Latest Odisha News

BREAKING NEWS

ଚାରବାଟିଆ ଏଆରସିରେ ଅଗ୍ନିକାଣ୍ଡ

କଟକ: ଚୌଦ୍ୱାର ଚାରବାଟିଆ ଏଆରସିରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଙ୍କୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ କଟକ ଓ ଚୌଦ୍ୱାରର ୫ଟି ଅଗ୍ନିଶମ ବାହିନୀ ନିୟୋଜିତ ହୋଇଛନ୍ତି । କିନ୍ତୁ କେଉଁ ପରିସ୍ଥିତିରେ ଏହି ନିଆଁ ଲାଗିଲା ତାହା ଜଣାପଡିପାରିନାହିଁ ।

ପ୍ରାୟ ୪ ଘଣ୍ଟା ଧରି ଏଠାରେ ନିଆଁ ଲାଗି ଥିବାର ସୁଚନା ମିଳିଛି । କିନ୍ତୁ ଏ ଯାଏଁ କ୍ଷୟକ୍ଷତି ସମ୍ପର୍କରେ ଜଣାପଡିପାରିନାହିଁ ।

Leave A Reply

Your email address will not be published.