ଫିଲ୍ମ ବିଗ୍ ବୁଲ୍ର ଟ୍ରେଲର ରିଲିଜ
ନୂଆଦିଲ୍ଲୀ: ଅଭିନେତା ଅଭିଷେକ ବଚ୍ଚନଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ବିଗ୍ ବୁଲ୍ର ଟ୍ରେଲର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଷ୍ଟକବ୍ରୋକର ଭୂମିକାରେ ଅଭିନୟ କରୁଛନ୍ତି ଅଭିଷେକ। କୁକି ଗୁଲାଟିଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ହର୍ଷଦ ମେହେଟ୍ଟାଙ୍କ ଷ୍ଟକ୍ ମାର୍କେଟ ସ୍କାମ…