Latest Odisha News

BREAKING NEWS

Browsing Tag

Boycott Of China Goods

ଭାରତ ପରେ ଆମେରିକାରେ ବ୍ୟାନ୍ ହେବ ଟିକଟିକ୍ !

ଗଲଓ୍ୱାନ ଘାଟି ସଂଘର୍ଷ ପରେ ୫୯ଟି ଚାଇନା ଆପକୁ ବ୍ୟାନ କରିଥିଲା ଭାରତ । ତାଲିକାରେ ଥିଲା ଟିକଟକ୍ । ଭାରତ ପରେ ଏବେ ଆମେରିକା ଟିକଟକ୍ ସମେତ କିଛି ଚାଇନା ଆପ ଉପରେ ନିଷିଦ୍ଧାଦେଶ ଜାରି କରିପାରେ । ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟିକାରୀ ଆପକୁ ବ୍ୟାନ୍ କରିବା ନେଇ ଆମେରିକା…

‘ଚୀନ୍ ସାମଗ୍ରୀ ବର୍ଜନ’ କରିବା ନେଇ ସିଏଆଇଟି ପକ୍ଷରୁ ଆରମ୍ଭ ହେଲା କ୍ୟାମ୍ପେନ୍‌

ନୂଆଦିଲ୍ଲୀ: ସାରା ଦେଶରେ ଭାରତର ମିଳିତ ବ୍ୟବସାୟୀ ସଂଘ (ସିଏଆଇଟି) ପକ୍ଷରୁ ଚୀନ୍ ସାମଗ୍ରୀ ବର୍ଜନ କରିବା ନେଇ ବୁଧବାର ଦିନ କ୍ୟାମ୍ପେନ୍ ଆରମ୍ଭ ହୋଇଛି । ‘ଇଣ୍ଡିଆନ୍ ଗୁଡ଼ସ୍ - ଆୱାର୍ ପ୍ରାଇଡ୍‌’ (ଭାରତୀୟ ସାମଗ୍ରୀ - ଆମର ଗର୍ବ) ଶୀର୍ଷକରେ ଏହିି କ୍ୟାମ୍ପେନ୍ ଆରମ୍ଭ ହୋଇଛି । ଚୀନ…