Latest Odisha News
Browsing Tag

center

କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ପ୍ରତିଶୃତି ପାଳନ କରିନାହାନ୍ତି କେନ୍ଦ୍ର ସରକାର: ବିଜେଡି

ଭୁବନେଶ୍ୱର: କେନ୍ଦୁପତ୍ର ଉପରୁ ୧୮% ଜିଏସ୍‌ଟି ଉଚ୍ଛେଦ ଦାବିରେ କେନ୍ଦ୍ର ସରକାରଙ୍କର ଟାଳଟୁଳ ନୀତିକୁ ଭତ୍ସନା କଲା ବିଜେଡି। ଆଜି ଶଙ୍ଖ ଭବନ ଠାରେ ଅନୁଷ୍ଠିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡ଼ିର ପୂର୍ବତନ ରାଜ୍ୟ ସମ୍ପାଦକ ତଥା ପୂର୍ବତନ କେନ୍ଦୁପତ୍ର ୱେଲଫେୟାର ବୋର୍ଡ଼ର ଉପଦେଷ୍ଟା ସଞ୍ଜିତ…

ପୁଣି ମନେ ପଡ଼ିଲା ମହାନଦୀ ! କେନ୍ଦ୍ର ଓ ଛତିଶଗଡକୁ ଦାୟୀ କଲେ ଦେବୀ, କଟାକ୍ଷ କଲେ ବିଶ୍ୱେଶ୍ୱର ଟୁଡୁ

ଭୁବନେଶ୍ବର : ବେଶ କିଛି ଦିନର ନିରବତା ପରେ ବୁଧବାର ବିଧାନସଭାରେ ଶୁଭିଛି ମହାନଦୀ ପ୍ରସଙ୍ଗ । ବିଧାନସଭାର ଶୂନ୍ୟକାଳରେ ବିଜେଡି ବିଧାୟକ ଦେବୀ ମିଶ୍ର ମହାନଦୀ ପ୍ରସଙ୍ଗ ଉଠାଇ ଉଭୟ ବିଜେପି ଓ କଂଗ୍ରେସ ଉପରେ ବର୍ଷିଛନ୍ତି । ଦେବୀ ମିଶ୍ର କହିଛନ୍ତି, ମହାନଦୀର ଜଳ ଉପରେ ଅଢ଼େଇ କୋଟିରୁ ଅଧିକ…

ଚାଷ ଓ ଚାଷୀଙ୍କ ପାଇଁ ଚିନ୍ତା ପ୍ରକାଶ କଲେ ଅରୁଣ, କହିଲେ; ପେଟକୁ ଭାତ ଓ ମୁଣ୍ଡକୁ ଛାତ ଦେବାରେ କେନ୍ଦ୍ର ବିଫଳ

ଭୁବନେଶ୍ୱର : ବିଧାନସଭା ପରିସରରେ ଆଜି (ବୁଧବାର) ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାବେଳେ 'ଆଶୁ କବି' ଅନ୍ଦାଜରେ ନଜର ଆସିଥିଲେ ବିଜେଡି ବିଧାୟକ ଅରୁଣ ସାହୁ l ଏକାଧିକ ବାର ପଦକୁ ପଦ ଛନ୍ଦି କହିଥିଲେ " ଚାଷ, ବାସ, କେନ୍ଦ୍ର ସରକାର କଲା ସର୍ବନାଶ" l ଏଥିସହ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରି…

ଅଭିମାନ କଲେ ଅରୁଣ, କହିଲେ ଚାଷୀ ଓ ଚାଉଳ କଥା କହିବାକୁ ଗୃହରେ ସୁଯୋଗ ମିଳୁନି

ଭୁବନେଶ୍ୱର : ପୁଣିଥିରେ ଫେରିଛି ଚାଉଳ ରାଜିନୀତି ! ବିଧାନସଭାର ଶୂନ୍ୟକାଳରେ ମଙ୍ଗଳବାର କେନ୍ଦ୍ର ଚାଉଳ କାଟିବା ପ୍ରସଙ୍ଗରେ ବ୍ୟାନର ଧରି ପ୍ରତିବାଦ କରିଥିଲେ ବିଜେଡି ବିଧାୟକ । ଏହାପରେ ଗଣମାଧ୍ୟମରେ ବଡ଼ ଅଭିମାନଭରା କଣ୍ଠରେ ବିଜେଡି ବିଧାୟକ ଅରୁଣ ସାହୁ ବିରୋଧୀଙ୍କୁ ସମାଲୋଚନା କରିଥିଲେ,…

ଦିଲ୍ଲୀରେ ସମୀକ୍ଷା ବୈଠକ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଦିନ ନୂଆଦିଲ୍ଲୀରେ କେନ୍ଦ୍ର ସହ ଏକ ସମୀକ୍ଷା ବୈଠକ କରିବେ । ଏହି ବୈଠକରେ ରାଜ୍ୟର ବାକିଥିବା ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ମୁଖ୍ୟମନ୍ତ୍ରୀ ଆଜି ସକାଳ ୯ଟା ବେଳେ ଦିଲ୍ଲୀ…

ସାମୁଦ୍ରିକ ବାତ୍ୟା ‘ଫନି’: ଓଡିଶା ଲାଗି କେନ୍ଦ୍ରର ଆଗୁଆ ସହାୟତା ରାଶି ଘୋଷଣା

ଭୁବନେଶ୍ୱର : ସାମୁଦ୍ରିକ ବାତ୍ୟା ‘ଫନି’ ଓଡିଶା ମୁହାଁ ହୋଇ ମାଡି ଆସୁଥିବାବେଳେ ଏହାର ମୁକାବିଲା କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ଦିନ ଓଡିଶା ଲାଗି ଆଗୁଆ ସହାୟତା ରାଶି ଘୋଷଣା କରିଛନ୍ତି । ଓଡିଶା ସମେତ ୪ଟି ରାଜ୍ୟକୁ ୧୦୮୬ କୋଟି ଟଙ୍କାର ଅଗ୍ରୀମ ଅର୍ଥ ରାଶି ରାଜ୍ୟ ବିପର୍ଯ୍ୟୟ…

୨୦୧୯ ନିର୍ବାଚନରେ ଆଞ୍ଚଳିକ ଦଳଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିବ: ନବୀନ

ଢେଙ୍କାନାଳ : ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଦିନ ପୁନର୍ବାର ଦୋହରାଇ କହିଛନ୍ତି ଯେ ଚଳିତ ସାଧାରଣ ନିର୍ବାଚନରେ ଆଞ୍ଚଳିକ ଦଳ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିବେ । “୨୦୧୯ ସାଧାରଣ ନିର୍ବାଚନରେ କୌଣସି ଜାତୀୟ ଦଳକୁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା…