Latest Odisha News
Browsing Tag

Brown Sugar seized

ଚାନ୍ଦପୁର ପୋଲିସ୍ ହାତରେ ବ୍ରାଉନସୁଗାର ବେପାରୀ

ଟାଙ୍ଗି : ଟାଙ୍ଗି ଚାନ୍ଦପୁର ପୋଲିସ୍ ହାତରେ ପଡିଛନ୍ତି ବ୍ରାଉନ ସୁଗାର ବେପାରୀ । ବ୍ରାଉନସୁଗାର କାରବାର ଅଭିଯୋଗରେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଏଥିସହ ୭ ଗ୍ରାମ୍ ବ୍ରାଉନ ସୁଗାର ଜବତ ହୋଇଛି । ଚାନ୍ଦପୁରରେ ବିକ୍ରି କରିବା ପାଇଁ ବ୍ରାଉନ ସୁଗାର ଆଣିଥିବା…

କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ସ୍ମଗଲର ଗିରଫ

ବାଲେଶ୍ୱର: ବ୍ରାଉନସୁଗର କାରବାରର ଲିଙ୍କ ଲାଇନ୍ ପାଲଟିଛି ବାଲେଶ୍ୱର ଜିଲ୍ଲା । କୋଲକାତାରୁ ଚାଲାଣ ବେଳେ ବାଲେଶ୍ୱରରୁ ପୁଣି ଜବତ ହୋଇଛି କୋଟିଏରୁ ଅଧିକ ଟଙ୍କାର ଧଳା ଜହର । ବାଲେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ନିକଟରୁ ଜବତ ହୋଇଛି ଦେଢ଼ କେଜିର ବ୍ରାଉନସୁଗର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ୧…

ହୋଟେଲରୁ ୭ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ମାଲିକ ଓ ଜଣେ କର୍ମଚାରୀ ଗିରଫ

ଆଠଗଡ଼: ହୋଟେଲରୁ ଜବତ ହେଲା ବ୍ରାଉନସୁଗର । କଟକ ଜିଲ୍ଲା ପୁରୁଣା କଟକ-ସମ୍ବଲପୁର ରାସ୍ତା ଆଙ୍କୁଲାଠାରେ ଥିବା ଏକ ହୋଟେଲ୍‌ରେ ଚଢ଼ାଉ କରି ବ୍ରାଉନସୁଗର ଜବତ କରିଛି କ୍ରାଇମ୍‌ବ୍ରାଞ୍ଚ ଏସଟିଏଫ୍ । ଜବତ ହୋଇଛି ୧୭୫ ଗ୍ରାମ୍ ବ୍ରାଉନ୍‌ସୁଗର । ଯାହାର ଆନୁମାନିକ ମୂଲ୍ୟ ୭ଲକ୍ଷରୁ ଅଧିକ ଟଙ୍କା…

ବ୍ରାଉନସୁଗର ବିକ୍ରି ପାଇଁ ଆସିଥିଲେ ଯୁବକ, ବସଷ୍ଟାଣ୍ଡରୁ ବାନ୍ଧିଲା ପୋଲିସ

ରାଇରଙ୍ଗପୁର: ବ୍ରାଉନସୁଗରା ବିକ୍ରି ପାଇଁ ଡିଲ୍ ଚାଲିଥିଲା । ଝାଡ଼ଖଣ୍ଡରୁ ଆସି ରାଇରଙ୍ଗପୁରରେ ବିକ୍ରି କରୁଥିଲା ଧଳ ଜହର । ବିଶେଷସୂତ୍ରରୁ ଖବର ପାଇଁ ଛକି ରହିଥିଲା ପୋଲିସ । ରାଇରଙ୍ଗପୁର ବସଷ୍ଟାଣ୍ଡରେ ଡିଲ୍ ବେଳେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ରାଇରଙ୍ଗପୁର ଟାଉନ୍ ଥାନା ପୋଲିସ । ତା…

ବ୍ରହ୍ମପୁରରୁ ସାଢ଼େ ୪ ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଯୁବକ ଗିରଫ

ବ୍ରହ୍ମପୁର: ଖେଳ ପଡ଼ିଆ ପାଖରେ ବ୍ରାଉନସୁଗର ଧରି ଗରାଖକୁ ଅପେକ୍ଷା କରିଥିଲା ବେପାରୀ । ହଠାତ୍ ପୋଲିସ ପହଞ୍ଚି କାବୁ କଲା । ଜବତ ହୋଇଛି ପ୍ରାୟ ୪୫ ଗ୍ରାମ୍ ଧଳା ଜହର । ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ପଡ଼ିଆରୁ ଏହି ବ୍ରାଉନସୁଗର ଜବତ କରିଛି ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ…

୪୫ ଗ୍ରାମ ବ୍ରାଉନସୁଗର ଜବତ, ୬ ଜଣ ଅଟକ

ବାଲେଶ୍ୱର: ଭୋଗରାଇ ଉଦୟପୁର ନିକଟରୁ ୪୫ ଗ୍ରାମ ବ୍ରାଉନ୍‌ସୁଗର ଜବତ ହୋଇଛି । ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ମେରାଇନ୍ ଥାନା ପୋଲିସ୍‌ । ଜବତ ବ୍ରାଉନ୍‌ସୁଗରର ଆନୁମାନିକ ମୂଲ୍ୟ ସାଢ଼େ ୪ ଲକ୍ଷ ଟଙ୍କା ହେବ । ସେମାନେ କେଉଁଠୁ ଆଣିଲେ ବ୍ରାଉନସୁଗର ? କାହା ପାଇଁ ଆଣିଥିଲେ…

ବାଲେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ, ଜଣେ ଗିରଫ

ବାଲେଶ୍ୱର: ପୁଣି ବାଲେଶ୍ୱରରୁ ବ୍ରାଉନସୁଗର ଜବତ । ଜେଲ ସାମନାକୁ ସାଢ଼େ ୪ଲକ୍ଷ ଟଙ୍କାର ଧଳା ଜହର ଜବତ କରିଛି ସହଦେବଖୁଣ୍ଟା ଥାନା ପୋଲିସ । ଶେଖ ମହମ୍ମଦ ବାବୁ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ତା ନିକଟରୁ ଜବତ ହୋଇଛି ୪୪ଗ୍ରାମ ବ୍ରାଉନସୁଗର । ଶେଖ ମହମ୍ମଦ ବାବୁ ନିକଟରୁ…

ଜଗତସିଂହପୁରରୁ ୪ଲକ୍ଷ ୭୦ହଜାର ଟଙ୍କାର ବ୍ରାଉନସୁଗର ଜବତ, ୨ ବେପାରୀ ଗିରଫ

ଜଗତସିଂହପୁର: ପୁଣି ବ୍ରାଉନସୁଗର ଜବତ । ଜଗତସିଂହପୁର ଜିଲ୍ଲାରୁ ଜବତ ହୋଇଛି ବ୍ରାଉନସୁଗର । ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୭୦ହଜାର ଟଙ୍କା ହେବ । ଏହି ଘଟଣାରେ ଦୁଇ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ଓ କୁସିଦା ଅଞ୍ଚଳରୁ ରେଡ୍ କରିଥିଲା…

ଜଳେଶ୍ୱରରୁ ପୁଣି ୬ଲକ୍ଷରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ବାଲେଶ୍ୱର: ବ୍ରାଉନସୁଗର ବେପାର ପେଣ୍ଠସ୍ଥଳୀ ପାଲଟିଛି ବାଲେଶ୍ୱର । ପୁଣି ବ୍ରାଉନସୁଗର ଜବତ ହୋଇଛି । ଜଳେଶ୍ୱରରୁ ଜଣେ ବ୍ୟକ୍ତିଙ୍କ ନିକଟରୁ ୬୮ ଗ୍ରାମ୍‌ ବ୍ରାଉନସୁଗର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ସାଢ଼େ ୬ ଲକ୍ଷ ଟଙ୍କାରୁ ଅଧିକ ହେବ । ଜଳେଶ୍ୱର ଥାନା ଅନ୍ତର୍ଗତ ହଟଛକ…

୨ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ଆଳି: ପୁଣି ଧରାପଡିଲା ଧଳା ଜହର କାରବାର । ଜବତ ହେଲା ୨ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର । ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି । ସ୍କୁଟିରେ ପଟ୍ଟାମୁଣ୍ଡାଇରୁ ଆଳି ଆସୁଥିବା ବେଳେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । ପରେ ପତ୍ରପୁର ସେତୁ ନିକଟରେ ବ୍ରାଉନସୁଗାର ସହ…