ଦେଶରେ କୋଭିଡ-୧୯ ପ୍ଲାଜମା ବ୍ୟାଙ୍କ ସଂଖ୍ୟାକୁ ନେଇ କୌଣସି ତଥ୍ୟ ନାହିଁ: କେନ୍ଦ୍ର
ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ପାଇଁ ଧାର୍ଯ୍ୟ ପ୍ଲାଜମା ବ୍ୟାଙ୍କ ସଂଖ୍ୟା ବିଷୟରେ କୌଣସି ତଥ୍ୟ ନଥିବା ସରକାର ରାଜ୍ୟସଭାକୁ କହିଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା କୋଭିଡ-୧୯ ଚିକିତ୍ସା ପାଇଁ କନଭାଲେସେଣ୍ଟ ପ୍ଲାଜମା ଥେରାପି ସୁପାରିଶ କରାଯାଇ ନାହିଁ ଏବଂ ପ୍ଲାଜମା ବ୍ୟାଙ୍କ ଗଠନ…