Latest Odisha News

BREAKING NEWS

Browsing Tag

Copa America football

ସାକାର ହେଲା ମେସିଙ୍କ ସ୍ୱପ୍ନ, ବ୍ରାଜିଲକୁ ହରାଇ ଆର୍ଜେଂଟିନା ଜିତିଲା କୋପା ଆମେରିକା ଟ୍ରଫି

ରିଓ ଡି ଜେନେରିୟୋ: ଆର୍ଜେଂଟିନା ୧-୦ ଗୋଲରେ ବ୍ରାଜିଲକୁ ହରାଇ କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟରେ ଚାମ୍ପିୟନ ହୋଇଛି । ୨୮ ବର୍ଷ ପରେ ଆର୍ଜେଂଟିନା ଟାଇଟଲ ଜିତିବା ସହ ଲିଓନେଲ ମେସିଙ୍କ ସ୍ୱପ୍ନ ସାକାର ହୋଇଛି । ତାଙ୍କ ଅଧିନାକତ୍ୱରେ ପ୍ରଥମ ଥର ପାଇଁ ଆର୍ଜେଂଟିନା କୌଣସି ବଡ…

କୋପା ଆମେରିକା ଫୁଟବଲ : ଆର୍ଜେଂଟିନା-ବ୍ରାଜିଲ ଫାଇନାଲ ମୁକାବିଲା

ନୂଆଦିଲ୍ଲୀ: ବ୍ରାଜିଲରେ ଚାଲିଥିବା କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇଛି । ଶନିବାର ହେବାକୁ ଥିବା ଫାଇନାଲରେ ବିଶ୍ୱ ଫୁଟବଲ ଦୁଇ ଶକ୍ତିଶାଳୀ ଟିମ୍ ଆର୍ଜେଂଟିନା ଓ ବ୍ରାଜିଲ ମଧ୍ୟରେ ମୁକାବିଲା ହେବ । ମଙ୍ଗଳବାର ବିଳମ୍ବିତ ରାତିରେ ଅନୁଷ୍ଠିତ ଦ୍ୱିତୀୟ…

କୋପା ଆମେରିକା ଫୁଟବଲ ଫାଇନାଲରେ ବ୍ରାଜିଲ

ରିଓ ଡେ ଜାନେରିଓ: କୋପା ଆମେରିକା ଫୁଟବଲ ଟୁର୍ଣ୍ଣାମେଂଟର ସଂଘର୍ଷପୂର୍ଣ୍ଣ ସେମିଫାଇନାଲ ମୁକାବିଲାରେ ବ୍ରାଜିଲ ୧-୦ ଗୋଲରେ ପେରୁକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ନେମାର ଜୁନିୟରଙ୍କ ଏକ ଚମତ୍କାର ପାସକୁ ଲୁକାସ ପକେଟା ୩୫ତମ ମିନିଟରେ ଗୋଲରେ ପରିଣତ କରିଥିଲେ । ପ୍ରଥମାର୍ଦ୍ଧ ଶେଷ…