Latest Odisha News

BREAKING NEWS

Browsing Tag

CBI

ବାବ୍ରି ମସଜିଦ ଧ୍ୱଂସ ମାମଲା: ଆଜି ମୂରଲୀ ମନୋହର ଯୋଶୀଙ୍କ ବୟାନ ରେକର୍ଡ

ନୂଆଦିଲ୍ଲୀ: ବାବ୍ରି ମସଜିଦ ବିବାଦ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଆଜି ହାଜର ହେବେ ବିଜେପିର ବରିଷ୍ଠ ନେତା ମୂରଲୀ ମନୋହର ଯୋଶୀ । ତାଙ୍କ ବୟାନ ରେକର୍ଡ କରାଯିବ । ତେବେ କରୋନା ମହାମାରୀ ଯୋଗୁ ବ୍ୟକ୍ତିଗତ ଭାବରେ ସେ ହାଜର ହେବେନି । ଭିଡିଓ କନଫରେନ୍ସିଂ ଜରିଆରେ…

ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲା: ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାର ଖୁବ୍‌ଶୀଘ୍ର ସିବିଆଇ ତଦନ୍ତ ହୋଇପାରେ । ସୁବ୍ରମଣ୍ୟମ ସ୍ୱାମି ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ତଦନ୍ତ ପାଇଁ ଓକିଲ ନିଯୁକ୍ତ କରିଛନ୍ତି । ସୁବ୍ରମଣ୍ୟମ ସ୍ବାମୀ ଟ୍ବିଟର ମାଧ୍ୟମରେ ସୂଚନା ଦେଇଛନ୍ତି। ସେ…

ବୀରମିତ୍ରପୁର ପୂର୍ବତନ ଆଇଆଇସି ଆନନ୍ଦ ମାଝୀ ଗିରଫ

ଭୁବନେଶ୍ୱର: ଗିରଫ ହେଲେ ପୂର୍ବତନ ଆଇଆଇସି ଆନନ୍ଦ ମାଝୀ । ସୁନ୍ଦରଗଡ଼ ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାର ଅଭିଯୁକ୍ତ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସ ଆନନ୍ଦ ମାଝୀଙ୍କୁ କ୍ରାଇମବ୍ରାଂଚର ଏକ ସ୍ୱତନ୍ତ୍ର ଟିମ୍ ଗିରଫ କରିଛି । ତାଙ୍କୁ ଗିରଫ କରାଯିବା ନେଇ ପୋଲିସ ଡିଜି…

ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ପତ୍ନୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା ସିବିଆଇରେ ପଶିଲା କରୋନା । ସିବିଆଇ ଡିଆଇଜି ଅଖିଲେଶ ସିଂହ ଓ ତାଙ୍କ ଗର୍ଭବତୀ ପତ୍ନୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଉଭୟଙ୍କ କୌଣସି କରୋନା ଲକ୍ଷଣ ନଥିଲା । ତଥାପି ଦୁହିଁଙ୍କ କରୋନା ଟେଷ୍ଟ…

କୋଭିଡ କିଟ୍ କିଣା ଦୁର୍ନୀତି: ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ମାମଲା

ଭୁବନେଶ୍ୱର: ରାଜ୍ୟରେ କୋଭିଡ କିଟ୍ କିଣା ନେଇ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ସିବିଆଇ ତଦନ୍ତ ଦାବି କରି ଜନସ୍ୱାର୍ଥ ମାମଲା ହୋଇଛି। ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବା ଲାଗି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରାଯାଇଛି। ନେସନାଲିଷ୍ଟ ଲୟର୍ସ ଫୋରମ…

କେନ୍ଦ୍ରୀୟ ଅବକାରୀ ଅଧିକାରୀଙ୍କ ଘରେ ସିବିଆଇର ଚଢାଉ

ରାଉରକେଲା: ରାଞ୍ଚିର ସିବିଆଇ ଅଫିସରମାନେ ଶନିବାର ଦିନ ରାଉରକେଲାସ୍ଥିତ କେନ୍ଦ୍ରୀୟ ଅବକାରୀ ବିଭାଗର ଡେପୁଟି କମିଶନର ଆସିକ ଜମାଲଙ୍କ ଘର (ସି/୮୧) ଉପରେ ଚଢାଉ କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଚୋରୀ ମାମଲାରେ ମୁମ୍ବାଇରେ ସୀମା ଶୁଲ୍କ ବିଭାଗରେ ନିଜ କାର୍ଯ୍ୟକାଳ ସମୟରେ ସିବିଆଇ…

ଆଇଆଇଟି ଗୋଆ ନିର୍ଦ୍ଦେଶକଙ୍କ ବିରୋଧରେ ଥିବା ଦୁର୍ନୀତି ମାମଲାକୁ ବନ୍ଦ କଲା ସିବିଆଇ

ନୂଆଦିଲ୍ଲୀ: ଆଇଆଇଟି ଗୋଆର ନିର୍ଦ୍ଦେଶକ ବିକେ ଶର୍ମାଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାରେ କୌଣସି ପ୍ରମାଣ ସିବିଆଇର ହସ୍ତଗତ ନହେବାରୁ ପ୍ରାୟ ୨ ବର୍ଷ ପରେ ସେ ଏହାକୁ ବନ୍ଦ କରିଛି । ଏହି ମାମଲାର ସବୁଦିଗକୁ ଯାଞ୍ଚ କରିବା ପରେ ଏଜେନ୍ସି ଭୁବନେଶ୍ୱରସ୍ଥିତ ସ୍ୱତନ୍ତ୍ର ସିବିଆଇ…

ଗିରଫ ହେଲେ ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା

କଟକ: ଓଡିଶା କିକ୍ରେଟ୍ ଆସୋସିଏସନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ଗୁରୁବାର ଦିନ ସିବିଆଇ ଦ୍ୱାରା ଗିରଫ ହୋଇଛନ୍ତି । ଏହାସହିତ ହୋଟେଲ ସୋଲାନର ମାଲିକ କମଳାକାନ୍ତ ଦାସଙ୍କୁ ମଧ୍ୟ ଗିରଫ କରାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଅର୍ଥତତ୍ତ୍ୱ ଚିଟଫଣ୍ଡ କମ୍ପାନୀଠାରୁ କୋଟିଏ…

ଉନ୍ନାଓ ଦୁଷ୍କର୍ମ: ବିଜେପି ବିଧାୟକଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପିଡିତାଙ୍କ ଗାଡି ଦୁର୍ଘଟଣାଗସ୍ତ ହେବା ଘଟଣାରେ ସିବିଆଇ ବୁଧବାର ଦିନ ବିଜେପି ନେତା କୁଳଦୀପ ସିଂହ ସେନଗର୍ଙ୍କ ସମେତ ୧୦ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରିଛି । ଏହି ଦୁର୍ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ନେଇ ଚର୍ଚ୍ଚା ହେଉଛି । ଉଲ୍ଲେଖଯୋଗ୍ୟ,…