ରାହୁଲ ବୁଝାଇଲେ ବିଜେପିର ସିଷ୍ଟମ, ରାସ୍ତାରେ ବୁଲିଲେ ମୋଦି !
ଭୁବନେଶ୍ୱର: ରାଜସ୍ଥାନ ବିଧାନସଭା ନିର୍ବାଚନ ମତଦାନ ତାରିଖ ପାଖେଇ ଆସୁଥିବାବେଳେ ଉଭୟ ପ୍ରମୁଖ ଦଳ କଂଗ୍ରେସ ଓ ବିଜେପିର ପ୍ରଚାର ଆହୁରି ତୀଵ୍ର ହୋଇଛି। ଉଭୟ ଦଳର କେନ୍ଦ୍ରୀୟ ଶୀର୍ଷ ନେତୃତ୍ୱ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସବୁ ଶକ୍ତି ଲଗାଇ ଦେଇଛନ୍ତି।
ଏହି ଅବସରରେ କଂଗ୍ରେସ…