Latest Odisha News

BREAKING NEWS

Browsing Tag

Cluster Containment Zone Restrictions

ରାଜଧାନୀରୁ ହଟିଲା କଣ୍ଟେନମେଣ୍ଟ ଜୋନ୍

ଭୁବନେଶ୍ୱର : ରାଜଧାନୀର ବମିଖାଲ, ସତ୍ୟନଗର ଓ ସୂର୍ଯ୍ୟନଗରରୁ କଣ୍ଟେନମେଣ୍ଟ ହଟାଯାଇଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ ରୋଗୀ ସୁସ୍ଥ ହେବା ପରେ ଏହି ସବୁ ଅଂଚଳରୁ କଣ୍ଟେନମେଣ୍ଟକୁ ହଟାଯାଇଛି । ମାତ୍ର ଆଗାମୀ ସାତ ଦିନ ଯାଏଁ ଏହି ସବୁ ଅଂଚଳ ଉପରେ ନଜର ରହିବ ବୋଲି…

ଯାଜପୁରରେ ୫ କରୋନା ପଜିଟିଭ ଚିହ୍ନଟ ପରେ ବଢିଲା କଟକଣା

ଯାଜପୁର: ସୋମବାର ଯାଜପୁରରେ ୫ କରୋନା ପଜିଟିଭ ରୋଗୀ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ କଟକଣାକୁ କଡାକଡି କରାଯାଇଛି । ଏଥି ସହ କଣ୍ଟେନମେଣ୍ଟ ଅଂଚଳକୁ ବୃଦ୍ଧି କରାଯାଇଛି । ତିନିଟି ବ୍ଲକର ସାତଟି ପଞ୍ଚାୟତର ୧୩ଟି ଗାଁକୁ ସିଲ କରାଯାଇଛି । ମେ ୪ ତାରିଖ ରାତି ୮ଟା ଯାଏଁ କଟକଣା ବଳବତ୍ତର ରହିବ…

କଟକରୁ ହଟିଲା କ୍ଲଷ୍ଟର କଂଟେନମେଣ୍ଟ ଜୋନ କଟକଣା

କଟକ: କଟକର ପ୍ରଥମ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବାପରେ ସହରର ପଟାପୋଲ ଅଂଚଳରେ ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା କ୍ଲଷ୍ଟର କଣ୍ଟେନ୍‌ମେଣ୍ଟ ଜୋନ୍ କଟକଣା ରବିବାର ପ୍ରତ୍ୟାହାର କରାଯିବା ନେଇ ନିର୍ଦ୍ଦେଶ ଜାରି କରିଛନ୍ତି ସିଏମ୍‌ସି କମିଶନର । ତେବେ ଏଠାରେ ବତ୍ତମାନ ଚାଲିଥିବା…