Latest Odisha News
Browsing Tag

Corona Virus

କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ ଜଲଓ୍ୱା, ଦେଖନ୍ତୁ ଭିଡିଓ

ବେଙ୍ଗାଳୁରୁ: ବାଜୁଛି ମ୍ୟୁଜିକ୍ । ଜମୁଛି ଡ୍ୟାନ୍ସ ଜଲଓ୍ୱା । ଗୀତର ତାଳେ ତାଳେ ଜବରଦସ୍ତ ଡ୍ୟାନ୍ସ । କୌଣସି ଷ୍ଟେଜ ପରଫରମାନ୍ସ ପାଇଁ ରିହରସାଲ୍ ଭଳି ଲାଗୁଛି । କିନ୍ତୁ ସେମିତି କିଛି ନୁହେଁ । କୋଭିଡ୍ କେୟାର ସେଣ୍ଟରରେ ଡ୍ୟାନ୍ସ । ଏମିତି ଏକ ଭିଡିଓ ଏବେ ସାମନାକୁ ଆସିଛି କର୍ଣ୍ଣାଟକର…

କରୋନା ତାଣ୍ଡବ: ଦେଶରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୬ ହଜାରରୁ ଅଧିକ ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୨୧,୬୦୪

ନୂଆଦିଲ୍ଲୀ: ଦିନକୁ ଦିନ ଭାରତରେ ଗମ୍ଭୀର ହେଉଛି କରୋନା ସ୍ଥିତି । ହୁ ହୁ ହୋଇ ଦେଶର ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ଗତ ୨୪ ଘଣ୍ଟାରେ ଭାରତରେ ସର୍ବାଧିକ ୨୬,୫୦୬ ଜଣ ସଂକ୍ରମିତ ହୋଇଥିବା ବେଳେ ୪୭୫ ଜଣ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭,୯୩,୮୦୨…

ମୁମ୍ବାଇ ଲାଲବାଗରେ ଏବର୍ଷ ହେବନି ଗଣେଷ ଉତ୍ସବ

ମୁମ୍ୱାଇ: କରୋନା ମହାମାରୀ ପାଇଁ ଚଳିତବର୍ଷ ଦେଶେ ଫିକା ପଡ଼ିଛି ପର୍ବପର୍ବାଣୀ । ମୁମ୍ବାଇରେ ଏବର୍ଷ ଗଣେଶ ଉତ୍ସବ ବି ମାନ୍ଦା ରହିବ । ଲାଲବାଗରେ ଚଳିତବର୍ଷ ଗଣେଶ ଉତ୍ସବ ପାଳନ କରାଯିବନି । ଆଜି ଏହି ଘୋଷଣା କରିଛି ଲାଲବାଗଚା ରାଜା ଗଣେଶ ଉତ୍ସବ ମଣ୍ଡଳ । ଲାଲବାଗରେ ଏବର୍ଷ ଗଣେଶ ଉତ୍ସବ…

ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ସଂକ୍ରମିତ

ଇସଲାମାବାଦ: ପାକିସ୍ତାନରେ ଏବେ କରୋନା ମହାମାରୀ ଉତ୍କଟ ରୂପ ଧାରଣ କରିଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟୁସୁଫ ରାଜା ଗିଲାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ପାକିସ୍ତାନୀ ଗଣମାଧ୍ୟମ ‘ଡନ୍‌’ ରେ ଏକ ରିପୋର୍ଟ ପ୍ରକାଶିତ ହୋଇଛି । ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ…

ଭାରତରେ କୋଭିଡ ୧୯ ସଂକ୍ରମିତଙ୍କ ମଧ୍ୟରେ ଅଛନ୍ତି ୧୦୦ ଜଣ ୧୨ବର୍ଷରୁ କମ୍ ପିଲା

ନୂଆଦିଲ୍ଲୀ : ଭାରତରେ କୋଭିଡ ୧୯ ସଂକ୍ରମଣର ଶିକାର ହେଉଛନ୍ତି ୧୨ ବର୍ଷରୁ କମ୍ ପିଲା । ଦିନକୁ ଦିନ ଏହି ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ବିଭିନ୍ନ ରାଜ୍ୟରେ ୧୨ ବର୍ଷରୁ କମ ପ୍ରାୟ ୧୦୦ଜଣ ପିଲା ସଂକ୍ରମିତ ହୋଇଥିବା ଜଣାପଡିଛି । ପିଲାମାନେ ସଂକ୍ରମିତ ହେଲେ ସେମାନଙ୍କଠାରେ…

ଆଉ ଜଣେ କରୋନା ପଜିଟିଭ ଚିହ୍ନଟ, ମୋଟ ସଂଖ୍ୟା ୫୬ ଛୁଇଁଲା

ଭୁବନେଶ୍ୱର : ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ମୋଟ ପଜିଟିଭଙ୍କ ସଂଖ୍ୟା ୫୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୬୪ ଟି ସ୍ୱାବ ନମୁନା ପରୀକ୍ଷା ହୋଇଥିବା ବେଳେ ଜଣେ ପଜିଟିଭ ବାହାରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

କଳାହାଣ୍ଡିର ଜଣେ କରୋନା ପଜିଟିଭ ରୋଗୀ ସୁସ୍ଥ ହେଲେ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଅଂଚଳରୁ ଚିହ୍ନଟ ହୋଇଥିବା ଦୁଇ ଜଣ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଜଣେ ଚିକିତ୍ସା ପରେ ସୁସ୍ଥ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟରରେ ଦିଆଯାଇଥିବା…

୫୩ ଓ ୫୪ ନମ୍ବର କୋଭିଡ୧୯ ପଜିଟିଭ ରୋଗୀଙ୍କ ଜାଣନ୍ତୁ ଟ୍ରାଭେଲ ହିଷ୍ଟ୍ରି

ଭୁବନେଶ୍ୱର : ଗତ କାଲି ଚିହ୍ନଟ ହୋଇଥିବା ୪ କରୋନା ପଜିଟିଭ ରୋଗୀଙ୍କ ମଧ୍ୟରୁ ଦୁଇ ଜଣ ସୁନ୍ଦରଗଡ ବିଶ୍ରାର ହୋଇଥିବା ବେଳେ ତୃତୀୟ ଜଣକ ଝାରପଡାର ଓ ଚତୁର୍ଥ ଜଣଙ୍କ କେନ୍ଦ୍ରାପଡା ରାଜନଗର ଅଂଚଳର ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୫୩ନମ୍ବର କରୋନା ପଜିଟିଭ ଭୁବନେଶ୍ୱର…

କେନ୍ଦ୍ରାପଡାରୁ ଆଉ ଜଣେ କରୋନା ରୋଗୀ ଚିହ୍ନଟ

ରାଜନଗର: ଶନିବାର ଚିହ୍ନଟ ହୋଇଥିବା ରାଜ୍ୟର ୪ କରୋନା ପଜିଟିଭଙ୍କ ମଧ୍ୟରୁ ଜଣେ କେନ୍ଦ୍ରାପଡାର ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ମହିଳା ଜଣଙ୍କ ରାଜନଗର ଅଂଚଳର ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । କରୋନା ପଜିଟିଭ ଚିହ୍ନଟ ଏହି ମହିଳା ଜଣଙ୍କ କିଛି ଦିନ ତଳେ ପଡୋଶୀ…

୪୯ ନମ୍ବର କରୋନା ପଜିଟିଭ ରୋଗୀଙ୍କ ସମ୍ପୂର୍ଣ୍ଣ ଗସ୍ତ ବିବରଣୀ ଦେଲା ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ଚିହ୍ନଟ ୪୯ ନମ୍ବର କରୋନା ପଜିଟିଭ ରୋଗୀଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେଲା ସ୍ୱାସ୍ଥ୍ୟ ବିଭାଗ । ସେ ୪୧ ତମ କରୋନା ପଜିଟିଭ ରୋଗୀଙ୍କ ସମ୍ପର୍କରେ ଆସିଥିଲେ । ତାଙ୍କ ଘର ମଧୁସୂଦନ ନଗରରେ ବୋଲି ସୂଚନା ଦିଆଯାଇଛି । ୩୫ବର୍ଷୀୟା ଏହି ମହିଳା ଜଣଙ୍କ…