Latest Odisha News

BREAKING NEWS

Browsing Tag

Chayalipi

‘ଇନ୍ଦ୍ରଧନୁ’ ପଛରେ ଜନ ସାହିତ୍ୟ

ଛାୟାଲିପି : ଭାଗ ୧୫  ପଚାଶ ଦଶକର ଶେଷ ଓ ଷାଠିଏ ଦଶକର ଆରମ୍ଭ ଭାଗରେ ଓଡ଼ିଆ ପତ୍ରପତ୍ରିକାର ବିଷୟ ଚୟନରେ କ୍ଷେତ୍ରରେ ଯେଉଁ ନୂଆ ଭାଗଟି ଯୋଡ଼ି ହେଲା ତାହା ହେଉଛି ଚଳଚ୍ଚିତ୍ର । ପଚାଶ ଓ ଷାଠିଏ ଦଶକରେ ଓଡ଼ିଆ ସାଂସ୍କୃତିକ ଚେତନାରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଭାଗ ବସାଇବା ଆରମ୍ଭ କରିଥିଲା ।…

ଚିତ୍ରପୁରୀ : ଲଘୁଧର୍ମୀ ସାହିତ୍ୟ ପାଇଁ ଛବି

ଭାଗ : ୧୩ ମୁଁ ସେହି ସମୟ କଥା କହୁଛି, ଯେତେବେଳେ ଚଳଚ୍ଚିତ୍ର ଥିଏଟର୍ ଟିକଟ ଝରକା ଆଗରେ ଲମ୍ବା ଧାଡ଼ି ଲାଗୁଥିଲା । ସେହି ସମୟର କଥା କହୁଛି ଯେତେବେଳେ ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ଅଧିକାଂଶ କାନ୍ଥରେ ବିଜ୍ଞାପନ ମଡ଼ା ଯାଉଥିଲା । ଚଳଚ୍ଚିତ୍ର ମୁକ୍ତିଲାଭ କରିବା ଆଗରୁ ସେହି…

ଛାୟାଲିପି : ରୂପକଥାରୁ ଚିତ୍ର ଜଗତ

ଏହି ସମୟ ପର୍ଯ୍ୟନ୍ତ ଯେତିକି ଚଳଚ୍ଚିତ୍ର ପତ୍ରିକା ପ୍ରକାଶିତ ହୋଇଛି ଓ  ଯେଉଁସବୁର ଚର୍ଚ୍ଚା ଏହି ସ୍ତମ୍ଭରେ ହୋଇସାରିଛି, ତାହାର ଭାଷାଗତ ବୈଚିତ୍ରକୁ ଏଥର ସୂଚୀତ କରିଦିଏ । ସହଜ ଭାଷାର ପ୍ରୟୋଗ ଓ ଅଳଙ୍କାରହୀନ ବାକ୍ୟଗଠନର ଯେଉଁ ପ୍ରକ୍ରିୟା ପ୍ରଥମ ଚଳଚ୍ଚିତ୍ର ପତ୍ରିକା ‘ସିନେ…

ସିନେମା: ‘ଆସନ୍ତାକାଲି’ର ପ୍ରକାଶନ

ଭାଗ-୭ ପଚାଶ ଦଶକର କଲିକତାରେ ଓଡ଼ିଆଙ୍କ ସଂଖ୍ୟା ଥିଲା ଖୁବ୍ ଅଧିକ । ଅଧକାଂଶ ଓଡ଼ିଆ ଶ୍ରମିକ ଝୋଟ ମିଲ୍‌ରେ କାମ କରୁଥିଲେ, ପ୍ରକାଶନ ଶିଳ୍ପ ସହ ବି ଅଧିକ ସଂପୃକ୍ତ ଥିଲେ । ବ୍ୟବସାୟ କ୍ଷେତ୍ରରେ ବି ସେତେବେଳେ ଓଡ଼ିଆଙ୍କ ପ୍ରାଧାନ୍ୟ ଥିଲା । ଏବେ ହୁଏତ ଆଶ୍ଚର୍ଯ୍ୟ ମନେହୋଇପାରେ ତତ୍କାଳୀନ…

ଚିତ୍ରଲେଖା: ସ୍ୱଳ୍ପାୟୁ କିନ୍ତୁ ପ୍ରଭାବୀ

ଭାଗ-୬ ‘ଚିତ୍ରଲେଖା’ ଏକ ଚଳଚ୍ଚିତ୍ର ପତ୍ରିକା ବୋଲି ପ୍ରକାଶନ ସଂସ୍ଥା ପକ୍ଷରୁ ଘୋଷଣା କରିବା ସତ୍ତ୍ୱେ ଏହାର ଲେଖା ଓ ବିଷୟ ଚୟନରେ ଅଧିକାଂଶରେ ସାହିତ୍ୟ, ଖେଳକୁଦ, ସ୍ୱାସ୍ଥ୍ୟ ଓ କୌତୁକ ଆଧାରିତ  ପ୍ରାଧାନ୍ୟ ପାଇଥିଲା । ଚଳଚ୍ଚିତ୍ର ସମ୍ବନ୍ଧିତ ଲେଖା ଥିଲା କିନ୍ତୁ ତିରିଶ ପ୍ରତିଶତରେ…

ଚିତ୍ରଲେଖା: ଚଳଚ୍ଚିତ୍ର ନିର୍ମାଣ ପାଇଁ ପତ୍ରିକା

ଭାଗ- ୫ ଗତ ଲେଖାରେ ମୁଁ ସ୍ପଷ୍ଟ କରିଥିଲି ଯେ ଓଡ଼ିଶାର ଦ୍ୱିତୀୟ ଚଳଚ୍ଚିତ୍ର ପତ୍ରିକା ଥିଲା ‘କଳାଶ୍ରୀ’ । ବ୍ରହ୍ମପୁରରୁ ପ୍ରକାଶିତ ହେଉଥିବା ସମ୍ବାଦପତ୍ର ‘ନବୀନ’ର ସହଯୋଗୀ ପ୍ରକାଶନ ଭାବରେ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ ଆତ୍ମପ୍ରକାଶ କଲା ୧୯୫୧ ମସିହା ଅଗଷ୍ଟ ମାସରେ । ସେହି ଅଗଷ୍ଟ…

କଳାଶ୍ରୀ: ଚଳଚ୍ଚିତ୍ର କଳାର ସଚ୍ଚୋଟ ସେବକ

ଭାଗ- ୪ ବ୍ରହ୍ମପୁରରୁ ହିଁ ପ୍ରକାଶିତ ହୋଇଥିଲା ଦ୍ୱିତୀୟ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘କଳାଶ୍ରୀ’ । ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ପତ୍ରିକା ‘ସିନେ ଓଡ଼ିଶା’ ପ୍ରକାଶନର ଚାରିମାସ ପରେ । ଅଗଷ୍ଟ ୧୯୫୧ରେ । ପ୍ରଥମ ସଂଖ୍ୟାରେ ହିଁ ‘କଳାଶ୍ରୀ’ ସ୍ୱଷ୍ଟ କଲାଯେ ଚଳଚ୍ଚିତ୍ର କଳାର ସଚ୍ଚୋଟ…

ସିନେ ଓଡ଼ିଶା: ସିନେମାରୁ ସାହିତ୍ୟ

ଭାଗ- ୩ ୧୯୫୧ରେ ‘ସିନେ ଓଡ଼ିଶା’ ପ୍ରକାଶିତ ହେଲା ବେଳକୁ, ସାହିତ୍ୟ ଆଧାରିତ ପତ୍ରିକା ଓଡ଼ିଶାରେ ଅଧିକ ସଂଖ୍ୟାରେ ପ୍ରକାଶିତ ହେଉଛି । ୧୮୭୩ ମସିହାରେ ବାଲେଶ୍ୱରରୁ ପ୍ରକାଶିତ ମାସିକ ‘ଉତ୍କଳ ଦର୍ପଣ’ ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଥିଲା । ଓଡ଼ିଆ ପତ୍ରିକା ୧୯୦୬ର ‘ମୁକର’ରୁ ୧୯୧୫ର…