Latest Odisha News

BREAKING NEWS

Browsing Tag

Bollywood

ଆସୁଛି ଟାଇଗରଙ୍କ ‘ଗଣପତ ପାର୍ଟ-୧’

ମୁମ୍ବାଇ: ପୁଣି ଆକ୍ସନ ମୋଡରେ ବଲିଉଡ ବାଗି ବଏ । ଆସୁଛି ଟାଇଗର ସ୍ରଫଙ୍କ ନୂଆ ଫିଲ୍ମ । ରିଲିଜ ହୋଇଛି ‘ଗଣପତ ପାର୍ଟ-୧’ର ମୋଶନ ପୋଷ୍ଟର । ଟାଇଗର ନିଜେ ତାଙ୍କ ଇଂଷ୍ଟାଗ୍ରାମରେ ଏହି ପୋଷ୍ଟରକୁ ରିଲିଜ କରିଛନ୍ତି । ଏହି ମୋଶନ ପୋଷ୍ଟରକୁ ଦେଖିଲେ ଅନୁମାନ କରିହେବ ଯେ, ଫିଲ୍ମଟି କେତେ…

ବିଦେଶରେ ପ୍ରିୟଙ୍କା ପାଳିଲେ କରୱାଚୌଥ

ମୁମ୍ବାଇ: ଲାଲ ଶାଢ଼ୀ, ମଥାରେ ସିନ୍ଦୁର ଆଉ ହାତରେ ପୂଜା ଥାଳି । କିଛି ଏଭଳି ଲୁକ୍‌ରେ ନଜର ଆସିଛନ୍ତି ବଲିଉଡର ଦେଶୀଗାର୍ଲ ପ୍ରିୟଙ୍କା ଚୋପ୍ରା । ବିଦେଶରେ ରହି ସେ ନିଜ ସ୍ୱାମୀ ନିକ୍ ଜୋନସ୍‌ଙ୍କ ପାଇଁ କରୱଚୌଥ ପାଳିଛନ୍ତି । ତାଙ୍କର ଏହି କରୱାଚୌଥ ଲୁକ୍ ଏବେ ସୋସିଆଲ ମିଡିଆରେ ଭାଇରାଲ…

ଡିସେମ୍ବରରେ ବାହା ହେବେ ଆଦିତ୍ୟ; ବିବାହ ପ୍ରସ୍ତୁତି ପାଇଁ ସୋସିଆଲ୍‌ ମିଡିଆରୁ ଏବେଠୁ ନେଲେଣି ବ୍ରେକ୍

ନୂଆଦିଲ୍ଲୀ: ଗାୟକ ତଥା ଟିଭି ହୋଷ୍ଟ ଆଦିତ୍ୟ ନାରାୟଣ ଖୁବ୍‌ ଶୀଘ୍ର ତାଙ୍କ ଗର୍ଲଫ୍ରେଣ୍ଡ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଏ ନେଇ ଆଦିତ୍ୟ ନିଜେ ଏହି ଖୁସି ଖବର ତାଙ୍କ ପ୍ରଶଂସକମାନଙ୍କୁ ସୋସିଆଲ୍‌ ମିଡିଆରେ ଜରିଆରେ ଦେଇଛନ୍ତି। ସେ କେବେ ଶ୍ୱେତା…

ଅଭିନେତ୍ରୀ କାଜୋଲ୍‌ଙ୍କ ସବୁ ସ୍ୱାମୀମାନଙ୍କୁ ବିଶେଷ ପରାମର୍ଶ; କର୍‌ୱାଚୌଥ୍‌ ଭରସାରେ ରୁହନ୍ତୁ ନାହିଁ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ ରହୁଥିବା ଦେଖିବ‌ାକୁ ମିଳେ। ସେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଏବଂ ଅନେକ ମଜାଦାର ମେମ୍ ମଧ୍ୟ ସେୟାର କରନ୍ତି। ନିକଟରେ, କାଜୋଲ କର୍‌ୱାଚୌଥ୍‌କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ…

କଙ୍ଗନା ଓ ରଙ୍ଗୋଲିଙ୍କୁ ମୁମ୍ବାଇ ପୋଲିସର ଡାକରା

ମୁମ୍ବାଇ: ବଲଉଡର କୁଇନ୍ କଙ୍ଗନା ରଣୌତଙ୍କୁ ପୁଣି ସମନ୍ । ତାଙ୍କୁ ଏବଂ ତାଙ୍କୁ ଭଉଣୀ ରଙ୍ଗୋଲି ଚନ୍ଦେଲଙ୍କୁ ମୁମ୍ବାଇ ପୋଳିସ ସମନ କରିଛି । ସୋସିଆଲ ମିଡିଆରେ କିଛି ଦିନ ତଳେ ବିବାଦୀୟ ବୟାନ ଦେବା ଘଟଣାରେ ମୁମ୍ବାଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ଏହି ମାମଲାରେ ପଚରାଉଚରା ପାଇଁ ୨…

ସୁଶାନ୍ତ ସିଂଙ୍କ ଦୁଇ ଭଉଣୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲା ମୁମ୍ବାଇ ପୋଲିସ

ମୁମ୍ବାଇ: ଏବେ ବି ରହସ୍ୟ ହୋଇ ରହିଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ । ସୁଶାନ୍ତଙ୍କ ମୃତ୍ୟୁ ନେଇ ଏନ୍‌ସିବି ତଦନ୍ତ ଜାରି ରଖିଛି । ତେବେ ଏହାରି ଭିତରେ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ଦୁଇ ଭଉଣୀଙ୍କ ବିରୋଧରେ ଆଣିଛି ସଙ୍ଗୀନ ଅଭିଯୋଗ । ମୁମ୍ବାଇ ପୋଲିସ ବମ୍ବେ…

୧୪ ବର୍ଷ ବୟସରେ ଯୌନ ଶୋଷଣର ଶିକାର ହୋଇଥିଲି; ଇରା ଖାନ୍‌

ନୂଆଦିଲ୍ଲୀ: ଆମୀର ଖାନଙ୍କ ଝିଅ ଇରା ଖାନ୍‌ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇଛନ୍ତି। ଇରାଙ୍କ ଅନୁଯାୟୀ, ସେ ୧୪ ବର୍ଷ ବୟସରେ ‌ଯୌନ ଶୋଷଣର ଶିକାର ହୋଇଥିଲେ ଏବଂ ଏପରି କରିଥିବା ବ୍ୟକ୍ତି ତାଙ୍କର ନିଜ ପରିଚୟର ଥିଲେ। ଇରାଙ୍କ କହିବା ଅନୁଯାୟୀ, ମୋତେ ୧୪ ବର୍ଷ ବୟସରେ ଯୌନ ଶୋଷଣ କରାଯାଇଥିଲା।…

କଥା ଦେଇ କଥା ରଖିଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁ ସୁଦଙ୍କ ମହାନତା ବିଷୟରେ କାହାକୁ ଅଛପା ନାହିଁ। ଏହା ମଧ୍ୟରେ ତାଙ୍କର ଆଉ ଏକ ମହାନତା ଲୋକଲୋଚନକୁ ଆସିଛି। ଆଦିବାସୀ ସମ୍ପ୍ରଦାୟର ସମସ୍ତ ଗାଁର ଝିଅମାନଙ୍କୁ ପାଠପଢିବା ପାଇଁ ସାଇକେଲ ଯୋଗାଇ ଦେଇଛନ୍ତି ସୋନୁ। କିଛି ଦିନ ପୂର୍ବରୁ ସୋନୁ ସୁଦ ଏ ନେଇ ଘୋଷଣା…

ମା’ ହେଲେ ଅମୃତା

ମୁମ୍ବାଇ: ମାଆ ହେଲେ ବଲିଉଡର ଚୁଲବୁଲି ନାୟିକା ଅମୃତା ରାଓ । ରବିବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ଅମୃତା ଓ ନବଜାତ ସୁସ୍ଥ ଥିବା ନେଇ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଅମୃତାଙ୍କ ମା’ ହେବା ଖବର ଏବେ ଟ୍ୱିଟର୍‌ରେ ଟ୍ରେଣ୍ଡିଂ ପାଲଟିଛି ।  ଶୁଭେଚ୍ଛା ଓ ଆଶୀର୍ବାଦ…

ପ୍ରିୟଙ୍କାଙ୍କୁ ନିଜ ଲକି ଚାର୍ମ ମାନନ୍ତି ନିକ୍‌

ନୂଆଦିଲ୍ଲୀ: ପପ୍‌ଷ୍ଟାର ନିକ୍‌ ଜୋନାସ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଏକ ପୁରୁଣା ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ଫଟୋରେ ନିକ ଏବଂ ପ୍ରିୟଙ୍କା କଳା ପୋଷାକରେ କ୍ୟାମେରା ଆଗରେ ପୋଜ୍ ଦେଉଥିବା ଦେଖିବାକୁ ମିଳିଛି। ନିକ୍‌ ଇନଷ୍ଟାଗ୍ରାମରେ…