Latest Odisha News
Browsing Tag

Cold Wave

ରାଜ୍ୟରେ ସବୁଠୁ ଥଣ୍ଡା ସହର ସୋନପୁର, ଏସବୁ ଜିଲ୍ଲାରେ ବଢୁଛି ଶୀତ

ଭୁବନେଶ୍ୱର: ରାଜ୍ୟରେ ଖସୁଛି ପାରଦ, ବଢୁଛି ଥଣ୍ଡା । ଅନୁଭୂତ ହେଲାଣି ଶୀତ । ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ଅଞ୍ଚଳରେ ଥଣ୍ଡା ବଢ଼ିଲାଣି । ୧୧.୮ ଡିଗ୍ରୀ ସେଲସିୟସ ସହ ରାଜ୍ୟରେ ସବୁଠୁ ଥଣ୍ଡା ସହର ହୋଇଛି ସୋନପୁର । ଗତକାଲି ସୋନପୁରରେ ପାରଦ ୧୨ ଡିଗ୍ରୀ ତଳକୁ ଖସିଛି । ସେହିପରି ଆଉ…

ଖସୁଛି ପାରଦ, ୫ ତାରିଖରୁ ରାଜ୍ୟରେ ବଢ଼ିବ ଶୀତ

ଭୁବନେଶ୍ୱର: ରାଜ୍ୟରେ ଏବେ ବର୍ଷା ସମ୍ଭାବନା ନାହିଁ । ଆଗାମୀ ଦୁଇ ତିନି ଦିନ ପାଗ ଶୁଖିଲା ରହିବ । ରାତିରେ ଖସୁଛି ପାରଦ । ଆଗକୁ ରାଜ୍ୟରେ ବଢିପାରେ ଶୀତ । ଆସନ୍ତା ୫ ତାରିଖରୁ ହାଡ଼ଭଙ୍ଗା ଶୀତ ହୋଇପାରେ । କିଛି ସ୍ଥାନରେ ତାପମାତ୍ରା ୪ ଡିଗ୍ରୀ ତଳକୁ ହ୍ରାସ ପାଇବା ସମ୍ଭାବନା ରହିଛି ।…

ବ‌ଙ୍ଗୋପସାଗରରେ ଲଘୁଚାପ: ଓଡ଼ିଶା ଉପକୂଳରେ ହେବନି ବର୍ଷା, ବଢ଼ିପାରେ ଶୀତ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ ବଳୟ । ଆସନ୍ତା ୨୪ ଘଣ୍ଟାରେ ଏହା ବାଂଲାଦେଶ ଉପକୂଳ ମୁହାଁ ହେବ । ଏହା ମିଆଁମାର୍‌ ଓ ସଂଲଗ୍ନ ବାଂଲାଦେଶ ଓ ଭାରତର ଉତ୍ତର-ପୂର୍ବ ରାଜ୍ୟରେ ବର୍ଷା କରାଇବ । ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ…

କାର୍ତ୍ତିକ ଆରମ୍ଭ ନହେଉଣୁ ଶୀତ: ୪ଟି ସହରର ୧୫ ଡିଗ୍ରୀ ତଳକୁ ଖସିଲା ପାରଦ

ଭୁବନେଶ୍ୱର: ମୌସୁମୀ ଓଡ଼ିଶା ଛାଡ଼ିବା ଓ ବର୍ଷା କମିବା ପରେ ପରେ ଅନୁଭୂତ ହେଲାଣି ଶୀତ । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାତିରେ ଥଣ୍ଡା ସାମାନ୍ୟ ବଢିଛି । ରାଜ୍ୟର ଚାରିଟି ଜିଲ୍ଲା ସୋନପୁର, ଅନୁଗୁଳ, କନ୍ଧମାଳ ଓ କୋରାପୁଟର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସରୁ…

ମୌସୁମୀ ଫେରିବା ପରେ ରାଜ୍ୟରେ ଶୀତ ଅନୁଭୂତ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଯିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଶୀତ । କନ୍ଧମାଳ ଜିଲ୍ଲାରେ ଥାଣ୍ଡା ସାଙ୍ଗକୁ କୁହୁଡ଼ି ଦେଖିବାକୁ ମିଳିଛି । ଫୁଲବାଣୀ ସମେତ ଦାରିଙ୍ଗବାଡ଼ି, ଜି. ଉଦୟଗିରି, ରାଇକିଆ ଆଦି ଅଞ୍ଚଳରେ ସାମାନ୍ୟ ଶୀତ ଅନୁଭୂତ କଲେଣି ଲୋକ । ଗତକାଲି…

ରାଜ୍ୟର ୧୧ ଜିଲ୍ଲାରେ ଜାରି ରହିବ ଘନ କୁହୁଡି, ଜାଣନ୍ତୁ କେଉଁସବୁ ସ୍ଥାନ

ଭୁବନେଶ୍ୱର: ଆଗାମୀ ୨ ଦିନ ଯାଏଁ ଓଡିଶାର ପ୍ରାୟ ୧୧ଟି ଜିଲ୍ଲାରେ ଘନ କୁହୁଡି ଜାରି ରହିବ ବୋଲି ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ମିଳିଛି । ଜାତୀୟ ପାଣିପାଗ ଏଜେନ୍ସିର ରିପୋର୍ଟ ଅନୁଯାୟୀ, ଆସନ୍ତା ବୁଧବାର ଦିନ ରାଜ୍ୟର ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ,…

ଆଗାମୀ ୪୮ ଘଣ୍ଟା ମଧ୍ୟରେ ବୃଦ୍ଧି ପାଇବ ରାଜ୍ୟର ତାପମାତ୍ରା

ଭୁବନେଶ୍ୱର: ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନ ଓ ରାତିର ତାପମାତ୍ରା ବୃଦ୍ଧି ପାଇବ ବୋଲି ଗୁରୁବାର ଦିନ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି। ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ଡ୍ୟୁଟି ଅଫିସର ଉମା ଶଙ୍କର ଦାସ ଗଣମାଧ୍ୟମକୁ ସୂଚନା ଦେଇ…

ରାଜ୍ୟର ୧୮ ଜିଲ୍ଲାରେ ଜାରି ରହିବ ଘନ କୁହୁଡି, ଜାଣନ୍ତୁ କେଉଁସବୁ ସ୍ଥାନ

ଭୁବନେଶ୍ୱର: ଆଗାମୀ ୨ ଦିନ ଯାଏଁ ଓଡିଶାର ପ୍ରାୟ ୧୮ଟି ଜିଲ୍ଲାରେ ଘନ କୁହୁଡି ଜାରି ରହିବ ବୋଲି ସୋମବାର ଦିନ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଜଳବାୟୁରେ ପର୍ଯ୍ୟାପ୍ତ ପରିମାଣର ଆର୍ଦ୍ରତା ହେବାଯୋଗୁଁ ଆଗାମୀ ୪୮ ଘଣ୍ଟା ତଥା ଜାନୁଆରୀ ୨୨ ତାରିଖ…

ଘନ କୁହୁଡି ବଳୟରେ ଓଡିଶାର ଅଧିକାଂଶ ସ୍ଥାନ

ଭୁବନେଶ୍ୱର: ଓଡିଶାର ଅଧିକାଂଶ ସ୍ଥାନରେ ଶୁକ୍ରବାର ଦିନ ଘନ କୁହୁଡି ବଳୟ ଛାଇ ରହିଛି । ଏହାକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ପକ୍ଷରୁ ୮ ଜିଲ୍ଲାକୁ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି । ଆଇଏମଡିର ସକାଳ ବୁଲେଟିନ୍ ଅନୁଯାୟୀ ସୁନ୍ଦରଗଡ, କେନ୍ଦୁଝର, ମାଲକାନଗିରି,…

ଘନ କୁହୁଡି ତଳେ ଓଡିଶାର ୧୧ଟି ଜିଲ୍ଲା

ଭୁବନେଶ୍ୱର: ଓଡିଶାର ଅଧିକାଂଶ ସ୍ଥାନରେ ଗତ ୨୪ ଘଣ୍ଟା ମଧ୍ୟରେ ରାତ୍ରୀର ତାପମାତ୍ରା ବୃଦ୍ଧି ପାଇଥିବା ବେଳେ ବୁଧବାର ଦିନ ପ୍ରାୟ ୧୧ଟି ଜିଲ୍ଲାରେ ଘନ କୁହୁଡି ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି । ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ରର…