Latest Odisha News

BREAKING NEWS

Browsing Tag

Budget 2020-21

ଶିକ୍ଷାକ୍ଷେତ୍ରରେ ୯୯,୩୦୦ କୋଟିର ବଜେଟ୍‌; ଆସିବ ନୂଆ ଶିକ୍ଷାନୀତି

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି ଦେଶର ଚଳିତ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି । ଶିକ୍ଷାକ୍ଷେତ୍ର ପାଇଁ ସରକାର ଏଥର ୯୯,୩୦୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି । ଅର୍ଥମନ୍ତ୍ରୀ ଶିକ୍ଷାକ୍ଷେତ୍ରରେ କ’ଣ ସବୁ ନୀତି ଅଣାଯିବ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ।…

ବଜେଟ୍ ୨୦୨୦: ୬ ଲକ୍ଷ ଅଙ୍ଗନବାଡି କର୍ମୀଙ୍କୁ ମିଳିବ ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧ ଆର୍ôଥକ ବର୍ଷ ଲାଗି ଶନିବାର ଦିନ ସଂସଦରେ ବଜେଟ୍ ଉପସ୍ଥାପନା କରିଛନ୍ତି । ମୋଦି ସରକାରଙ୍କ ୨.୦ କାର୍ଯ୍ୟକାଳ ସମୟର ଏହା ହେଉଛି ଦ୍ୱିତୀୟ ବଜେଟ୍ । ଏହି ଅବସରରେ ଅର୍ଥମନ୍ତ୍ରୀ ବଜେଟ୍ ଭାଷଣରେ ମତ୍ସ୍ୟ ପାଳନ ଠାରୁ ଆରମ୍ଭ କରି…