ବିଆରଏସକୁ ହରାଇବ ସତ୍ତା ବିରୋଧୀ ଲହର, ସୁନାମୀ ଭଳି ଆସୁଛି କଂଗ୍ରେସ !
ଭୁବନେଶ୍ୱର: ଦେଶର ପାଞ୍ଚୋଟି ରାଜ୍ୟର ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ ତିନୋଟି ରାଜ୍ୟର ମତଦାନ ଶେଷ ହୋଇଛି। ଏବେ ରାଜସ୍ଥାନ ଓ ତେଲେଙ୍ଗାନା ଉପରେ ସମସ୍ତଙ୍କର ନଜର ରହିଛି।
ତେଣୁ ତେଲେଙ୍ଗାନାକୁ ନେଇ ଏବେ ନାନା ଆକଳନ କରାଯାଉଛି। ଅନ୍ୟ ପ୍ରମୁଖ ରାଜ୍ୟଗୁଡିକରେ କଂଗ୍ରେସ ଓ ବିଜେପି…