Latest Odisha News

BREAKING NEWS

Browsing Tag

Cheating

ସୁନା ବେପାର ଲାଇସେନ୍ସ କରାଇ ଦେବା ନାଁରେ ୧୩ ଲକ୍ଷ ଠକେଇ

ବରଗଡ଼: ସୁନା ବେପାର ଲାଗି ଲାଇସେନ୍ସ କରାଇ ଦେବା ଆଳରେ ଠକେଇ । ଗିରଫ ହେଲେ ୨ ଜଣ । ବରଗଡ଼ ଟାଉନ୍ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାମଲାରେ ପୋଲିସ ବାଲେଶ୍ୱରର ମନୋଜ ବେରା ଓ ପରମାନନ୍ଦ ବିନ୍ଧାଣୀଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ଏକ କାର ସହ ୩ଟି ମୋବାଇଲ୍…

[ଦେଖନ୍ତୁ ଭିଡିଓ] ଶ୍ରମ କାର୍ଡ ସଂଶୋଧନ ନାଁରେ ଆଦିବାସୀ ମହିଳାଙ୍କ ଠାରୁ ୫୦ ହଜାର ଟଙ୍କା ଠକେଇ

ରାୟଗଡ଼ା: ସହର ପରେ ଗାଁକୁ ଟାର୍ଗେଟ୍ । ଗାଁ ଗାଁରେ ସରଳ ନୀରିହ ଜନତାଙ୍କୁ ଠକେଇ ପାଇଁ ନୂଆ ତରିକା ଆପଣାଇଛନ୍ତି ଠକ । ବାସ୍ କେଇ ମିନିଟରେ ଆଙ୍ଗୁଠି ଛାପ ନେଇ ଖାଲି କରି ଦେଉଛନ୍ତି ଆକାଉଣ୍ଟ । ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୁର୍ଗମ ତୁଡୁକାବାହାଲ ପଞ୍ଚାୟତ କୁନ୍ଦୁପୁଟ ଗାଁରୁ ଆସିଛି…

ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକେଇ, ଦମ୍ପତି ଗିରଫ

ଝାରସୁଗୁଡ଼ା: ଋଣ ଦେବା ବାହାନାରେ ଶତାଧିକ ମହିଳାଙ୍କୁ ଠକି ବନ୍ଧା ହେଲେ ସ୍ୱାମୀ, ସ୍ତ୍ରୀ । ମୁଦ୍ରା ଯୋଜନାରେ ଲୋନ୍ ଦେବା ବାହାନାରେ ଦମ୍ପତି ଶହେରୁ ଅଧିକ ମହିଳାଙ୍କୁ ୨ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଏପରିକି ଅଭିଯୁକ୍ତ ସୁଜାତା ନିଜକୁ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାରେ…

[ଦେଖନ୍ତୁ ଭିଡିଓ] ସାବଧାନ ! ଅସଲି ନାଁରେ ବୁଲୁଛନ୍ତି ନକଲି ଅଧିକାରୀ, ଲୁଟି ନେଉଛନ୍ତି ଟଙ୍କା

ନୂଆପଡ଼ା: ସାବଧାନ ! ନୂଆପଡ଼ାରେ ବୁଲୁଛନ୍ତି ନକଲି ଅଧିକାରୀ । ବାବୁ ଭଳି ବେଶଭୂଷାରେ ଆସୁଛନ୍ତି । ସୁଯୋଗ ପାଇଲେ ହାତ ସଫେଇ ବି କରୁଛନ୍ତି । କିଏ ନିଜକୁ ତହସିଲଦାର ତ ଆଉ କିଏ ବଡ଼ବାବୁ ପରିଚୟ ଦେଇ ଜୋର ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି । କିଛିଦିନ ତଳେ ଖଡ଼ିଆଳ ପୋଲିସ ଏଭଳି…

ପୁରୁଣା ବସ୍ କିଣେଇ ଦେବେ କହି ଠକି ନେଇଥିଲେ ସାଢ଼େ ୫ ଲକ୍ଷ ଟଙ୍କା

କଟକ: ବେଙ୍ଗଳୁରୁରେ ବିକ୍ରି ହେଉଛି ପୁରୁଣା ବସ୍ । ଦାମ୍ ମାତ୍ର ସାଢ଼େ ୫ ଲକ୍ଷ ଟଙ୍କା । ଏମିତି ବିଶ୍ୱାସ ଜନ୍ମାଇ ଠକ ଜଣଙ୍କ କଟକର ପ୍ରକାଶ ଚନ୍ଦ୍ର ନାୟକଙ୍କ ଠାରୁ ସାଢ଼େ ୫ ଲକ୍ଷ ଟଙ୍କା ନେଇ ଯାଇଥିଲେ । ବସ୍ ତ ବସ୍ ଟଙ୍କା ନେବା ପରେ ଆଉ ଧରାଛୁଆଁ ଦେଇନଥିଲା ଅଭିଯୁକ୍ତ । ୨୦୧୮ ମସିହାରେ…