Latest Odisha News
Browsing Tag

CORONA CAMPAIGN

ଭୁବନେଶ୍ୱର ଓ କଟକରେ ନିଃସହାୟଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ବଂଟନ

ଭୁବନେଶ୍ୱର: ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ଅସୁବିଧାରେ ରହିଥିବା ଭୁବନେଶ୍ୱର ଓ କଟକ ସହରର ସହସ୍ରାଧିକ ନିଃସହାୟ ପରିବାରମାନଙ୍କୁ ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଗ୍ରୋସେରୀ ସାମଗ୍ରୀ କିଟ୍ ପ୍ରଦାନ କରାଯାଇଛି । ଚାଉଳ, ଡାଲି, ଚିନି, ଖାଇବା ତେଲ, ମସଲା, ସାବୁନ୍ ଇତ୍ୟାଦି ରହିଥିବା ଏହି…

ସାମାଜିକ ଦୂରତ୍ୱ ନେଇ ରାଜଧାନୀରେ ସଚେତନ କରୁଛନ୍ତି କଳାକାର

ଭୁବନେଶ୍ୱର : କରୋନାକୁ ନେଇ ସବୁ ସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି । ଏବେ ରାଜଧାନୀର ରାଜରାସ୍ତା ଓ ହାଟ ବଜାରରେ ଲୋକଙ୍କୁ ସଚେତନ କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଏକକ ଅଭିନୟ(ମାଇମ୍‌) ତଥା ଥିଏଟର କଳାକାର ଚିତ୍ତରଂଜନ ଶତପଥୀ ନିଜ ଅଭିନୟ…

‘ପିଏମ୍ କେୟାର୍ସ ପାଣ୍ଠି’କୁ ୧୦୦ କୋଟି ଦେଲା ପେଟିଏମ୍ !

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟ କମ୍ପାନୀ ପେଟିଏମ କହିଛି ଯେ ଏହା ପିଏମ୍ - କେୟାର୍ସ ପାଣ୍ଠିରେ ୧୦୦ କୋଟିରୁ ଅଧିକ ଟଙ୍କା ଯୋଗଦାନ କରିଛି।  ଏହି ପାଣ୍ଠି କରୋନାଭାଇରସ୍ ରୋଗ ସହିତ ଲଢ଼ିବା ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି |  ଏହି ପାଣ୍ଠିରେ ୫୦୦ କୋଟି ଟଙ୍କା ଦାନ କରାଯିବ ବୋଲି…

କରୋନାକୁ ଜଗିବ ଲେନ୍‌ସ: ଜିଲ୍ଲା ପ୍ରବେଶପଥରେ ଲାଗିଲା ସିସିଟିଭି !

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରବେଶପଥରେ ଯାନବାହନ ଓ ପଥଚାରୀଙ୍କୁ ତୀକ୍ଷଣ ନଜରରେ ରଖିବା ଲାଗି ସିସିଟିଭି ଖଞ୍ଜିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏସମ୍ପର୍କରେ ଜିଲ୍ଲାପାଳ…

ଲକ୍‌ଡାଉନ ବେଳେ ପିଲାଙ୍କ ପାଇଁ ସରକାର ଆରମ୍ଭ କଲେ ଅନଲାଇନ ପ୍ରତିଯୋଗିତା ‘ମୋ ପ୍ରତିଭା’

ଭୁବନେଶ୍ୱର: ଲକ୍‌ଡାଉନ ଯୋଗୁଁ ଏବେ ପିଲାଏ ଘରେ ରହି ବୋର ହେଉଛନ୍ତି । ସ୍କୁଲ ବନ୍ଦ ସାଙ୍ଗକୁ ଘରୁ ବାହାରିବା ମନା । ସବୁ ଦିନ ସକାଳୁ ସେମାନଙ୍କର ଗୋଟିଏ ପ୍ରଶ୍ନ ‘ଆଉ କେତେ ଦିନ ରହିବ ଏଇ ଲକ୍ ଡାଉନ’ ? ଏହି ସମୟରେ ୫ରୁ ୧୮ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ…

ଆଫ୍ରିଦିଙ୍କ ଦାତବ୍ୟ ସଂସ୍ଥାକୁ ଦାନ କରି ସମାଲୋଚିତ ହେଲେ କ୍ରିକେଟର ଯୁବରାଜ ଓ ହରଭଜନ

ଭୁବନେଶ୍ୱର: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କ ଦାତବ୍ୟ ସଂସ୍ଥାକୁ ଅର୍ଥ ଦାନ କରି ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି କ୍ରିକେଟର ଯୁବରାଜ ସିଂ । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଯୁବରାଜ ଏବଂ…

କରୋନା ସଚେତନତା କ୍ୟାମ୍ପେନରେ ଓଡ଼ିଆ ସେଲିବ୍ରିଟି, କିଏ କ’ଣ କହୁଛନ୍ତି ?

କରୋନା ସହ ଲଢ଼େଇ । ଏବେ ସମୟ ହାରିବାର, ନୁହେଁ ହରାଇବା ପାଇଁ ଆଗେଇ ଆସିବାର ବେଳ । ଘଡିସନ୍ଧି ମୁହୂର୍ତ୍ତରେ ଜନସଚେତନତା ହିଁ ଆମକୁ ଏହି ଲଢେଇରେ ଜିତାପଟ ଆଣିଦେବ । ଲୋକଙ୍କୁ ସଚେତନ କରାଇବା ପାଇଁ କ୍ୟାମ୍ପେନ୍ ଆରମ୍ଭ କରିଛନ୍ତି ସେଲିବ୍ରିଟି । ସଂକ୍ରମଣ ରୋକିବା ଦିଗରେ ଜନ ସଚେତନତା ସୃଷ୍ଟି…