କରିଛନ୍ତି । ଅକ୍ଷୟ ପରିଜାଙ୍କୁ, ଅର୍ଚ୍ଚନା ବ୍ଲାକମେଲ୍ କରିବା ନେଇ ନୟାପଲ୍ଲୀ ଥାନାରେ…

ଇଡିରେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ହାଜର, ଜମି କିଣାର ହେବ ଖୋଳତାଡ଼

ଭୁବନେଶ୍ୱର: ଅକୁହା କଥା କହିବେ ଅର୍ଚ୍ଚନାଙ୍କ ଡ୍ରାଇଭର । ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ । ବ୍ଲାକମେଲର ଅର୍ଚ୍ଚନା ନାଗ ମନି ଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ଇଡି ଅର୍ଚ୍ଚନା-ଜଗବନ୍ଧୁ ଓ ଖଗେଶ୍ୱର କିଣିଥିବା ଜମିର ଖୋଳତାଡ଼ କରିବ । କିଣିଥିବା ଜମିର ମୂଲ୍ୟ କେତେ ? କେତେ…

ଅର୍ଚ୍ଚନା ନାଗ ମାମଲା, ଇଡିରେ ହାଜର ହେଲେ ବିଜେଡି ବିଧାୟକଙ୍କ ଭାଇ

ଭୁବନେଶ୍ୱର: ଇଡି ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଆରମ୍ଭ କରିବା ପରେ ଗୋଟିଏ ପରେ ଗୋଟିଏ ଲିଙ୍କ୍ ପଦାକୁ ଆସୁଛି । ଅର୍ଚ୍ଚନା ନାଗଙ୍କ ସହ ଆର୍ଥିକ କାରବାର କରିଥିବା ବ୍ୟକ୍ତି ବିଶେଷଙ୍କୁ ନୋଟିସ୍ ପରେ ଜଣଙ୍କ ପରେ ଜଣେ ଇଡିରେ ହାଜର ହେଉଛନ୍ତି । ବ୍ଯବସାୟୀ ଅମୀୟକାନ୍ତ, ଫିଲ୍ମ ପ୍ରଯୋଜକ…

ଅର୍ଚ୍ଚନା ମାମଲାରେ ଇଡିର ଛାନଭିନ୍; ନୋଟିସ୍ ପାଇଁ ଲମ୍ବା ତାଲିକା, କାହାକୁ ଡାକିବ ?

ଭୁବନେଶ୍ୱର: ହନିଟ୍ରାପ୍, ବ୍ଲାକମେଲ୍ ଓ ବ୍ଲାକମେଲିଂ କାରବାରରେ ଗିରଫ ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ମାମଲାରେ ସକ୍ରିୟ ହୋଇଛି ଇଡି । ଦମ୍ପତିଙ୍କ ଆକାଉଣ୍ଟ ଖୋଳତାଡ଼ ପରେ ଆର୍ଥିକ କାରବାର ସହ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ଏକ ତାଲିକା ପ୍ରସ୍ତୁତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…

SDJM କୋର୍ଟରେ ହାଜର ପରେ ପୁଣି ଜେଲ୍ ଗଲେ ଅର୍ଚ୍ଚନା ନାଗ, କହିଲେ ‘ମିଛ ଖବର କରନ୍ତୁନି’

ଭୁବନେଶ୍ୱର: ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକମେଲିଂ ମାମଲାରେ ଅର୍ଚ୍ଚନା ନାଗକୁ କୋର୍ଟରେ ହାଜର କରାଯାଇଛି । କଡ଼ା ସୁରକ୍ଷା ଭିତରେ କମିଶନରେଟ୍ ପୋଲିସ ଅର୍ଚ୍ଚନା ନାଗଙ୍କୁ ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ପୁଣି ଥରେ ଝାରପଡ଼ା ଜେଲକୁ ନିଆଯାଇଛି । ଜଣେ ଯୁବତୀଙ୍କୁ…

ଖାଲି ଘର କି ଗାଡ଼ି ନୁହେଁ; ବ୍ଲାକମେଲିଂ କରି ଅର୍ଚ୍ଚନା ଆକାଶରେ ଉଡ଼ୁଥିଲେ, ନୂଆ ଜାଗା ବୁଲୁଥିଲେ

ଭୁବନେଶ୍ୱର: ନେତା, ମନ୍ତ୍ରୀଙ୍କ ସହ ରହସ୍ୟମୟୀ ଅର୍ଚ୍ଚନାଙ୍କ ଫଟୋ ଭାଇରାଲ୍ ହେଉଥିବା ବେଳେ ପୋଲିସ ହାତରେ ଲାଗିଛି ପ୍ରମାଣ । ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ଜଣେ ରସିକିଆ ବିଧାୟକ, ଅର୍ଚ୍ଚନାଙ୍କ ଫାସରେ ପଡ଼ିଥିଲେ । ଯାହାକ ଫଟୋ ଓ ଭିଡିଓ ପୋଲିସ ପାଇଥିବା ବେଳେ ଅର୍ଚ୍ଚନାଙ୍କ ପିଛା ବିଧାୟକ…

ହାଇକୋର୍ଟରେ ହନିଟ୍ରାପ୍ ମାମଲା, ଖୋଲିବ କି ଅର୍ଚ୍ଚନାଙ୍କ ‘ନାଗ ଫାସ’ର ପୂରା ଗୁମର

ଭୁବନେଶ୍ୱର: ରହସ୍ୟମୟୀ ବ୍ଲାକେମଲର ଅର୍ଚ୍ଚନାଙ୍କୁ ନେଇ ଚର୍ଚ୍ଚା ଥମୁନି । ଗିରଫ ପରେ ଝାରପଡ଼ା ଜେଲରେ ଅର୍ଚ୍ଚନା ଥିବାବେଳେ ଗୋଟିଏ ପରେ ଗୋଟିଏ ନୂଆ ଓ ରୋଚକ ତଥ୍ୟ ଆସୁଛି । ଜେଲର ଅନ୍ଧାର କୋଠରିରେ ଅର୍ଚ୍ଚନା ଅଣନିଶ୍ୱାସୀ ହୋଇ ପଡ଼ିଥିବା ବେଳେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ କରିଛନ୍ତି…

ପାନୀୟରେ ନିଶା ଦେଇ ଅର୍ଚ୍ଚନା ସୁଟ୍ କରିଥିଲେ ନଗ୍ନ ଭିଡିଓ !

ଭୁବନେଶ୍ୱର: ଖୋଲୁଛି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର । କିଭଳି ସେ ଯୁବତୀଙ୍କୁ ତା ଜାଲରେ ଫସାଇ ଅନୈତିକ କାରବାରରେ ଲିପ୍ତ କରୁଥିଲା ଜଣାପଡ଼ିଛି । ନିଜ ଜାଲରେ ନିଜେ ପଡ଼ି ଅର୍ଚ୍ଚନା ଜେଲ୍ ଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି ।…