Latest Odisha News

BREAKING NEWS

Browsing Tag

Bollywood

‘ଜରୁରତ’ରେ ଏକାଠି ନଜର ଆସିବେ ବାପା-ଝିଅ

ମୁମ୍ବାଇ: ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ବଲିଉଡର ସଟ୍‌ଗନ୍ ଶତ୍ରୁଘ୍ନ ସିହ୍ନା ଓ ସୋନାକ୍ଷୀ । ମ୍ୟୁଜିକ ଭିଡିଓ ଆଲବମ ‘ଜରୁରତ’ରେ ବାପା-ଝିଅଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଗୀତରେ ଶତ୍ରୁଘ୍ନ ସିହ୍ନାଙ୍କ ଦମଦାର ଭଏସ୍ ମଧ୍ୟ ଶୁଣିବାକୁ ମିଳିବ । ଏହି ଗୀତରେ ଡଃ.କିରନ…

୯୧ ବର୍ଷରେ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର

ମୁମ୍ବାଇ: ଭଏସ୍ ଅଫ୍ ଇଣ୍ଡିଆ । ବଲିଉଡରେ ସାତ ଦଶନ୍ଦିର ଦବଦବା । କୋକିଳ କଣ୍ଠି, ସୁର ସାମ୍ରାଜ୍ଞୀ । ୩୬ଟି ଭାଷାରେ ୫୦ ହଜାରରୁ ଅଧିକ ଗୀତ ଗାଇଥିବା ଭାରତ ରତ୍ନ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମ ଦିବସ । ସେ ୯୧ ବର୍ଷ ବୟସରେ ପାଦ ରଖିଛନ୍ତି । ମଧ୍ୟପ୍ରଦେଶ ଇନ୍ଦୋରରେ ୧୯୨୯ ମସିହା ଆଜିର…

କାଶୀ ବିଶ୍ୱନାଥ ମନ୍ଦିରରେ କଙ୍ଗନା !

ମୁମ୍ବାଇ: ସବୁ ଦିନେ ନିଜ ବୟାନ ବାଜିକୁ ନେଇ ଚର୍ଚ୍ଚାରେ ରହୁଥିବା ବଲିଉଡର କୁଇନ୍ କଙ୍ଗନା ଏବେ ପୁଣି ଥରେ ଚର୍ଚ୍ଚାରେ । ତେବେ କୌଣସି ବୟାନ ବାଜିକୁ ନେଇ ନୁହେଁ ସୋସିଆଲ ମିଡିଆରେ କିଛି ଫଟୋକୁ ସେୟାର କରି କଙ୍ଗନା ପୁଣି ଥରେ ଏବେ ଚର୍ଚ୍ଚାକୁ ଆସିଛନ୍ତି । କାଶୀ ବିଶ୍ୱନାଥ ମନ୍ଦିରରେ…

ଆଗକୁ କରନ ଜୋହରଙ୍କ ପାଳି କି! ଟ୍ୱିଟ୍ କରି କହିଲେ ଏମିତି

ମୁମ୍ବାଇ: ଡ୍ରଗ୍ସ ଜାଲରେ ଫସିଛି ପୁରା ବଲିଉଡ । ଏନ୍‌ସିବି ସ୍କାନରରେ ବଲିଉଡର ନାମୀଦାମି କଳାକାର । ଦୀପିକା, ଶ୍ରଦ୍ଧା ଓ ସାରାଙ୍କ ପରେ ଏବେ ଫିଲ୍ମ ନିର୍ମାତା ତଥା ଧର୍ମା ପ୍ରଡକ୍ସନ ମୁଖ୍ୟ କରନ୍ ଜୋହରଙ୍କ ପାଳି ପଡିପାରେ । ଏନ୍‌ସିବି ତାଙ୍କୁ ଡ୍ରଗ୍ସ ଲିଙ୍କ ନେଇ ସମନ୍ ମଧ୍ୟ କରିପାରେ।…

ପରଲୋକରେ ଫିଲ୍ମ ‘ଭିକି ଡୋନର’ର ଅଭିନେତା

ମୁମ୍ବାଇ: ପୁଣି ବଲିଉଡରୁ ଆସିଲା ଦୁଃଖଦ ଖବର । ଆଖି ବୁଜିଲେ ଆଉ ଜଣେ ଅଭିନେତା । ସୁପରହିଟ୍ ଫିଲ୍ମ ‘ଭିକି ଡୋନର’ରେ ଅଭିନୟ କରିଥିବା ଭୂପେଶ ପାଣ୍ଡ୍ୟାଙ୍କ ପରଲୋକ ହୋଇଛି । ବହୁ ଦିନ ଧରି ସେ ଫୁସ୍‌ଫୁସ୍ କ୍ୟାନ୍‌ସରରେ ପୀଡିତ ଥିଲେ । ସେ କ୍ୟାନ୍‌ସର ଷ୍ଟେଜ-୪ ରେ ଥିଲେ । ଗତକାଲି ତାଙ୍କ…

ବାହାଘରର ୧୨ ଦିନ ପରେ ବିଚ୍ଛେଦ, ପୁନମ ପାଣ୍ଡେଙ୍କ ସ୍ୱାମୀକୁ ବାନ୍ଧିଲା ପୋଲିସ

ମୁମ୍ବାଇ: ସବୁ ବେଳ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ପୁନମ ପାଣ୍ଡେକୁ ନେଇ ଏବେ ପୁଣି ଥରେ ଚର୍ଚ୍ଚା ଜୋର୍ ଧରିଛି । ବାହାଘରର ୧୨ ଦିନ ପରେ ହୋଇଛି ତାଙ୍କ ବିଚ୍ଛେଦ । ନିଜ ସ୍ୱାମୀଙ୍କ ନାଁରେ ସେ ଆଣିଛନ୍ତି ନିର୍ଯାତନା ଭଳି ସଙ୍ଗୀନ ଅଭିଯୋଗ । ଏହାପରେ ହନିମୁନ ଲୋକେସନରୁ ହିଁ ତାଙ୍କ…

ଡ୍ରଗ୍ସ ଜାଲରେ ବଲିଉଡ ନାୟିକା: ଅଭିଯୋଗ ପରେ ମୁହଁ ଖୋଲିଲେ ଦିୟା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଡ୍ରଗ୍ସ କନେକ୍ସନ ମାମଲା ଆସିବା ପରଠୁ ଅନେକ ଅଭିନେତ୍ରୀଙ୍କ ନାମ ସାମ୍ନାକୁ ଆସିବାରେ ଲାଗିଛି। ଜଣେ ପରେ ଜଣେ ଅଭିନେତ୍ରୀ ଡ୍ରଗ୍ସ ସେବନ କରୁଥିବା ମାମଲାର ଖୁଲାସା ହୋଇ ସାରିଛି। ଏହା ମଧ୍ୟରେ ଡ୍ରଗ୍ସ ମାମଲାରେ ଏନସିବିର ରାଡାରରେ ଦୀୟା…

ଆସିଲା ‘ନିଶବ୍ଦମ’ର ଟ୍ରେଲର: ଦମଦାର ଲୁକ୍ ରେ ବାହୁବଳୀ ଫେମ୍ ଅନୁଷ୍କା

ମୁମ୍ବାଇ: ଫ୍ଲୋରକୁ ଆସିଲା ବାହୁବଳୀ ଫେମ୍ ଅନୁଷ୍କା ସେଟ୍ଟୀଙ୍କ ‘ନିଶବ୍ଦମ୍’ର ଟ୍ରେଲର । ଏହା ଏକ ସସପେନ୍ହ ଥ୍ରୀଲର ମୁଭି । ଏଥିରେ ଅନୁଷ୍କାଙ୍କୁ ମୁକ ବଧୀର ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ଅନୁଷ୍କାଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ଥ୍ରୀ ଇଡିଏଟ୍ ଫେମ୍ ଆର୍ ମାଧବନ୍ ।…

ଇଦ୍ ରେ ଆସିବ ଜନ୍‌ଙ୍କ ‘ସତ୍ୟମେବ ଜୟତେ-୨’

ମୁମ୍ବାଇ: ଆସୁଛି ‘ସତ୍ୟମେବ ଜୟତେ-୨’ । ୨୦୧୮ର ଆକ୍ସନ ଡ୍ରାମ ଫିଲ୍ମ ‘ସତ୍ୟମେବ ଜୟତେ’ ହିଟ୍ ହେବା ପରେ ଏବେ ଏହାର ସିକ୍ୱେଲ ପାର୍ଟ ଆସୁଛି । ଏନେଇ ଫିଲ୍ମର ମେକର୍ସମାନେ ଘୋଷଣା କରିଛନ୍ତି । ଏଥିସହ ଫିଲ୍ମର ଫାଷ୍ଟଲୁକ୍ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ଅଭିନେତା ଜନ୍ ଅବ୍ରାହମଙ୍କ ଦମାଦାର…

ବେବୋ @40, ସୋସିଆଲ ମିଡିଆରେ ଫଟୋ ଭାଇରାଲ

ମୁମ୍ବାଇ: ୪୦ ବର୍ଷରେ ବଲିଉଡର ବେବୋ । ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ୍ ଆଜି ୪୦ ବର୍ଷ ବୟସରେ ପାଦ ରଖିଛନ୍ତି । କରୋନା ଯୋଗୁଁ ସେ ଏଥିର ତାଙ୍କ ଜନ୍ମ ଦିନକୁ ନିଜ ପରିବାର ସହ ପାଳନ କରିଛନ୍ତି । ଯାହାର କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଫଟୋ ଭାଇରାଲ…