କେନ୍ଦ୍ର କ୍ୟାବିନେଟ ବୈଠକ: ବିଏସଏନଏଲ ପୁନରୁଦ୍ଧାର ପାଇଁ ୧.୬୪ ଲକ୍ଷ କୋଟିର ପ୍ୟାକେଜ୍
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଜ ଟେଲିକମ ସଂସ୍ଥା ବିଏସଏନଏଲ ବୁଡ଼ିଯିବା ଅବସ୍ଥାରେ । ଏହାକୁ ପୁନରୁଦ୍ଧାର କରିବାକୁ ସରକାର ଦୀର୍ଘ ଚିନ୍ତନ ବିତାଇଛନ୍ତି । ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ବୁଡ଼ିଯାଉଥିବା ଏହି ନୌକାକୁ ଉଦ୍ଧାର କରିବାକୁ କିଛି ବାଟ ଆପଣାଯାଇଛି ।
ଟେଲିକମ…