Latest Odisha News

BREAKING NEWS

Browsing Tag

Compensation

ଜୀବନ ଗଲେ ଦାୟୀ ରହିବେ ପତ୍ନୀ; ଭରଣପୋଷଣ ପାଇଁ ମାଗୁଛନ୍ତି ୧ କୋଟି

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏଆଇ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ପରେ ସାରା ଦେଶରେ ଯୌତୁକ ବ୍ୟବସ୍ଥା ଆଇନକୁ ନେଇ ବିତର୍କ ଆରମ୍ଭ ହୋଇଛି। ଏହାରି ମଧ୍ୟରେ ଗୁରୁଗ୍ରାମରେ ରହୁଥିବା ଜଣେ ୟୁଏକ୍ସ ଡିଜାଇନର୍ ଏହି ଆଇନରେ କିଭଳି ଛନ୍ଦି ହୋଇପଡିଛନ୍ତି ତାହା ବଖାଣିଛନ୍ତି।…

ବାହାନଗା ଟ୍ରେନ୍ ଦୁର୍ଘଟଣା: ଟିକେଟ୍ କରି ନଥିବା ଯାତ୍ରୀଙ୍କୁ ବି ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଅନୁକମ୍ପା ରାଶି ପ୍ରଦାନ ନେଇ ବଡ଼ ସୂଚନା ଦେଇଛି ରେଲୱେ । ରବିବାର ରେଲୱେ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ବିନା ଟିକେଟରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ମଧ୍ୟ ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯିବ । ସୁପ୍ରିମକୋର୍ଟଙ୍କ…

ମମିତା ମେହେରଙ୍କ ପରିବାରକୁ ମିଳିବ ୧୦ ଲକ୍ଷର ସହାୟତା ରାଶି, ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ

ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା ଓ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ଏହି ମାମଲାରେ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଆଗକୁ ଆସିଛି। ଦିବଂଗତ ମମିତା ମେହରଙ୍କ ପରିବାରକୁ…

୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତଦାନ

ଧାମନଗର: ଭଦ୍ରକ ଧାମନଗର ନିର୍ବାଚନଣ୍ଡଳୀ ପାଇଁ ମତଦାନ ଜାରି ରହିଛି ।  ପୂର୍ବାହ୍ନ ୧୧ଟା ସୁଦ୍ଧା ୨୨.୩୬ ପ୍ରତିଶତ ମତ ଦାନ ହୋଇଛି । ଆରମ୍ଭରୁ ୫ଟି ବୁଥରେ ସାମାନ୍ୟ ତ୍ରୁଟି ଥିଲା, ତେବେ ପରେ ସବୁ ଠିକ୍ ଠାକ୍ ଚାଲିଛି ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର…

ନବୋଦୟ ଛାତ୍ର ମୃତ୍ୟୁ ଘଟଣା, ୧୧ ବର୍ଷ ପରେ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ୨୦୧୧ ନଭେମ୍ବର ୩ ତାରିଖ । ପୁରୀ ନବୋଦୟ ବିଦ୍ୟାଳୟ କ୍ୟାମ୍ପସ ଭିତରେ କ୍ରିକେଟ୍ ଖେଳିବା ବେଳେ ଆହତ ହୋଇଥିଲେ ଦ୍ୱାଦଶ ଶ୍ରେଣୀ ଛାତ୍ର ଜୟରାମ ଜେନା । ଜଣେ ଖେଳାଳିଙ୍କ ହାତରୁ ବ୍ୟାଟ୍ ଖସିଯାଇ ଜୟରାମଙ୍କ ମୁହଁରେ ବାଜିଥିଲା । ଫଳରେ ପ୍ରଚୁର ରକ୍ତସ୍ରାବ ହୋଇଥିଲା । ତୁରନ୍ତ ତାଙ୍କୁ…