Latest Odisha News

BREAKING NEWS

Browsing Tag

Car Hits Stationary Truck

ଟ୍ରକ୍ ପଛରେ ପିଟିହେଲା କାର୍, ୫ ଜଣଙ୍କର ମୃତ୍ୟୁ

ଅନୁଗୋଳ: ଟ୍ରକ୍ ପଛରେ ପିଟି ହେଲା କାର୍ । ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର କଣ୍ଟିଆପଶି ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଇଞ୍ଜିଡି ଗାଁର କିଛି ବ୍ୟକ୍ତି…