Latest Odisha News

BREAKING NEWS

Browsing Tag

Bollywood

୨୬ରେ ଜନ୍‌ ଓ ସଲମାନ୍‌ ମୁହାଁମୁହିଁ; ‘ସତ୍ୟମେବ ଜୟତେ ୨’ ବନାମ ‘ଅନ୍ତିମ’

ନୂଆଦିଲ୍ଲୀ: ମହେଶ ମଞ୍ଜରେକରଙ୍କ ନିର୍ଦ୍ଦେଶିତ ସଲମାନ ଖାନଙ୍କ ଅଭିନୀତ ‘ଅନ୍ତିମ’ ଚଳିତ ବର୍ଷ ଦୀପାବଳି ସମୟରେ ପରଦାରେ ଆସିବାର କାର୍ଯ୍ୟକ୍ରମ ଥିଲା। ରିପୋର୍ଟ ଅନୁଯାୟୀ, ‘ଅନ୍ତିମ' ନଭେମ୍ବର ୨୬ରେ ରିଲିଜ କରିବ। ଏହାସହିତ ଏକାସାଙ୍ଗେ ଜନ୍‌ ଆବ୍ରାହମ୍‌ଙ୍କ 'ସତ୍ୟମେବ ଜୟତେ ୨' ମଧ୍ୟ ସମାନ…

‘ଆକ୍ସନ୍ ହିରୋ’ର ନାୟକ ହେବେ ଆୟୁଷ୍ମାନ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା ତାଙ୍କ ଆଗାମୀ ଫିଲ୍ମକୁ ନେଇ ଘୋଷଣା କରିଛନ୍ତି। ଶନିବାର ଆୟୁଷ୍ମାନ ତାଙ୍କ ଆଗାମୀ ଫିଲ୍ମ 'ଆକ୍ସନ୍ ହିରୋ'ରେ ଅଭିନୟ ଅଭିନୟ କରିବେ ବୋଲି ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ମାତା ହେଉଛନ୍ତି ଆନନ୍ଦ ଏଲ୍ ରୟ। ତୃତୀୟ ଥର ପାଇଁ…

୨୯ରେ ଓଟିଟିରେ ରିଲିଜ କରିବ କ୍ରିତି, ରାଜଙ୍କ ‘ହମ୍ ଦୋ ହମାରେ ଦୋ’

ମୁମ୍ବାଇ: କ୍ରିତି ସାନନ୍ ଏବଂ ରାଜକୁମାର ରାଓଙ୍କ ଅଭିନୀତ 'ହମ୍ ଦୋ ହମାରେ ଦୋ'ର ଟିଜର ଆଜି ରିଲିଜ ହୋଇଛି। ଏହାସହିତ ନିର୍ମାତା ଏହାର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଫିଲ୍ମ ଅକ୍ଟୋବର ୨୯ରେ ଡିଜନି + ହଟଷ୍ଟାରରେ ମୁମକ୍ତିଲାଭ କରିବ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ…

ଫିଲ୍ମ ରାମାୟଣରେ ରାମ ହେବେ ରଣବୀର ଆଉ ରାବଣ ହ୍ରିତିକ୍‌ !

ନୂଆଦିଲ୍ଲୀ: ଶନିବାର ଜ୍ୟାକି ଭାଗ୍ନାନୀଙ୍କ କାର୍ଯ୍ୟାଳୟ ଥିବା ବିଲ୍ଡିଂରେ ରଣବୀର କପୁର ଏବଂ ହ୍ରିତିକ ରୋଶନଙ୍କୁ ଦେଖିବା ପରେ ଏକାଧିକ କଳ୍ପନାଜଳ୍ପନା ଚାଲିଛି। ଖବର ମୁତାବକ ରଣବୀର କପୁର ଏବଂ ହ୍ରିତିକ ରୋଶନ ନୀତେଶ ତିୱାରୀଙ୍କ ରାମାୟଣରେ ରାମ ଓ ରାବଣର ଭୂମିକାରେ ଅବତୀର୍ଣ୍ଣ…

ୱେବ୍‌ ସୋ ‘ଇନ୍‌ଭିଜିବଲ୍‌ ଓମେନ୍‌’ରେ ନାୟକ ସାଜିବେ ସୁନୀଲ

ନୂଆଦିଲ୍ଲୀ: ଆକ୍ସୋନ ଏବଂ ଚମନ ବାହାର ଭଳି ଚଳଚ୍ଚିତ୍ର ନିର୍ମାଣ କରିଥିବା ସାରେଗାମା ଇଣ୍ଡିଆର ଏକ ଡିଭିଜନ୍ ୟୁଡଲି ଫିଲ୍ମସ୍ ଏହାର ପ୍ରଥମ ୱେବ୍ ସୋ ଘୋଷଣା କରିଛି। ଯାହାର ଟାଇଟଲ ରହିଛି 'ଇନ୍‌ଭିଜିବଲ୍‌ ଓମେନ୍‌'। ଯେଉଁଥିରେ ସୁନୀଲ ଶେଟ୍ଟୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ ବୋଲି…

୩ ରେ ପ୍ରେକ୍ଷାଳୟକୁ ଆସିବ ଅଜୟ ଦେବଗନଙ୍କ ‘ମୈଦାନ’

ନୂଆଦିଲ୍ଲୀ: ଅଜୟ ଦେବଗନଙ୍କ କ୍ରୀଡା ଡ୍ରାମା ଚଳଚ୍ଚିତ୍ର ମୈଦାନ ୩ ଜୁନ୍ ୨୦୨୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏ ନେଇ ଫିଲ୍ମ ନିର୍ମାତାମାନେ ନିଶ୍ଚିତ କରିଛନ୍ତି। ଫିଲ୍ମ ତାମିଲ, ତେଲୁଗୁ ଏବଂ ମାଲାୟାଲମ୍ ଭାଷାରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନଙ୍କ ସମେତ…

ଜାହାଜରେ ଡ୍ରଗ୍ସ ପାର୍ଟି; ଶାହାରୁଖ୍‌ଙ୍କ ପୁଅ ଆର୍ୟନ ଗିରଫ

ମୁମ୍ବାଇ: ମୁମ୍ବାଇ ଜାହାଜରୁ ଡ୍ରଗ୍ସ ଜବତ ହେବା ପରେ ବଲିଉଡ ତାରକା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ରବିବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଛି। ଆର୍ୟନ ଖାନଙ୍କ ବ୍ୟତୀତ ତାଙ୍କର ଘନିଷ୍ଠ ବନ୍ଧୁ ଅରବାଜ ମର୍ଚାଣ୍ଟ, ମୁନ୍‌ମୁନ୍‌ ଧମେଚା, ନୁପୁର ସାରିକା,…

ମା’ ହେଲେ ନେହା

ନୂଆଦିଲ୍ଲୀ: ଅଭିନେତ୍ରୀ ନେହା ଧୁପିଆ ଏବଂ ଅଙ୍ଗଦ ବେଦୀ ସେମାନଙ୍କର ଦ୍ୱିତୀୟ ସନ୍ତାନକୁ ସ୍ବାଗତ କରିଛନ୍ତି। ନେହା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ରବିବାର ଦିନ ଦମ୍ପତି ସେମାନଙ୍କ ଶିଶୁପୁତ୍ରକୁ ସ୍ୱାଗତ କରିଥିଲେ। ଏହି ଦମ୍ପତିଙ୍କ ଏକ ଝିଅ ମେହେର ମଧ୍ୟ ଅଛି। ଏହି ଖୁସି ଖବର…

ଆଲିଆ ଭଟ୍ଟ ବନାମ ଆଲିଆ ଭଟ୍ଟ; ‘ଗଙ୍ଗୁବାଇ କାଠିଆୱାଡି’ ପଛକୁ ‘ଆରଆରଆର’

ନୂଆଦିଲ୍ଲୀ: ବାହୁବଳୀ ଫେମ୍‌ ଡାଇରେକ୍ଟର ଏସ.ଏସ୍ ରାଜାମୌଲିଙ୍କ ଆରଆରଆର ଜାନୁଆରୀ ୭ ରିଲିଜ କରିବ। ଏଥିରେ ଆଲିଆ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ତେବେ ଏହାପୂର୍ବରୁ ସଞ୍ଜୟ ଲୀଲା ଭନ୍‌ଶାଳୀଙ୍କ ଗଙ୍ଗୁବାଇ କାଠିଆୱାଡିର ରିଲିଜ ଡେଟ୍‌ ପ୍ରକାଶ ପାଇଥିଲା। ଏହି ଚଳଚ୍ଚିତ୍ର ଜାନୁୟାରୀ ୬ରେ…

ସମନ୍ଥା ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପାଇଁ ଅମୀରଙ୍କୁ ଦାୟୀ କଲେ କଙ୍ଗନା

ନୂଆଦିଲ୍ଲୀ: ଟଲିଉଡର ତାରକା ଦମ୍ପତି ସମନ୍ଥା ଓ ନାଗା ଚୈତନ୍ୟ ସୋସିଆଲ ମିଡିଆରେ ସେମାନଙ୍କ ଛାଡପତ୍ର ବିଷୟରେ ଘୋଷଣା କରିବା ପରେ ଅଭିନେତ୍ରୀ କଙ୍ଗନା ରାନାୱତ ଏ ସଂକ୍ରାନ୍ତରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ସମନ୍ଥା ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପାଇଁ ସେ ଅମୀରଙ୍କୁ ଦାୟୀ…