Latest Odisha News

BREAKING NEWS

Browsing Tag

China

ଚୀନରେ ଆଉ ଏକ ବୁହାନ, ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ କରୋନା ସଂକ୍ରମଣ ଥମିବାର ନା ନେଉନି । ଚୀନର ଗୋଟିଏ ପରେ ଗୋଟିଏ ସହରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏବେ ଖବର ଆସିଛି, ଚୀନର ତୃତୀୟ ଜନବହୁଳ ସହର ହେନାନ ପ୍ରାନ୍ତର ୯୦ ପ୍ରତିଶତ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏ ସୂଚନା ଦେଇଛନ୍ତି…

ତାଇୱାନକୁ ନେଇ ଆମେରିକାକୁ ଧମକାଇଲା ଚୀନ

ନୂଆଦିଲ୍ଲୀ: ହେବ କି ଯୁଦ୍ଧ ? ମୁହାଁମୁହିଁ ହେବେ କି ଚୀନ ଓ ଆମେରିକା ? ତାଇୱାନ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଚୀନ, ଆମେରିକାକୁ ଧମକ ଦେଇଛି । ଖାଲି ଧମକାଇନି ବରଂ ପାଦେ ଆଗକୁ ଯାଇ ଡ୍ରାଗନ, ଆମେରିକା ସେନାର ବେସ୍ ନିକଟରେ ଶକ୍ତିଶାଳୀ ଯୁଦ୍ଧପୋତ ଅତିକ୍ରମ କରିଛି ।…

ଦିନକରେ ଚୀନରେ କରୋନା ସଂକ୍ରମିତ ହେଲେ ୩.୭ କୋଟି ଲୋକ

ନୂଆଦିଲ୍ଲୀ: ଚୀନରେ କରୋନା ସଂକ୍ରମଣ ଭୟାବହ ରୂପ ନେଇଛି । ଦିନକରେ ବିଶ୍ୱରେ ସର୍ବାଧିକ କୋଭିଡ୍ ସଂକ୍ରମିତ ଚୀନରେ ଚିହ୍ନଟ ହୋଇଛନ୍ତି । ଏନଡିଟିଭିର ରିପୋର୍ଟ ଅନୁସାରେ, ଚଳିତ ସପ୍ତାହର ଗୋଟିଏ ଦିନରେ ଚୀନରେ ପାଖାପାଖି ୩୭ ମିଲିୟନ୍ ଲୋକ କୋଭିଡ ଆକ୍ରାନ୍ତ ହୋଇଛନ୍ତି । ଯାହାକି କେବଳ ଚୀନ…

ବଢୁଛି କରୋନା ଭୟବହତା: ଜାପାନରେ ୪୧ ଶିଶୁ ମୃତ, ମିଆଁମାର ସୀମା ସିଲ୍ କଲା ଚୀନ

ଟୋକିଓ: ଚୀନ ପରେ ଜାପାନରେ କରୋନାର ଭୟବହତା ବଢିବାରେ ଲାଗିଛି । ଜାପାନ ଟାଇମ୍ସ ଅନୁସାରେ, ଏହା ୮ମ ଲହର  । ଓମିକ୍ରନ ଭାରିଆଣ୍ଟ ସଂକ୍ରମଣରୁ ଶିଶୁମାନଙ୍କ ଜୀବନ ଯାଉଛି । ୮ ମାସରେ ୪୧ ଶିଶୁଙ୍କ ମୃତ୍ୟୁ ହୋଇସାରିଲାଣି । ଚୀନରେ ସ୍ଥିତି ସଙ୍ଗୀନ ଦେଖି ଜାପାନ ଭୟଭୀତ ହୋଇଛି । ବିଶେଷଜ୍ଞଙ୍କ…

ଭାରତୀୟ ସେନାରେ ସାମିଲ୍ ହେବ କ୍ଷେପଣାସ୍ତ୍ର ‘ପ୍ରଳୟ’, ଚୀନ ସୀମାରେ ହେବ ମୁତୟନ

ନୂଆଦିଲ୍ଲୀ: ନଜର ରଖିବ, ଅମାନିଆ ହେଲେ ନିମିଷକେ ଧ୍ୱଂସ କରି ଦେବ । ଏଲଏସିରେ ଚୀନକୁ ନେଇ ବିବାଦ ଭିତରେ ଭାରତୀୟ ସେନା ‘ପ୍ରଳୟ’ ବାଲିଷ୍ଟିକ ମିସାଇଲକୁ ସୀମାରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ସେନାର ଏହି ନିଷ୍ପତ୍ତି ଚୀନ ମନରେ ଭୟ ସଞ୍ଚାର କରିଥିବା କୁହାଯାଉଛି । ୧୫୦ରୁ…

୨୦୨୩ରେ କରୋନା ବିସ୍ଫୋରକ ରୂପ ନେବ

ଚିକାଗୋ: ପୁଣି  ହେବ କରୋନା ବିସ୍ଫୋରଣ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯିବ  । ଏମିତି ଆକଳନ କରିଛି ଆମେରିକାସ୍ଥିତ ଇନଷ୍ଟିଚ୍ୟୁଟ ଅଫ ହେଲ୍ଥ  ମେଟ୍ରକ୍ସ ଆଣ୍ଡ ଏଭଲ୍ୟୁଶନ ବା  ଆଇଏଚଏମଇ । ଆଇଏଚଏମଇ   ଆକଳନ ଅନୁଯାୟୀ,   ମହାମାରୀ କରୋନା ଚୀନରେ ଏପ୍ରିଲ ୧ ସୁଦ୍ଧା   ସର୍ବୋଚ୍ଚ…

ଦେଶରେ କଲେଜିୟମ୍ ବ୍ୟବସ୍ଥାକୁ ନେଇ ବିବାଦ, ଅନ୍ୟ ଦେଶରେ କେମିତି ନିଯୁକ୍ତ ହୁଅନ୍ତି ବିଚାରପତି ?

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଚାରପତି ନିଯୁକ୍ତିକୁ ନେଇ ଥିବା କଲେଜିୟମ ବ୍ୟବସ୍ଥା ଏବେ ବିବାଦ ଘେରରେ ରହିଛି । ଗୁରୁବାର ସଂସଦରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଯେବେ ଯାଏ ବିଚାରପତିଙ୍କ ନିଯୁକ୍ତି ପ୍ରକ୍ରିୟା ପରିବର୍ତ୍ତ ନ ହୋଇଛି । ସେ ପର୍ଯ୍ୟନ୍ତ…

ତୱାଙ୍ଗ ସଂଘର୍ଷକୁ ନେଇ ଚୀନ ରଚିଲା ନୂଆ କାହାଣୀ

ଭୁବନେଶ୍ୱର: ତୱାଙ୍ଗର ତିକ୍ତ ସତ କଣ ? କରୋନା ଭଳି ପୁଣି କାହାଣୀ କହୁଛି ଚୀନ । ବାରମ୍ବାର LAC ଅତିକ୍ରମଣ ପାଇଁ ଉଦ୍ୟମ କରୁଥିବା ଡ୍ରାଗନ ସେନା ଅରୁଣାଚଳ ତୱାଙ୍ଗ ସଂଘର୍ଷକୁ ନେଇ ଅଡ଼ୁଆରେ ପଡ଼ିଛି । ଆମେରିକା ସହ ଅନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ଏପରିକି ଚୀନର ନିଜ ନାଗରିକ ସେଠାକାର ଦମନକାରୀ…

ପୁଣି LACରେ ଚୀନର ଦାଦାଗିରି, ୩୦୦ ଚୀନ ସୈନିକଙ୍କୁ ଘଉଡ଼ାଇଲା ଭାରତୀୟ ସେନା

ନୂଆଦିଲ୍ଲୀ: ଗଲୱାନ ପରେ ତୱାଙ୍ଗ । ଭାରତୀୟ ସୀମାରେ ପଶିବାକୁ ଚୀନ ସୈନିକଙ୍କ ଉଦ୍ୟମ । ଅରୁଣାଚଳ ପ୍ରଦେଶର ତୱାଙ୍ଗରେ ଭାରତୀୟ ସେନା ଓ ଚୀନ ସେନା ମୁହାଁମୁହିଁ ହୋଇଛନ୍ତି । ସଂଘର୍ଷରେ ଉଭୟ ଦେଶର ସୈନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଅରୁଣାଚଳ ତୱାଙ୍ଗ ଜିଲ୍ଲାର ୟଙ୍ଗଷ୍ଟେରେ ଡିସେମ୍ବର ୯…

ସାମ୍ନାକୁ ଆସିଲା ପାକିସ୍ତାନ ଓ ଚୀନର ଆଉ ଏକ ସତ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଚୀନର ପ୍ରଭାବ ବଢ଼ିବାରେ ଲାଗିଛି । ୮୨ଟି ଦେଶ ଚୀନର ବଶବର୍ତ୍ତୀ ହୋଇଛନ୍ତି । ଆଉ ଏହି ତାଲିକାରେ ପ୍ରଥମେ ରହିଛି ପାକିସ୍ତାନ । ଦ୍ୱିତୀୟରେ କମ୍ବୋଡିଆ ଥିବାବେଳେ ତୃତୀୟରେ ରହିଛି ସିଙ୍ଗାପୁର । ଏସବୁ ଦେଶ ଉପରେ ଚୀନର ସର୍ବାଧିକ ପ୍ରଭାବ ଥିବା ଅଧ୍ୟୟନରୁ…