Latest Odisha News

BREAKING NEWS

Browsing Tag

Chris Gayle

ଟି୨୦ରେ ଏହି ରେକର୍ଡ କରିବାରେ ପ୍ରଥମ ଖେଳାଳି ହେଲେ କ୍ରିସ ଗେଲ

ସେଂଟ ଲୁସିଆ:ୱେଷ୍ଟଇଣ୍ଡିଜର ମହାନ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ପ୍ରଥମ ଖେଳାଳି ଭାବେ ଗେଲ ଟି୨୦ କ୍ରିକେଟରେ ୧୪ହଜାର ରନ ପୂର୍ଣ୍ଣ କରିଛନ୍ତି । ଖରାପ ଫର୍ମରେ ଥିବା ଗେଲ ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ମୁକାବିଲାରେ ୩୩ ବଲରେ ଅର୍ଦ୍ଧଶତକ ହାସଲ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ କ୍ରିସ୍ ଗେଲ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଥ୍ୟାଙ୍କ ୟୁ କହିଲେ ଓ୍ୱେଷ୍ଟଇଣ୍ଡିଜର ବିସ୍ଫୋରକ ଓପନର କ୍ରିସ୍ ଗେଲ୍ । ଏହାସହ ଭାରତ ଓ ଭାରତବାସୀଙ୍କୁ ବି ସେ ଧନ୍ୟବାଦ ଜଣାଇଛନ୍ତି । ଏନେଇ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କ୍ରିସ୍ ଗେଲ । ଜାମାଇକାକୁ ଭାରତ ସରକାର କୋଭିଡ୍…

ଏହି ଖେଳାଳି ହେଉଛନ୍ତି ଆଇପିଏଲ ଟୁର୍ଣ୍ଣାମେଣ୍ଟ ଇତିହାସର ଶ୍ରେଷ୍ଠ ୧୦ ରନ ସ୍କୋରର

ଇଣ୍ଡିଆନ୍ ପ୍ରିମିୟର୍ ଲିଗ (ଆଇପିଏଲ୍) ପ୍ରିମିୟର୍ ଫ୍ରାଞ୍ଚାଇଜ୍ ଆଧାରିତ ଏକ ଟୁର୍ନାମେଣ୍ଟ , ଯାହା ୨୦୦୮ ରୁ ହୋଇଆସୁଛି । ବ୍ୟାଟ୍ସମ୍ୟାନ୍ ସବୁବେଳେ ଛୋଟ ଫର୍ମାଟରେ ନିଜ ଦବଦବା ଜାହିର କରିଆସୁଛନ୍ତି ଏବଂ ଏଠାରେ ଆମେ ବର୍ଷ ବର୍ଷ ଧରି ଆଇପିଏଲର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନଙ୍କ ବିଷୟରେ…