ଆସନ୍ତା ବର୍ଷ ହେବ ଜନଗଣନା
ନୂଆଦିଲ୍ଲୀ: ଭାରତରେ ଜନଗଣନା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୫ରେ ଆରମ୍ଭ ହେବ। ଏହା ୨୦୨୬ ପର୍ଯ୍ୟନ୍ତ ଜାରି ରହିବ। ଏହା ପରେ ଦେଶରେ ପ୍ରତି ୧୦ବର୍ଷରେ ଜନଗଣନା ଅନୁଷ୍ଠିତ ହେବ ଏବଂ ପରବର୍ତ୍ତୀ ଜନଗଣନା ୨୦୩୫ରେ ଅନୁଷ୍ଠିତ ହେବ।
ପୂର୍ବରୁ ପ୍ରତି ଦଶନ୍ଧିରେ ଜନଗଣନା କରାଯାଇଥିଲା। ଏହା ପୂର୍ବରୁ…