Latest Odisha News

BREAKING NEWS

Browsing Tag

combat corona

ଛାତ୍ରଛାତ୍ରୀଙ୍କ ଠାରୁ ତୁରନ୍ତ ଫି’ ଆଦାୟ କରିପାରିବେନି କୌଣସି ଶିକ୍ଷାନୁଷ୍ଠାନ: ୟୁଜିସି

ନୂଆଦିଲ୍ଲୀ: କୌଣସି ବିଶ୍ୱବିଦ୍ୟାଳୟ ତଥା କଲେଜ ତୁରନ୍ତ ଫି’ ଜମା କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ବାଧ୍ୟ କରିପାରିବେ ନାହିଁ ବୋଲି କହିଛି ୟୁନିଭରସିଟି ଗ୍ରାଣ୍ଟ କମିସନ (ୟୁଜିସି) । ଅଧିକ ପଢନ୍ତୁ - ସିବିଏସ୍‌ସି ଛାତ୍ରଛାତ୍ରୀ ନିଜ ଜିଲ୍ଲାରୁ ବସି ଦେଇପାରିବେ ବୋର୍ଡ ପରୀକ୍ଷା: କେନ୍ଦ୍ର…

ଓଡ଼ିଶାରେ ୪୦୦ ଅତିକ୍ରମ କଲେ କରୋନା ରୋଗୀ; ୨୦ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ସୋମବାର ଦିନ ଆଉ ୨୦ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୦୦ ଅତିକ୍ରମ କରିଛି । ଏବେ ରାଜ୍ୟର ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୨୧ରେ ପହଞ୍ଚିଛି । ଏହି ୨୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ଗଞ୍ଜାମ ଜିଲ୍ଲାରୁ ୧୭…

କରୋନା ସହ ଲଢେଇ: ସଚେତନତା ସହ ସେବା କରିଚାଲିଛନ୍ତି ସଞ୍ଜୟ…

ଜଗତସିଂହପୁର: ସମ୍ପ୍ରତି ସମଗ୍ର ବିଶ୍ୱରେ କରୋନା ମହାମାରିର ଭୂତାଣୁ ତାର କାୟା ବିସ୍ତାର କରିଥିବା ବେଳେ ସରକାରୀ ନିର୍ଦ୍ଦେଶନାମା ଅନୁସାରେ ପ୍ରତିଟି ମଣିଷ ନିଜ ନିଜର ବାସ ଗୃହରେ ରହି ମାକ୍ସ ପିନ୍ଧିବା ସହିତ ସାନିଟାଇଜରରେ ରହିବା ଦ୍ୱାରା ହିଁ ଏହି ମହାମାରିକୁ ପ୍ରତିହତ କରିପାରିବା । …

କରୋନା ଅପଡ଼େଟ୍‌: ଓଡ଼ିଶା,ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ଆଜି ସନ୍ଧ୍ୟା ସୁଦ୍ଧା ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ରେ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି ।…

ବିପର୍ଯ୍ୟୟ ପରିଚାଳନାରେ ଅଗ୍ରଣୀ ଓଡ଼ିଶା, ନବୀନ ସରକାରଙ୍କ ଅଭିନନ୍ଦନୀୟ ଭୂମିକା

ଦୂରଦର୍ଶୀ ତଥା ପ୍ରଗତିଶୀଳ ଚିନ୍ତାଧାରା ନବୀନବାବୁଙ୍କ ଶାସନର ବଡ଼ ଲକ୍ଷଣ ବୋଲି ନିସଙ୍କୋଚରେ କୁହାଯାଇପାରିବ| ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସଙ୍ଘୀୟ ବିଚାରକୁ ସଠିକ୍ ଭାବେ ପ୍ରୟୋଗକରିବା ହେଉ ଏବଂ  ଅସ୍ବଛଳବର୍ଗର ଜୀବନଜୀବୀକାକୁ ସୁନିଶ୍ଚିତକରିବା କିମ୍ବା ବିପର୍ଯ୍ୟୟକୁ ପରିଚାଳନାକରିବା…

ଡାକ୍ତର, ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ନେଇ ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଚିକିତ୍ସକ, ସ୍ୱାସ୍ଥ୍ୟ କର୍ମୀ, ବିଶେଷଜ୍ଞ ଓ ଅନ୍ୟସମସ୍ତ ଆଗଧାଡିର କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଢ ତଥା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ସ୍ୱରାଷ୍ଟ୍ର…

ମୟୂରଭଞ୍ଜରେ ଓଡ଼ିଶା ଡିଜିପି; ଅନୁଧ୍ୟାନ କଲେ ଲକଡାଉନ ସ୍ଥିତି

ବାରିପଦା: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ କରୋନା/ଲକଡାଉନ ସଂକ୍ରାନ୍ତୀୟ ଅନୁଧ୍ୟାନ କରିବା ପାଇଁ ଆଜି ମୟୂରଭଞ୍ଜ ଜିଲ୍ଲାରେ ପହଞ୍ଚିଛନ୍ତି । ତାଙ୍କ ସହ ଏ.ଡି.ଜି. ସୌମେନ୍ଦ୍ର କୁମାର ପ୍ରୟଦର୍ଶୀ ମଧ୍ୟ ଆସିଛନ୍ତି । ସିଧାସଳଖ ସେ ଜିଲ୍ଲାର ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦାକୁ ଯାଇ…

ତାଇୱାନର ସତର୍କତାକୁ କାହିଁକି ଅଣଦେଖା କଲ; ‘ଡବ୍ଲ୍ୟୁଏଚଓ’ ଉପରେ ପୁଣି ବର୍ଷିଲେ ଟ୍ରମ୍ପ୍ !

ନ୍ୟୁୟର୍କ: ଅନ୍ତର୍ଜାତୀୟ କୂଟନୀତିରେ ଏବେ ଚୀନ୍ ଏକଘରିକିଆ ହେବାରେ ଲାଗିଛି । ଚୀନର ୟୁହାନ ସହରରେ ପ୍ରଥମେ କରୋନା ଭୂତାଣୁ ସଂକ୍ରମିତ ହେବା ପରେ ଏହା କ୍ରମେ ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା । ଏସମ୍ପର୍କରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅବଗତ ଥିଲେ ମଧ୍ୟ ବିଶ୍ୱ ସମୁଦାୟକୁ…

କରୋନାଭାଇରସ୍ ୱାର୍ଡରେ ସ୍ୱିଡେନ୍ ରାଜକୁମାରୀ ସୋଫିଆ !

ସ୍ୱିଡେନ୍‌: କରୋନାଭାଇରସ୍ ବିରୋଧୀ ଲଢେଇରେ ସାମିଲ ହେଲେ ସ୍ୱିଡେନ୍ ରାଜକୁମାରୀ ସୋଫିଆ । ତେବେ ତଦାରଖ ପାଇଁ ନୁହେଁ ବରଂ ସ୍ୱାସ୍ଥ୍ୟକର୍ମୀ ଭାବେ ସୋଫିଆହେମେଟ୍ ହସ୍ପିଟାଲରେ ସେ ଯୋଗଦେଇଛନ୍ତି । ପ୍ରିନ୍ସ କାର୍ଲ ଫିଲିପଙ୍କୁ ବିବାହ କରିଥିବା ସୋଫିୟା ହସ୍ପିଟାଲରେ ଯୋଗଦେବା ପୂୂର୍ବରୁ…