Latest Odisha News

BREAKING NEWS

Browsing Tag

China

ଅରୁଣାଚଳ ପ୍ରଦେଶ ସମ୍ବର୍ଦ୍ଧିତ ପ୍ରଶ୍ନର ଏଭଳି ଜବାବ ଦେଲା ଡିପସିକ, ଆଶ୍ଚର୍ଯ୍ୟ ୟୁଜର୍ସ… 

ନୂଆଦିଲ୍ଲୀ: ଚାଇନିଜ୍ ଷ୍ଟାର୍ଟଅପ୍ ଡିପସିକର ଏଆଇ ମଡେଲ୍ ଏବେକା ସମୟରେ ଖୁବ୍ ଚର୍ଚ୍ଚାରେ। ଏହି ମଡେଲଟି ଆମେରିକୀୟ କମ୍ପାନୀଗୁଡ଼ିକ ଦ୍ୱାରା ନିର୍ମିତ ମହଙ୍ଗା ମଡେଲଗୁଡ଼ିକୁ ମଧ୍ଯ ପଛରେ ପକାଇ ଦେଇଛି। ନିକଟରେ ଅରୁଣାଚଳ ପ୍ରଦେଶ ସହ ଜଡିତ ଏକ ପ୍ରଶ୍ନ ଡିପସିକକୁ ପଚରା ଯାଇଥିଲା। ଯାହାର…

ବ୍ରହ୍ମପୁତ୍ର ଉପରେ ସବୁଠୁ ବଡ଼ ଡ୍ୟାମ କରିବ ଚୀନ, ଭାରତ ଉପରେ ପଡିପାରେ ଏହି ପ୍ରଭାବ

ନୂଆଦିଲ୍ଲୀ: ଚୀନ୍ ବିଶ୍ୱର ବୃହତ୍ତମ ଡ୍ୟାମ ନିର୍ମାଣ କରିବାକୁ ଯାଉଛି। ଯେଉଁ ଡ୍ୟାମ ଭାରତ ସୀମା ନିକଟ ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମିତ ହେବ ବୋଲି କୁହାଯାଉଛି। ଚୀନ୍ ଏହି ପ୍ରକଳ୍ପକୁ 'ସବୁଠାରୁ ବଡ ପ୍ରକଳ୍ପ' ବୋଲି ବିବେଚନା କରିଛି। ଏହାକୁ ସମ୍ପୂର୍ଣ୍ଣ କରିବାକୁ ୧୩୭ ବିଲିୟନ ଡଲାର…

ବିଶ୍ୱର ପ୍ରଦୂଷିତ ୧୦୦ ସହର ତାଲିକାରେ ଭାରତର ୩୯…

ନୂଆଦିଲ୍ଲୀ: ବିଶ୍ୱର ପ୍ରଦୂଷିତ ୧୦୦ଟି ସହର ତାଲିକାରେ ଭାରତର ସର୍ବାଧିକ ସହର ଥିବାବେଳେ ଚୀନ୍ ବହୁ ପଛରେ ରହିଛି। ପ୍ରଦୂଷଣ କ୍ଷେତ୍ରରେ ପାକିସ୍ତାନ, ବାଂଲାଦେଶ ଏବଂ ନେପାଳର ସହର ମଧ୍ୟ ପଛରେ ପଡି ନାହାଁନ୍ତି। ବର୍ତ୍ତମାନ ସମୟରେ ଦିଲ୍ଲୀର ଲୋକମାନେ ଅତ୍ୟଧିକ ପ୍ରଦୂଷଣର ସମ୍ମୁଖୀନ…

ଭାରତର ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ୍

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି । ଏହି ସମୟରେ ଭାରତ ଚୀନ୍ ଉଦ୍ଦେଶ୍ୟରେ ଏକ ବଡ଼ ବାର୍ତ୍ତା ଦେଇଛି । ଲଦାଖର ନୟୋମାଠାରେ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ ନିର୍ମାଣ କରିବାକୁ ଯାଉଛି ଭାରତ । ୧୨ ସେପ୍ଟେମ୍ବର ୨୦୨୩ ମଙ୍ଗଳବାର ଦିନ…

ଋଷଠୁ ଚୀନ ମୁଦ୍ରା ଦେଇ କାହିଁକି ତେଲ କିଣୁଛି ଭାରତ ?

ଭୁବନେଶ୍ୱର: ଦୁନିଆରେ ଅଧିକାଂଶ କାରବାର ଆମେରିକୀୟ ମୁଦ୍ରା ଡଲାରରେ ହୋଇଥାଏ । ୨୦୨୨ ଫେବ୍ରୁଆରୀରେ ଋଷ-ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ମାତ୍ରେ ଋଷ ଉପରେ ଅନେକ ପ୍ରତିବନ୍ଧକ ଲାଗିଥିଲା । ଏହା ପରେ ଋଷ ଅନ୍ୟ ଦେଶ ସହ ଡଲାରରେ ଦେଣନେଣ କରିପାରି ନଥିଲା । ଋଷ ଶସ୍ତା ତେଲ ଦେବା ପାଇଁ ଭାରତକୁ ଅଫର୍…

୨୦୨୩ରେ ଭାରତ ଛାଡ଼ି ବିଦେଶ ଯାଇ ପାରନ୍ତି ୬, ୫୦୦ ଧନୀ

ନୂଆଦିଲ୍ଲୀ: ଦେଶ ଛାଡ଼ିବେ ଧନୀ ନାଗରିକ । ପୂର୍ବ ବର୍ଷ ଭଳି ଏ ବର୍ଷ ବି କିଛି ଧନୀ ଭାରତୀୟ ଦେଶ ଛାଡ଼ିବେ ବୋଲି ଜଣାପଡ଼ିଛି । ବିଶ୍ୱବ୍ୟାପୀ ୱେଲଥ ଓ ଇନଭେଷ୍ଟମେଣ୍ଟ ମାଇଗ୍ରେସନ୍ ଉପରେ ନଜର ରଖୁଥିବା ହେନଲେର ରିପୋର୍ଟ ଅନୁସାରେ ୨୦୨୩ରେ ପ୍ରାୟ ୬ ହଜାର ୫୦୦ ଜଣ ଧନୀ ଶ୍ରେଣୀର ଲୋକ ଭାରତ…

ତାଇୱାନ ସୀମାରେ ଚୀନର ଯୁଦ୍ଧାଭ୍ୟାସ, ଡ୍ରାଗନ କରିବ କି ଆକ୍ରମଣ ?

ନୂଆଦିଲ୍ଲୀ: ତାଇୱାନ ରାଷ୍ଟ୍ରପତିଙ୍କ ଆମେରିକା ଗସ୍ତକୁ ନେଇ ବିବ୍ରତ ହୋଇ ପଡ଼ିଥିବା ଚୀନ ଯୁଦ୍ଧ ଅଭ୍ୟାସ ଆରମ୍ଭ କରିଛି । ଦ୍ୱିତୀୟ ଦିନର ଯୁଦ୍ଧାଭ୍ୟାସରେ ଚୀନ ୭୧ଟି ଫାଇଟର ଜେଟ୍ ସାହାଯ୍ୟରେ ତାଇୱାନକୁ ଘେରିବାକୁ ଚେଷ୍ଟା କରିଛି । ଏହି ଅପରେସନର ନା ରଖାଯାଇଛି ଜଏଣ୍ଟ ସ୍ୱାର୍ଡ । ଯାହା…

ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାଁ ବଦଳାଇଲା ଚୀନ

ନୂଆଦିଲ୍ଲୀ: ଏଲଏସିକୁ ନେଇ ଚୀନ ଓ ଭାରତ ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଡ୍ରାଗନ ତା ମାନଚିତ୍ରରେ ଅରୁଣାଚଳ ପ୍ରଦେଶର ୧୧ଟି ସ୍ଥାନର ନାମ ପରିବର୍ତ୍ତନ କରିଛି । ଗତ ୫ ବର୍ଷ ମଧ୍ୟରେ ଚୀନ ତିନିଥର ଏଭଳି ନାଁ ପରିବର୍ତ୍ତନ କଲାଣି । ଏହା ପୂର୍ବରୁ ୨୦୨୧ରେ ଚୀନ ୧୫ଟି ସ୍ଥାନର ନାଁ…

ଏଠି ଯୌତୁକ ଦିଆଯାଏ ଲକ୍ଷ ଲକ୍ଷ ଟଙ୍କା; ହେଲେ ପୁଅ ଘର ଦିଅନ୍ତି ଝିଅ ଘରକୁ

ବେଜିଂ: ଝିଅଟିଏ ହେଲେ ପରିବାରରେ ଚିନ୍ତା ପଡିଯାଏ । ବାହାଘର ପାଇଁ କେତେ ଯୌତୁକ ରଖିବେ ଏବଂ କେମିତି ରଖିବେ ସେ ଚିନ୍ତା ଝିଅଟିର ଜନ୍ମ ବେଳରୁ ହିଁ ବାପା-ମା’ କରିଥାନ୍ତି ।  କାରଣ ଯୌତୁକ ଆମ ସମାଜର ଏକ ପ୍ରଥା ଯାହା ସମୟକ୍ରମେ କଳଙ୍କରେ ପରିଣତ ହୋଇଯାଇଛି । ଖାଲି  ଭାରତରେ ନୁହେଁ, ଅନେକ…

ଚୀନ୍‌ ପାଇଁ ୧୩୫ କିଲୋମିଟର ରାସ୍ତା ପ୍ରସ୍ତୁତ କଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ସୀମା ପ୍ରତି ଚୀନ୍‌ର ମନୋଭାବ କେବେ ବିଶ୍ୱାସଯୋଗ୍ୟ ନୁହେଁ। ସମୟ ସମୟରେ ଚୀନ୍ ଏପରି କାର୍ଯ୍ୟ କରିଥାଏ, ଯାହା ନିଜକୁ ଭୁଲ ବୋଲି ପ୍ରମାଣ କରିଥାଏ  । ହେଲେ ଗତ କିଛି ବର୍ଷ ମଧ୍ୟରେ ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଚୀନ୍‌କୁ ଅନେକ ଥର ପଛକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ…