Latest Odisha News

BREAKING NEWS

Browsing Tag

Choudwar

ବଦଳୁଛି କି ଗୋପାଳର ମନ ? ଜେଲରେ ପଢ଼ୁଛି ଭାଗବତ

କଟକ: ଗୋପାଳର ମନରେ ଆସୁଛି କି ପରିବର୍ତ୍ତନ ? ନବ ଦାସଙ୍କୁ ହତ୍ୟା ପରେ କରୁଛି କି ପଶ୍ଚାତାପ । ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ଲାଗି କ୍ରାଇମବ୍ରାଞ୍ଚ ୧୦ ଦିନ ତଳେ ଗୋପାଳକୁ ଗୁଜରାଟ ନେଇଥିଲା । ସେତେବେଳେ ଗୋପାଳର ହସ ହସ ମୁହଁ କହୁଥିଲା ଗୁଳି କରିବା ପରେ ବି ତା ମନରେ ପଶ୍ଚାତାପର…

ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ

କଟକ: ଚୌଦ୍ୱାର ଚାରବାଟିଆ ଏଆରସିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଙ୍କୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ କଟକ ଓ ଚୌଦ୍ୱାରର ୫ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । କିନ୍ତୁ କେଉଁ ପରିସ୍ଥିତିରେ ଏହି ନିଆଁ ଲାଗିଲା ତାହା ଜଣାପଡିପାରିନାହିଁ । ପ୍ରାୟ ୪ ଘଣ୍ଟା ଧରି ଏଠାରେ ନିଆଁ ଲାଗି…

ଚୌଦ୍ୱାର ଅଞ୍ଚଳରେ ହାତୀ ପଲ, ଚିନ୍ତାରେ ଲୋକେ

କଟକ : ଚୌଦ୍ୱାର ଅଞ୍ଚଳରେ ବୁଲୁଛନ୍ତି ହାତୀ ପଲ। ପଲରେ ଥିବା ପ୍ରାୟ  ୩୦ଟି ଶାଳଙ୍ଗା ପଞ୍ଚାୟତରେ ବୁଲୁଥିବା ସ୍ଥାନୀୟ ଲୋକେ କହିଛନ୍ତି ।  ଆଗ୍ରହାଟ, ନଖରା ଗାଁର ଚାଷଜମି ଓ ଜନବସତି ଅଂଚଳରେ ହାତୀ ଦେଖି ଲୋକେ ଭୟଭୀତ ହୋଇପଡିଛନ୍ତି । ଫସଲ ଅମଳର ସମୟ ହୋଇଥିବାରୁ ହାତୀପଲ ଫସଲ ନଷ୍ଟ କରୁଥିବାରୁ…

ଢେଙ୍କାନାଳ ଓ ଚୌଦ୍ୱାର ଅଞ୍ଚଳରେ ହାତୀ ପଲଙ୍କ ଉତ୍ପାତ

ଭୁବନେଶ୍ୱର: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜ୍ୟର ବିଭିନ୍ନ ସ୍ଥାନରେ ହାତୀଙ୍କ ଉପଦ୍ରବ ଖବର ସାମନାକୁ ଆସିଛି । ଢେଙ୍କାନାଳ ଜିଲ୍ଲା ସୋଗର ଗାଁରେ ହାତୀ ପଲ ଉପଦ୍ରବ ଚଳାଇଛନ୍ତି । ଗାଁ ଆଖପାଖରେ ବୁଲୁଛନ୍ତି ୨୩ଟି ହାତୀ । ଫଳରେ ସ୍ଥାନୀୟ ଲୋକ ଆତଙ୍କିତ ହୋଇ ପଡ଼ିଛନ୍ତି । ହାତୀ…

ଚୌଦ୍ୱାର ସର୍କଲ ଜେଲରେ ବିଚାରାଧୀନ କଏଦୀର ଆତ୍ମହତ୍ୟା ଉଦ୍ୟମ

କଟକ: ଚୌଦ୍ୱାର ସର୍କଲ ଜେଲରେ ଗତ ରବିବାର ଦିନ ଜଣେ ବିଚାରାଧିନ କଏଦୀ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଆଜି ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ତାରମୃତ୍ୟୁ ଘଟିଛି । ମୃତକଙ୍କ ନାମ ଦେବ ପ୍ରକାଶ ବେହେରା (୨୧) ଏବଂ ସେ ଚଳିତ ବର୍ଷ ଜାନୁଆରୀ ୨୦ ତାରଇଖରୁ ଜେଲରେ ରହି ଆସୁଥିବା…

ଆକ୍ସନ ମୁଡରେ ପୋଲିସ, ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

କଟକ: କଟକ ଜିଲ୍ଲାର ଚୌଦ୍ୱାର ନିକଟରେ ସୋମବାର ସକାଳୁ ପୋଲିସ ଓ ଅପରାଧି ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଉକ୍ତ ଅପରାଧୀଙ୍କ ନାମ ମୁନା ଦେହୁରୀ ବୋଲି ଜଣାପଡିଛି । ଆହତ ଅପରାଧୀର ବାମ ଗୋଡରେ ଗୁଳି ବାଜିଥିବା ବେଳେ ତା’କୁ ଚିକିତ୍ସା ନିମନ୍ତେ…

ଚୌଦ୍ୱାରରେ ପୋଲିସ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

କଟକ: ଚୌଦ୍ୱାର ନିକଟରେ ରବିବାର ଦିନ ପୋଲିସ ଓ ଅପରାଧି ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଛି । ଉକ୍ତ ଅପରାଧୀଙ୍କ ନାମ ଅଜୟ ସାହୁ ଓରଫ୍ ଜିତୁ ବୋଲି ଜଣାପଡିଛି । ତା’ ନିକଟରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଜୀବନ୍ତ ଗୁଳି ଜବତ ହୋଇଥିବା ନେଇ ପୋଲିସ…