Latest Odisha News

BREAKING NEWS

Browsing Tag

Bollywood

ଅନ୍ଧବିଶ୍ୱାସ ଉପରେ ବିଶ୍ୱ‌ାସ ରଖୁଥିବା ବଲିଉଡ୍‌ ତାରକା

ଅନେକ ଲୋକ ନିଜ ଜୀବନରେ କିଛି ଭୟକୁ ଏଡ଼ାଇବା ପାଇଁ ଅନ୍ଧବିଶ୍ୱାସର ଶିକାର ହୁଅନ୍ତି। କାରଣ ସେମାନେ ଅନୁଭବ କରନ୍ତି ଯେ ଏପରି କରିବା ଦ୍ୱାରା ସେମାନଙ୍କ ଜୀବନରେ ନକାରାତ୍ମକ ଭାବନା ଦୂର ହୋଇଥାଏ। ଉଲ୍ଲେଖଥାଉ କି, ଏହି ଭୟ କେବଳ ସାଧାରଣ ଲୋକଙ୍କ ପାଇଁ ନୁହେଁ, ବଲିଉଡ ତାରକାମାନେ ମଧ୍ୟ ଏଭଳି…

ଫେସ୍‌ବୁକ୍‌ରେ ବନ୍ଧୁତା କରି ଛୁରାମାଡ ଖାଇଲେ ଅଭିନେତ୍ରୀ !

ମୁମ୍ବାଇ: ମହଙ୍ଗା ପଡିଲା ଫେସ୍‌ବୁକରେ ବନ୍ଧୁତା । ପ୍ରେମ ନିବେଦନକୁ ନା ଓ ବିବାହକୁ ମନା କରିବାରୁ ଟେଲି ଅଭିନେତ୍ରୀଙ୍କୁ ଛୁରାମାଡ । ଛୁରାମାଡରେ ଅଚେତ ଅଭିନେତ୍ରୀ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବାବେଳେ ଅଭିଯୁକ୍ତ ଫେରାର୍ ଅଛି । ସୋମବାର ଅଭିନେତ୍ରୀ ମାଲବୀ…

ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର, ଅକ୍ଷୟଙ୍କୁ ଉପହାର ଦେଲେ କପିଲ ଶର୍ମା

ମୁମ୍ବାଇ: ଏଣିକି ମେସିନରେ ଟଙ୍କା ଗଣିବେ ଖିଲାଡି ଷ୍ଟାର । ତାଙ୍କ ପାଖରେ ଏତେ ଟଙ୍କା ଅଛି ଯେ, ତାକୁ ସହଜରେ ଗଣି ହେବ ନାହିଁ । ତେଣୁ ଟଙ୍କା ଗଣିବାକୁ ଅକ୍ଷୟଙ୍କୁ ଏକ ମେସିନ ଦେଇଛନ୍ତି କମେଡି କିଙ୍ଗ କପିଲ ଶର୍ମା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଆଉ ଏହି ଘଟଣା ଘଟିଛି…

୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା’ ହେଲେ ଅଭିନେତ୍ରୀ ମନ୍ଦିରା ବେଦୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀ ୪୮ ବର୍ଷ ବୟସରେ ଦ୍ୱିତୀୟ ଥର ପାଇଁ ମା ହୋଇଛନ୍ତି। ବାସ୍ତବରେ ମନ୍ଦିରା ବେଦୀ ଏବଂ ତାଙ୍କ ସ୍ୱାମୀ ରାଜ କୌଶଲ ଏକ ଶିଶୁ କନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏହି ଶିଶୁଟିର ନାଁ ତାରା ବେଦୀ ରଖାଯାଇଛି। ମନ୍ଦିରା ସୋସିଆଲ ମିଡିଆ…

ଭିସା ପାଇଁ ବେନେଡିକ୍ଟ ଟେଲର୍‌ଙ୍କୁ ବିବାହ କରିଛନ୍ତି ରାଧିକା!

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ରାଧିକା ଆପ୍‌ତେ ବଲିଉଡ୍‌ ପରେ ଓଟିଟି ପ୍ଲାଟଫର୍ମରେ ନିଜର ପରିଚୟ ପ୍ରତିଷ୍ଠା କରିପାରିଛନ୍ତି। ନିକଟରେ ରାଧିକା ଆପ୍‌ତେ ତାଙ୍କ ବିବାହକୁ ନେଇ ମଜାଳିଆ କଥା ସର୍ବସାଧାରଣଙ୍କ ସମ୍ମୁଖରେ ରଖିଛନ୍ତି। ରାଧିକା ଆପ୍‌ତେ କହିଛନ୍ତି ଯେ ସେ ଲଣ୍ଡନର ସଂଗୀତଜ୍ଞ…

ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ‘ବୀର୍‌ ଦୀ ୱେଡିଂ’ର ସିକ୍ୱେଲ ସୁଟିଂ

ନୂଆଦିଲ୍ଲୀ: ଶଶାଙ୍କ ଘୋଷଙ୍କ ନିର୍ଦ୍ଦେଶିତ ଫିଲ୍ମ 'ବୀର୍‌ ଦୀ ୱେଡିଂ' ବିଭିନ୍ନ ମହଲରୁ ବେଶ୍‌ ପ୍ରଶଂସା ସାଉଁଟିଥିଲା। ଚଳଚ୍ଚିତ୍ରର କାହାଣୀଠାରୁ ଆରମ୍ଭ କରି ଚରିତ୍ର ପର୍ଯ୍ୟନ୍ତ ପ୍ରତ୍ୟେକ ଦିଗ ଦର୍ଶକଙ୍କ ହୃଦୟ ଜିତିଥିଲା। ତେବେ ଏହାର  ସିକ୍ୱେଲ ନିର୍ମାଣକୁ ନେଇ ଦୀର୍ଘ ସମୟ ଧରି…

ସ୍ୱପ୍ନର ଘର କିଣିଲେ ହ୍ରିତିକ୍‌; ଘରର ମୂଲ୍ୟ ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ହ୍ରିତିକ ରୋଶନ ମୁମ୍ବାଇର ଜୁହୁ-ଭର୍ସୋଭା ଲିଙ୍କ ରୋଡରେ ଦୁଇଟି ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି। ଦୀର୍ଘ ଦିନ ଧରି ତାଙ୍କ ସ୍ୱପ୍ନର ଘରକୁ ଅପେକ୍ଷା କରିଥିବା ହ୍ରିତିକ ୯୭.୫୦ କୋଟି ଟଙ୍କା ଦେଇ ଏହି ଆପାର୍ଟମେଣ୍ଟ କିଣିଛନ୍ତି। ରିପୋର୍ଟ ଅନୁଯାୟୀ,…

ଶାହାରୁଖ୍‌ ଏବଂ ଗୌରୀଙ୍କ ବିବାହକୁ ପୂରିଲା ୨୯ ବର୍ଷ; ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍‌ ଖାନ୍‌ ଶାହାରୁଖ ଖାନ ନିଜର ନିଖୁଣ ଅଭିନୟ ବଳରେ ଦଶନ୍ଧି ଧରି ଲୋକଙ୍କ ହୃଦୟରେ ରାଜ୍‌ କରିଆସୁଛନ୍ତି। ତେବେ ଆଜି ହେଉଛି ଶାହାରୁଖ ଖାନଙ୍କ ଏବଂ ପତ୍ନୀ ଗୌରୀ ଖାନ୍‌ଙ୍କର ୨୯ତମ ବିବାହ ବାର୍ଷିକୀ। ଶାହାରୁଖ ଏବଂ ଗୌରୀଙ୍କ ବିବାହ ୨୫ ଅକ୍ଟୋବର ୧୯୯୧ରେ…

କଙ୍ଗନାଙ୍କ ସହିତ କାମ କରିବା ଏକ ଯନ୍ତ୍ରଣାଦାୟକ ଅନୁଭୂତି ଥିଲା; ହନ୍‌ସଲ୍‌ ମେହେଟ୍ଟା

ନୂଆଦିଲ୍ଲୀ: ଚଳଚ୍ଚିତ୍ର ନିର୍ମାତା ହନ୍‌ସଲ୍‌‌ ମେହେଟ୍ଟା ୨୦୧୭ ରେ କଙ୍ଗନା ରାନାୱତଙ୍କ ସହ ଫିଲ୍ମ 'ସିମରନ୍' ନିର୍ମାଣ କରିଥିଲେ। ଫିଲ୍ମଟି ରିଲିଜ ସମୟରେ ଅନେକ ବିବାଦ ଦେଖାଦେଇଥିଲା। ଚଳଚ୍ଚିତ୍ର ନିର୍ମାଣ ବିଷୟରେ ହନ୍‌ସଲ୍‌‌ ମେହେଟ୍ଟା ପ୍ରକାଶ କରିଛନ୍ତି ଯେ ଏହି ଚଳଚ୍ଚିତ୍ରରେ…

ବୟସର ବୋଲ ମାନୁନି ବଲିଉଡ, ଚାଲିଛି ନିଜଠୁ ସାନ ପୁଅଙ୍କୁ ବିବାହ ଟ୍ରେଣ୍ଡ

ବିବାହ ବନ୍ଧନରେ ଆବଦ୍ଧ ହେଲେ ନେହା କକ୍କର । ଆଜି ସେ ପଂଜାବୀ ସିଙ୍ଗର ରୋହନ ପ୍ରୀତଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ରୋହନ ନେହାଙ୍କଠାରୁ ସାତ ବର୍ଷ ସାନ । କେବଳ ନେହା ନୁହେଁ ଅନେକ ସେଲିବ୍ରିଟି ଏପରି ଅଛନ୍ତି ଯେ କି ନିଜ ବୟସଠାରୁ ସାନ ପୁଅ ବା ପୁଅମାନେ ନିଜ ବୟସଠାରୁ…