Latest Odisha News

BREAKING NEWS

Browsing Tag

Bollywood

ନିଆରା ଢଙ୍ଗରେ ଐଶ୍ୱର୍ଯ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅଭିଷେକ

ନୂଆଦିଲ୍ଲୀ: ନିକଟରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ଅଭିଷେକ ବଚ୍ଚନ ମଧ୍ୟ ଐଶ୍ୱର୍ଯ୍ୟାଙ୍କ ସହ ନିଜର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି ଏବଂ ତାଙ୍କୁ ଏକ ଭାବପ୍ରବଣ ନୋଟ୍ ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି। ଅଭିଷେକ ବଚ୍ଚନ…

ହାପି ବାର୍ଥ ଡେ ଶାହାରୁଖ୍‌

ନୂଆଦିଲ୍ଳୀ: ବଲିଉଡର କିଙ୍ଗ୍‌ ଖାନ ଶାହାରୁଖ୍‌ ଆଜି ତାଙ୍କର ୫୫ତମ ଜନ୍ମଦିନ ପାଳନ କରୁଛନ୍ତି। ଶାହାରୁଖ ୨ ନଭେମ୍ବର ୧୯୬୫ରେ ନୂଆଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ତାଜ୍‌ ମହମ୍ମଦ ଖାନ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିଲେ ଏବଂ ମାତାଙ୍କ ନାମ ଫାତିମା। ତାଙ୍କର ଏକ ବଡ ଭଉଣୀ ମଧ୍ୟ…

କୋଭିଡ୍‌ ନିୟମ ଉଲ୍ଲଘଂନ ନେଇ ଅମୀର୍‌ଙ୍କ ନାଁ ଅଭିଯୋଗ ଆଣିଲେ ବିଜେପି ବିଧାୟକ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅମୀର ଖାନ୍‌ ତାଙ୍କ ଆଗାମୀ ଫିଲ୍ମ 'ଲାଲ୍‌‌ ସିଂ ଚଢା'ର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ପୂର୍ବେ ଆମୀର ଉତ୍ତରପ୍ରଦେଶର ଗାଜିଆବାଦରେ ଫିଲ୍ମର କିଛି ଦୃଶ୍ୟର ସୁଟିଂ କରୁଥିଲେ। କିନ୍ତୁ ଗାଜିଆବାଦରେ ତାଙ୍କ ସୁଟିଂକୁ ନେଇ ଏକ ହଙ୍ଗମା ସୃଷ୍ଟି ହୋଇଛି।…

‘ମି ଠୁ’କୁ ନେଇ ମୁକେଶ ଖାନ୍ନାଙ୍କ ବିଭ୍ରାନ୍ତକର ବୟାନ; ମହିଳା ଘରୁ ବାହାରକୁ ବାହାରିବା ହିଁ ସବୁ…

ନୂଆଦିଲ୍ଲୀ: ଅଭିନେତା ମୁକେଶ ଖାନ୍ନାଙ୍କ ବିବାଦର ସିରିଜ୍‌ ଏବେ ବି ଜାରି ରହିଛି। ଦି କପିଲ ଶର୍ମା ସୋକୁ ନ ଯାଇ ଆରମ୍ଭ ହୋଇଥିବା ବିବାଦ ପରେ ଏବେ ଆଉ ଏକ ନୂଆ ବିବାଦ ଯୋଡ଼ି ହୋଇଛି। ଏବେ ମୁକେଶ ଖାନ୍ନାଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ମୁକେଶ ଖାନ୍ନା…

ସର୍ଦ୍ଦାର ପଟ୍ଟେଲ୍‌ଙ୍କ ଜନ୍ମ ବାର୍ଷିକୀ ଟ୍ୱିଟ୍‌ରେ ଗାନ୍ଧୀ ଏବଂ ନେହେରୁଙ୍କୁ ସମାଲୋଚନା କଲେ କଙ୍ଗନା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ସୋସିଆଲ ମିଡିଆରେ ଟୁଇଟ୍ କରି ସର୍ଦ୍ଦାର ଭଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀରେ ତାଙ୍କୁ ସ୍ମରଣ କରି ଏକ ଟୁଇଟ୍ କରିଛନ୍ତି। ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀରେ କଙ୍ଗନା ଏପରି କଥା କହିଛନ୍ତି ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।…

କାଜଲଙ୍କ ହାତରେ ଗୌତମଙ୍କ ନାଁର ମେହେନ୍ଦି, କାଲି ବିବାହ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ହାତରେ ଲାଗିଲା ଗୌତମଙ୍କ ନାଁର ମେହେନ୍ଦି । କାଲି ବାଜିବ ସାହାନାଇ । ଆକ୍ଟାବର ୩୦ ତାରିଖରେ ବିଜନେସ୍ ଟାଇକୁନ୍ ଗୌତମ କିଚଲୁଙ୍କ ହାତ ଧରିବେ କାଜଲ । ଏଥିପାଇଁ କାଜଲଙ୍କ ଘରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ବିବାହର ଗୋଟିଏ ଦିନ ପୂର୍ବରୁ…

ଆସିଲା ରାଜକୁମାର ଓ ପ୍ରିୟଙ୍କାଙ୍କ ‘ଦ ହ୍ୱାଇଟ ଟାଇଗର’, ଦେଖନ୍ତୁ ଭିଡିଓ

ମୁମ୍ବାଇ: ଆସିଲା ‘ଦ ହ୍ୱାଇଟ ଟାଇଗର’ର ଟ୍ରେଲର । ଟ୍ରେଲରରେ ଦମ୍‌ଦାର ଲୁକ୍‌ରେ ନଜର ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ରାଜକୁମାର ରାଓ । ଟ୍ରେଲରଟି ରିଲିଜ ହେବାର କିଛି ଘଂଟା ମଧ୍ୟରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଦୀର୍ଘ ଦିନର ବିରତି ପରେ ଏହି ଫିଲ୍ମ ଜରିଆରେ ପୁଣି…

ଇଚ୍ଛାଧାରୀ ନାଗିନ୍‌ ବନିବେ ଶ୍ରଦ୍ଧା

ନୂଆଦିଲ୍ଲୀ: ଶ୍ରଦ୍ଧା କପୁରଙ୍କୁ ଖୁବ୍ ଶୀଘ୍ର ତାଙ୍କ ଆଗାମୀ ଫିଲ୍ମ 'ନାଗିନ୍'‌ରେ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ଫୁରିଆ। ଚଳଚ୍ଚିତ୍ର ସମାଲୋଚକ ତାରନ୍ ଆଦର୍ଶ ଏହାକୁ ନେଇ କହିଛନ୍ତି ଯେ ବଡ଼ ପରଦାରେ ଶ୍ରଦ୍ଧାଙ୍କୁ ଇଚ୍ଛାଧାରୀ ନାଗିନ୍‌ ଚରିତ୍ରରେ…

କୋରିଓଗ୍ରାଫର ରୋମୋ ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ

ମୁମ୍ବାଇ: ପ୍ରସିଦ୍ଧ ବଲିଉଡ କୋରିଓଗ୍ରାଫର ତଥା ନିର୍ଦ୍ଦେଶକ ରେମୋ ଡିସୁଜା ଓ ତାଙ୍କ ପତ୍ନୀଙ୍କ ନାଁରେ ଠକେଇ ଅଭିଯୋଗ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶ ଗାଜିଆବାଦର ସତ୍ୟେନ୍ଦ୍ର ତ୍ୟାଗି । ଫିଲ୍ମ ନିର୍ମାଣ ପାଇଁ ତାଙ୍କ ରେମୋ ଓ ତାଙ୍କ ପତ୍ନୀ ଲିଜେଲ୍ ପ୍ରତାରଣା କରିଥିବା ସେ…

ଆଙ୍ଗୁଠିରେ ନୁହେଁ ନିଜ ମନରୁ ଭୋଟ୍ ଦିଅନ୍ତୁ; ସୋନୁ ସୁଦ୍‌

ନୂଆଦିଲ୍ଲୀ: ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଆଜି ସକାଳେ ବିହାରର ଲୋକମାନେ ମତଦାନ ବୁଥରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ଗଣତନ୍ତ୍ରର ଏହି ପର୍ବରେ ଭାଗ ନେବାକୁ ସମସ୍ତ ନେତା ନିବେଦନ କରିଥିଲେ। ଏପରି ଏକ ଆବେଦନ ବଲିଉଡ୍‌ ଅଭିନେତା ସୋନୁ ସୁଦ ମଧ୍ୟ କରିଛନ୍ତି। ଭୋଟ୍ ଦେବା…