Latest Odisha News

BREAKING NEWS

Browsing Tag

Bollywood

ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ର ଆଉ ଏକ ରୋମାଂଟିକ ଗୀତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ରିଲିଜ ହୋଇଛି ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଫିଲ୍ମ ‘ଦିଲ୍ ବେଚାରା’ର ଆଉ ଏକ ରୋମାଂଟିକ ଗୀତ । ଏହି ଗୀତରେ ସୁଶାନ୍ତ ଓ ସଂଜନା ସଂଘିଙ୍କ ଲଭ୍ କେମେଷ୍ଟ୍ରି ଦେଖିବାକୁ ମିଳିଛି । ଏହି ଗୀତକୁ ମୋହିତ ଚୌହାନ ଏବଂ ଶ୍ରେୟା ଘୋଷାଲ ଗାଇଛନ୍ତି । ଗୀତକୁ କମ୍ପୋଜ କରିଛନ୍ତି…

ଐଶ୍ଚର୍ଯ୍ୟା ଓ ଆରାଧ୍ୟା ମଧ୍ୟ କରୋନା ପଜିଟିଭ୍‌

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ବଚ୍ଚନ ପରିବାରର ବୋହୁ ଐଶ୍ଚର୍ଯ୍ୟା ରାୟ ବଚ୍ଚନ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତାଙ୍କ ଝିଅ ଆରାଧ୍ୟା ମଧ୍ୟ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଛି । ଗତକାଲି ଉଭୟଙ୍କ ପରୀକ୍ଷା ହୋଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଆଜି ଦ୍ୱିତୀୟ ପର୍ଯ୍ୟାୟ…

ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ଟାଇଟଲ ଟ୍ରାକ୍‌ର ଟିଜର

ମୁମ୍ବାଇ: ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ରିଲିଜ ହୋଇଛି ଟାଇଟଲ ଟ୍ରାକ୍‌ର ଟିଜର । ଏହା ସୋଶାଲ୍ ମିଡିଆରେ ଧୂମ୍ ମଚାଇଦେଇଛି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏହି ଟିଜର ଡିଜ୍‌ନି + ହଟଷ୍ଟାର୍‌ର…

ପରଲୋକରେ ଫିଲ୍ମ ସୋଲେର ‘ସୁରମା ଭୋପାଲି’

ମୁମ୍ବାଇ : ଫିଲ୍ମ ସୋଲେର ‘ସୁରମା ଭୋପାଲି’ ତଥା ବଲିଉଡ୍‌ର ହାସ୍ୟ ଅଭିନେତା ଜଗଦୀପଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା । ବାର୍ଦ୍ଧକ୍ୟ ଜନିତ କାରଣରୁ ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ଫିଲ୍ମ ‘ସୋଲେ’ରେ ତାଙ୍କର ‘ସୁରମା ଭୋପାଲି’ ଚରିତ୍ରରେ…

ଦାମ ବଢାଇଲେ ସଲମାନ: ବିଗବସର ଆଗାମୀ ସିଜିନ ପାଇଁ ଦାବି କଲେ ଏତିକି ଟଙ୍କା

ମୁମ୍ବାଇ: ଟେଲିଭିଜନର ପପୁଲାର ରିଆଲିଟି ସୋ ‘ବିଗ୍ ବସ୍’ ପାଇଁ ଅଧିକ ପାରିଶ୍ରମିକ ଦାବି କରିଛନ୍ତି ସଲମାନ ଖାନ । ଖବର ଅନୁଯାୟୀ, ପୂର୍ବରୁ ସିଜିନରେ ସୋ ଉପାସ୍ଥାପନା ପାଇଁ ସଲମାନ ସପ୍ତାହକୁ ୧୨ ରୁ ୧୫ କୋଟି ଟଙ୍କା ନେଉଥିବା ବେଳେ ବର୍ତ୍ତମାନ ସପ୍ତାହକୁ ୧୬ କୋଟି ଟଙ୍କା ପାଇଁ ଦାବି…

ପୁଣି ବଲିଉଡକୁ ଝଟକା: ୭୬ ବର୍ଷରେ ପ୍ରାଣ ହରାଇଲେ ଚଳଚ୍ଚିତ୍ର ନିର୍ମାତା ହରିଶ ଶାହ

ମୁମ୍ବାଇ: ବଲିଉଡ ପାଇଁ ଅଶୁଭ ସବ୍ୟସ୍ତ ହୋଇଛ ୨୦୨୦ ବର୍ଷ । ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ବଡ଼ ମୁଣ୍ଡ । ଆଯୁ ବଲିଉଡ଼କୁ ଲାଗିଛି ଆଉ ଏକ ଝଟକା । ୭୬ ବର୍ଷରେ ପ୍ରାଣ ହରାଇଛନ୍ତି ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ହରିଶ ଶାହ। ହରିଶ ଦୀର୍ଘ ଦିନ ହେବ କର୍କଟ ରୋଗରେ ଆକ୍ରାନ୍ତ ଥିଲେ।…

ଅଗଷ୍ଟରେ ଆରମ୍ଭ ହେବ ‘ବେଲ ବଟମ୍‌’ର ସୁଟିଂ

ମୁମ୍ବାଇ: ଦେଶରେ କାୟା ମେଲାଇଛି କରୋନା । ଏଥିଲାଗି କଲେଜଠାରୁ ଆରମ୍ଭ କରି ସିନେମା ହଲ୍ ସବୁ କିଛି ବନ୍ଦ ରହିଛି । ତେବେ ଅନ୍‌ଲକ୍‌-୧ ଏବଂ ଅନ୍‌ଲକ୍‌-୨ରେ କିଛିଟା କୋହଳ ହୋଇଛି । ଫଳରେ ବନ୍ଦ ପଡିଥିବା ଫିଲ୍ମର ସୁଟିଂ ପୁଣି ଆରମ୍ଭ ହୋଇଛି । ବଲିଉଡର ଖିଲାଡି କୁମାର ଅକ୍ଷୟ କୁମାରଙ୍କ…

ଆସିଲା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର

ମୁମ୍ବାଇ: ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ଅଭିନେତା ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାରା’ର ଟ୍ରେଲର । କରୋନା ଭାଇରସ ଯୋଗୁଁ ଏହି ଫିଲ୍ମକୁ ଥିଏଟର ନୁହେଁ ବରଂ ଅନ୍‌ଲାଇନ୍ ଡିଜ୍‌ନୀ ପ୍ଲସ୍ ହଟ୍‌ଷ୍ଟାରରେ ଆସନ୍ତା ୨୪ ଜୁଲାଇରେ ରିଲିଜ ହେବ । ଏହି ଫିଲ୍ମର…

ଆମିର ଖାନ୍‌ଙ୍କ ରୋଷେୟା, ବଡିଗାର୍ଡଙ୍କ ସମେତ ୭ ଜଣ ସଦସ୍ୟ କରୋନା ପଜିଟିଭ

ମୁମ୍ବାଇ: କରୋନାକୁ ଲାଗୁନି ବ୍ରେକ । ଦେଶରେ ବଢ଼ି ଚାଲିଛି ସଂକ୍ରମଣ । ଏବେ ବଲିଉଡ ସୁପରଷ୍ଟାର ଆମିର ଖାନ୍‌ଙ୍କ ଘରେ କରୋନା ପ୍ରବେଶ କରିଛି । ତାଙ୍କ ଘରର ରୋଷେୟା, ବଡିଗାର୍ଡ ସମେତ ତାଙ୍କ ଟିମ୍‌ର ୭ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଆମିର ନିଜେ ଟ୍ୱିଟ୍ କରି ସୂଚନା…

ସୁଶାନ୍ତ ସିଂ ଆତ୍ମହତ୍ୟା ମାମଲା: ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟରକୁ ପୋଲିସର ପଚରାଉଚରା

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମୁମ୍ବାଇ ପୋଲିସର ତଦନ୍ତ ଜାରି ରହିଛି। ପୋଲିସ୍ ଏବେ ସୁଦ୍ଧା ଏହି ମାମଲାରେ ଅନେକ ଲୋକଙ୍କୁ ପଚରାଉଚୁରା କରି ସାରିଛି। ଶନିବାର ମୁମ୍ବାଇର ବାନ୍ଦ୍ରା ପୋଲିସ୍ ଷ୍ଟେସନରେ ୟଶରାଜ ଫିଲ୍ମର କାଷ୍ଟିଂ ଡାଇରେକ୍ଟର…