Latest Odisha News
Browsing Tag

Brown Sugar seized

କଟକରୁ ଜବତ ହେଲା ଧଳା ଜହର

କଟକ: ପୁଣି କଟକରୁ ଜବତ ହେଲା ଧଳା ଜହର । ଲାଲବାଗ ଥାନା ପୋଲିସ ହାତରେ ଧରାପଡ଼ିଲା ଧଳା ଜହର ବ୍ୟବସାୟୀ । ଗିରଫ ବ୍ୟବସାୟୀ ଜଣକ ହେଲେ ଜିତେନ୍ଦ୍ର ବସ୍ତିଆ । ଅଭିଯୁକ୍ତ ନିକଟରୁ ୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨୭ଲକ୍ଷ ଟଙ୍କା ହେବ । ସୂଚନା…

ଢେଙ୍କାନାଳରୁ ୨୭ଗ୍ରାମ୍ ବ୍ରାଉନସୁଗର ଜବତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରୁ ପୁଣି ଜବତ ହେଲା ଧଳାଜହର । ୨୭ ଗ୍ରାମ ବ୍ରାଉନସୁଗାର ଜବତ କରିଛି ପୋଲିସ । ବ୍ରାଉନସୁଗାର ବେପାର ଅଭିଯୋଗରେ ୫ ଜଣଙ୍କୁ ପୋଲିସ ଗିରଫ କରିଛି । ଢେଙ୍କାନାଳ ପିଡବ୍ଲୁଡି କଲୋନୀରୁ ୨୭ଗ୍ରାମ ବ୍ରାଉନସୁଗାର ଜବତ କରିଛି ଟାଉନ ଥାନା ପୋଲିସ । ବ୍ରାଉନସୁଗାର…

ପୁଣି ଧଳା ଜହର ଜବତ, ଜଣେ ଗିରଫ

କାମାକ୍ଷାନଗର: ପୁଣି ଜବତ ହେଲା ଧଳା ଜହର। ଢ଼େଙ୍କାନାଳ ପରେ ଏବେ କାମାକ୍ଷାନଗରରେ ଏବେ ଧଳାଜହର କବଜାରେ କାମାକ୍ଷାନଗର। ଅବକାରୀ ବିଭାଗର ଚଢ଼ାଉ କରି ଜଣେ ବ୍ରାଉନ ସୁଗାର ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ଦେବେନ୍ଦ୍ର ପାତ୍ର। ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି।…

୨୫୪ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଭୁବନେଶ୍ୱର: ପୁଣି ଜବତ ହେଲା ବ୍ରାଉନସୁଗାର। ରାଜଧାନୀରେ ୨୫୪ଗ୍ରାମ ବ୍ରାଉନସୁଗାର ଜବତ ହେବା ସହ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯବକ ଜଣକ ହେଲେ ଉତ୍ତର ପ୍ରଦେଶର ଆନନ୍ଦ କୁମାର। ସେ ବର୍ତ୍ତମାନ ଭୁବନେଶ୍ୱର କାର୍ଗିଲ ବସ୍ତିରେ ରହୁଛନ୍ତି। ସୂଚନା ଅନୁଯାୟୀ, ଏସଆଇ ଏ.କେ ବାର୍ଗେଙ୍କ…

ରାଇବିଧାର ବଜାରରେ ଚଢ଼ାଉ କରି ବ୍ରାଉନସୁଗାର ଜବତ

ପୁରୀ: ବ୍ରହ୍ମଗିରି ଥାନା ଅଞ୍ଚଳର ରାଇବିଧାର ବଜାର ଉପରେ ଚଢ଼ାଉ କରି ବ୍ରାଉନସୁଗାର ଜବତ ହୋଇଛି। ଅଭିଯୁକ୍ତ ଜଣକ ହେଉଛନ୍ତି ଅଭିରାମ ଦାସ। ବୟସ ୩୬। ଚଢ଼ାଉ କରି ତାଙ୍କଠାରୁ ୧୧୨ଗ୍ରାମ ବ୍ରାଉନସୁଗାର ଏବଂ ଗୋଟିଏ କଳା ରଙ୍ଗର ପଲସର ବାଇକ ଓଡ଼ି ୧୩ଏମ୍ ୧୭୦୧ ଜବତ କରିଛି ପୋଲିସ୍। ବ୍ରାଉନସୁଗାରର…

ଖୋର୍ଦ୍ଧାରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ, ୩ ବେପାରୀ ଗିରଫ

ଖୋର୍ଦ୍ଧା: ପୁଣି କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ଖୋର୍ଦ୍ଧାରୁ ୧କିଲୋ ୨୬୫ ଗ୍ରାମ ବ୍ରାଉନସୁଗର ଜବତ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏହି ଘଟଣାରେ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଜିଲ୍ଲାର ଅଫତାବ, ଭଦ୍ରକ ଜିଲ୍ଲାର ମୁନା ଓରଫ ଶେଖ୍ କାମରୁଦ୍ଦିନ୍ ଓ…

ପିପିଲି-ନିମାପଡ଼ା ଓଭରବ୍ରିଜ୍ ଉପରୁ କୋଟିଏ ଟଙ୍କାର ବ୍ରାଉସୁଗର ଜବତ, ଜଣେ ଗିରଫ

ପୁରୀ: କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ପୁଣି ଧରାପଡ଼ିଛନ୍ତି ବ୍ରାଉନସୁଗର ବେପାରୀ । କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୁରୀ ଜିଲ୍ଲା ପିପିଲି-ନିମାପଡ଼ା ଓଭରବ୍ରିଜ ଉପରୁ ୧କିଲୋ ୪୮ଗ୍ରାମ୍ ବ୍ରାଉନସୁଗର ଜବତ କରିଛି ଏସଟିଏଫ୍ । ଏହି ଘଟଣାରେ ଜଣେ ବେପାରୀକୁ ଗିରଫ କରାଯାଇଛି ।…

ବ୍ରାଉନ ସୁଗାର ଜବତ, ୩ ଚାଲାଣକାରୀ ଗିରଫ

ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୁଲିସକୁ ମିଳିଛି ବଡ଼ ସଫଳତା । ଅମର୍ଦାରୋଡ ରାସଗୋବିନ୍ଦପୁର ମୁଖ୍ୟ ରାସ୍ତାର ବାଜପେୟୀ ଛକରୁ ୩ ଜଣ ବ୍ରାଉନସୁଗାର ଚାଲାଣକାରୀଙ୍କୁ ଗିରଫ କରିଛି ପୁଲିସ ।  ସେମାନଙ୍କ ନିକଟରୁ ୫୦ ହଜାରରୁ ଅଧିକ ଟଙ୍କାର ବ୍ରାଉନ ସୁଗାର, ୨ଟି ବାଇକ୍ ଓ ୩ଟି…

ରାଜଧାନୀରୁ ୫୫୦ ଗ୍ରାମ୍ ବ୍ରାଉନସୁଗର ଓ ୩୪ ଲକ୍ଷ ଟଙ୍କା ଜବତ, ମହିଳାଙ୍କ ସମେତ ୨ ଗିରଫ

ଭୁବନେଶ୍ୱର: ରାଜଧାନୀରୁ ବଡ଼ ଧରଣର ବ୍ରାଉନସୁଗର ରାକେଟର ପର୍ଦ୍ଦାଫାସ । ସହିଦନଗର ଥାନା କେସୁରା ଅଞ୍ଚଳରେ ଘର ଭିତରୁ ଜବତ ହୋଇଛି ୫୫୦ ଗ୍ରାମ ବ୍ରାଉନସୁଗର । ଏଥିସହ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ ହୋଇଛି । ବିଡ଼ା ବିଡ଼ା ନୋଟ୍ ଜବତ କରିଛି ପୋଲିସ ।ସହିଦନଗର ଥାନା ପୋଲିସ ଓ କୁଇକ୍…

ପୁଣି ଜବତ ହେଲା ବ୍ରାଉନସୁଗାର

ଭଦ୍ରକ :ପୁଣି ଜବତ ହେଲା ବ୍ରାଉନସୁଗାର । ଘଟଣାରେ ଦୁଇ ଜଣଙ୍କୁ ଗିରଫ କଲା ପୋଲିସ । ଭଦ୍ରକ ଜିଲ୍ଲା ଆଗରପଡା ଅଞ୍ଚଳର ଦୁଇ ଜଣ ଯୁବକ ଜଳେଶ୍ବରରୁ ବ୍ରାଉନସୁଗାର ଆଣି ନିଜ ଗାଁ ଅଞ୍ଚଳରେ ବେପାର ପାଇଁ ଯାଉଥିବା ବେଳେ ଧରାପଡ଼ିଛନ୍ତି । ରାସ୍ତାରେ ପୋଲିସ ହାବୁଡ଼ରେ ପଡି ଯାଇଥିଲେ । ଭଦ୍ରକ ଟାଉନ…