Latest Odisha News

BREAKING NEWS

Browsing Tag

Bollywood

ଘୁଞ୍ଚିଲା ଫିଲ୍ମ ‘ଚେହ୍‌ରେ’ର ରିଲିଜ ଡେଟ୍‌

ନୂଆଦିଲ୍ଲୀ: ଘୁଞ୍ଚିଲା ଫିଲ୍ମ 'ଚେହ୍‌ରେ'ର ରିଲିଜ ଡେଟ୍‌। ସମଗ୍ର ଦେଶରେ କୋଭିଡ-୧୯ ମାମଲା ସଂଖ୍ୟା ବୃଦ୍ଧି ହେତୁ ଅମିତାଭ ବଚ୍ଚନ, ଇମ୍ରାନ ହାସମି ଏବଂ ରିୟା ଚକ୍ରବର୍ତ୍ତୀଙ୍କ ଅଭିନୀତ ଫିଳ୍ମ 'ଚେହ୍‌ରେ' ରିଲିଜ ତାରିଖ ସ୍ଥଗିତ ରଖାଯାଇଛି। ଏହି ଫିଲ୍ମର ନିର୍ମାତାମାନେ ଏକ ବିବୃତ୍ତି…

ନୂଆ ରୂପରେ ପ୍ରଶଂସକଙ୍କ ମନ ମୋହିଲେ ଅକ୍ଷୟ କୁମାର

ମୁମ୍ବାଇ: ହୋଲିର ଗୋଟିଏ ପରେ ଅକ୍ଷୟ କୁମାରଙ୍କ 'ରାମ ସେତୁ' ସୁଟିଂ ଆରମ୍ଭ କରିଛନ୍ତି। ଏହି ସମୟରେ ଅକ୍ଷୟ କୁମାରଙ୍କ ଭିନ୍ନ ଅବତାର ସାମ୍‌ନାକୁ ଆସିଛି। ଅକ୍ଷୟ କୁମାର ନିଜେ ସୋସିଆଲ ମିଡିଆରେ ଫିଲ୍ମରେ ତାଙ୍କ ଚରିତ୍ରର ପ୍ରଥମ ଲୁକ୍ ପ୍ରକାଶ କରିଛନ୍ତି। ଅକ୍ଷୟ ଏହି ଚଳଚ୍ଚିତ୍ରରେ ଜଣେ…

ରିଲିଜ ହେଲା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଥମ ମ୍ୟୁଜିକ୍ ଭିଡିଓ

ନୂଆଦିଲ୍ଲୀ: ନୱାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଥମ ସିଙ୍ଗଲ୍ ମ୍ୟୁଜିକ୍‌ ଭିଡିଓ 'ବାରିଶ୍‌ କି ଜାଏ' ରିଲିଜ ହୋଇଛି। ଏହି ଗୀତରେ ଅଭିନେତ୍ରୀ ତଥା ଗାୟକ ସୁନନ୍ଦା ଶର୍ମା ମଧ୍ୟ ଅଭିନୟ କରିଛନ୍ତି। ଏହାର ସଙ୍ଗୀତ ସଂରଚନା କରିଛନ୍ତି ଜାନୀଙ୍କ। ଏହା ଦେଶୀ ମେଲୋଡିଜ୍ ବ୍ୟାନରରେ ନିର୍ମିତ।…

ଏହି ପିଢିର ସବୁଠୁ ଦାମିକା ଅଭିନେତା ହେଲେ କାର୍ତ୍ତିକ ଆର୍ଯ୍ୟନ୍!‌

ମୁମ୍ବାଇ: ବର୍ତ୍ତମାନର ବଲିଉଡରେ ସବୁଠୁ ଦାମିକା ଅଭିନେତା ଦୌଡରେ କାର୍ତ୍ତିକ ଆର୍ଯ୍ୟନ୍‌ ବେଶ୍‌ ଆଗରେ ରହିଥିବା ଜଣାପଡ଼ିଛି। ସେ ରାମ ମାଧବାନୀଙ୍କ ଆତଙ୍କୀ-ଥ୍ରୀଲର 'ଧମାକା' ପାଇଁ ୨୦ କୋଟି ପାରିଶ୍ରମିକ ନେଇଛନ୍ତି। ତାଙ୍କର ପ୍ରଥମ ଚଳଚ୍ଚିତ୍ର 'ପ୍ୟାର କା ପଞ୍ଚନାମା' ସେ ୧.୨୫ ଲକ୍ଷ…

ନୂଆ ଅବତାରରେ ସନ୍ନି ଲିଓନି

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସନ୍ନି ଲିଓନଙ୍କର ପ୍ରତ୍ୟେକ ଶୈଳୀ ସ୍ୱତନ୍ତ୍ର। ସନ୍ନି ଲିଓନଙ୍କ ଆଗାମୀ ମନସ୍ତାତ୍ତ୍ୱିକ ଥ୍ରୀଲର ଫିଲ୍ମ 'ଶେରୋ'ର ଟିଜର ରିଲିଜ ‌ହୋଇଛି। ଯାହା ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ଟିଜର ବର୍ତ୍ତମାନ ପର୍ଯ୍ୟନ୍ତ ଅଢେଇ ଲକ୍ଷରୁ ଅଧିକ ଥର ଦେଖାସରିଲାଣି।…

ଆସନ୍ତା ବର୍ଷ ବଲିଉଡ୍‌କୁ ଫେରିବେ ପ୍ରିୟଙ୍କା

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଶେଷ ଥର ପାଇଁ ୨୦୧୯ରେ ଦେଖିବାକୁ ମିଳିଥିଲା। ସୋନାଲି ବୋଷଙ୍କ ଚଳଚ୍ଚିତ୍ର 'ଦ ସ୍କାଏ ଇଜ୍‌ ପିଙ୍କ୍‌'ରେ ପ୍ରିୟଙ୍କାଙ୍କ ଅଭିନୟ ଶେଷ ଥର ପାଇଁ ଦେଖିଥିଲେ ଦର୍ଶକ। ତେବେ ପୁଣି ଥରେ ପିସିଙ୍କୁ ଆସନ୍ତା ବର୍ଷ ଦେଖିବାକୁ ମିଳିବ…

ଘୁଞ୍ଚିଲା ‘ବଣ୍ଟି ଔର୍‌ ବବ୍ଲି‌ ୨’ର ରିଲିଜ୍ ଡେଟ୍‌

ମୁମ୍ବାଇ: ସାରା ଦେଶରେ କରୋନାଭାଇରସ୍ ମାମଲା ବୃଦ୍ଧି ହେତୁ ରାନୀ ମୁଖାର୍ଜୀ, ସୈଫ ଅଲ୍ଲୀ ଖାନ୍, ସିଦ୍ଧାନ୍ତ ଚତୁର୍ବେଦୀ, ଶର୍ଭରୀ-ଅଭିନୀତ 'ବଣ୍ଟି ଔର୍‌ ବବଲି ୨' ରିଲିଜ୍ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ବଣ୍ଟି ଔର୍‌ ବବଲି ୨ ନିର୍ମାତା ଆଦିତ୍ୟ ଚୋପ୍ରା ଫିଲ୍ମ ରିଲିଜକୁ ସ୍ଥଗିତ…

ପ୍ରଥମ ଥର ପାଇଁ ବଡ଼ ପରଦାରେ ଏକାଠି ନଜର ଆସିବେ ପ୍ରଭାସ ଏବଂ ଦୀପିକା

ମୁମ୍ବାଇ: ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ଏକ ବିଜ୍ଞାନ-କାଳ୍ପନିକ ଚଳଚ୍ଚିତ୍ର ପାଇଁ ପ୍ରଭାସ ଏବଂ ଦୀପିକା ପାଦୁକୋନ ଏକାଠି ହୋଇଛନ୍ତି। ଏକ ନୂତନ ରିପୋର୍ଟରେ ଦର୍ଶାଯାଇଛି ଯେ ଚଳଚ୍ଚିତ୍ରର ବିଷୟବସ୍ତୁ ସର୍ବଭାରତୀୟ ହୋଇଥିବାରୁ ଫିଲ୍ମର ନିର୍ମାତାମାନେ ଇଂରାଜୀରେ ଫିଲ୍ମ ରିଲିଜ୍ କରିବାକୁ…

ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’କୁ ନେଇ ବଢିଲା ଅଡୁଆ; କୋର୍ଟରେ ହାଜର ହେଇପାରନ୍ତି ଆଲିଆ ଏବଂ…

ନୂଆଦିଲ୍ଲୀ: 'ଗଙ୍ଗୁବାଇ କାଠିଆୱାଡି' ଚଳଚ୍ଚିତ୍ର ପାଇଁ ବାବୁ ରାବଜୀ ଶାହାଙ୍କ ଦ୍ୱାରା ଦାଖଲ ହୋଇଥିବା ଅପରାଧିକ ମାନହାନୀ ମାମଲାରେ ଆଲିଆ ଭଟ୍ଟ, ସଞ୍ଜୟ ଲୀଲା ଭନସାଲୀ ଏବଂ ଦୁଇ ଲେଖକଙ୍କୁ ମୁମ୍ବାଇ କୋର୍ଟ ସମନ ପଠାଇଛନ୍ତି। ଶାହା ଗଙ୍ଗୁବାଇ କାଠିଆୱାଡିଙ୍କ ପୋଷ୍ୟପୁତ୍ର ବୋଲି ଦାବି…

ଫିଲ୍ମ ‘ସାଇନା’ ପାଇଁ ପ୍ରଥମ ପସନ୍ଦ ନଥିଲେ ପରିଣୀତି

ମୁମ୍ବାଇ: ସାଇନା ନେହୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ 'ସାଇନା'ରେ ଅଭିନେତ୍ରୀ ପରିଣୀତି ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମ ମାର୍ଚ୍ଚ ୨୬ରେ ପ୍ରେକ୍ଷାଳୟକୁ ଆସିବ। କିନ୍ତୁ ଆପଣ ଜାଣନ୍ତି କି ଏହି ଚରିତ୍ର ପାଇଁ ପରିଣୀତି ପ୍ରଥମ ପସନ୍ଦ ନଥିଲେ। ଏହାପୂର୍ବରୁ ଶ୍ରଦ୍ଧା…