Latest Odisha News

BREAKING NEWS

Browsing Tag

coronascare

କରୋନା ଅପଡେଟ୍ ; ୫୦୦୦ ଲୋକଙ୍କୁ ରାସନ୍ ଯୋଗାଇବେ ସଚ୍ଚିନ ତେନ୍ଦୁଲକର !

ମୁମ୍ବାଇ: କରୋନା ମହାମାରୀରେ ଲଗାତାର ଅସହାୟଙ୍କୁ ସହାୟତା ଦେଇଆସୁଛନ୍ତି କ୍ରିକେଟ ର ଭଗବାନ ବୋଲାଉଥିବା ସଚ୍ଚିନ ତେନ୍ଦୁଲକର । ମୁମ୍ବାଇର ଶିବାଜୀ ନଗର ଅଂଚଳରେ ଥିବା ୫ ହଜାର ଲୋକଙ୍କୁ ସେ ରାସନ୍ ଯୋଗାଇବେ । Thankyou,@sachin_rt for stepping in & helping Apnalaya help…

କୋଭିଡ୍‌-୧୯ ପ୍ରଭାବ; ୱିମ୍ବଲଡନ୍ ୨୦୨୦ ବାତିଲ୍‌ !

ଲଣ୍ଡନ: ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପ୍ରଥମ ଥର ପାଇଁ ସର୍ବଶ୍ରେଷ୍ଠ ତଥା ପ୍ରତିଷ୍ଠିତ ଟେନିସ୍ ପ୍ରତିଯୋଗୀତାକୁ ୱିମ୍ବଲଡନ୍‌କୁ ବାତିଲ କରାଯାଇଛି । ଏଥିପାଇଁ କାରଣ ସାଜିଛି କରୋନା ମହାମାରୀ । It is with great regret that the AELTC has today decided that The Championships…

କରୋନା ଆତଙ୍କ: ୩ ହଜାର କଏଦୀଙ୍କୁ ଖଲାସ କରିବ ତିହାର ଜେଲ୍ !

ନୂଆଦିଲ୍ଲୀ: କରୋନା ମହାମାରୀ ଭୟରେ ୩ ହଜାର କଏଦୀଙ୍କୁ ଜେଲରୁ ଖଲାସ୍ କରିବ ଦିଲ୍ଲୀର ତିହାର ଜେଲ୍ । ଆଗାମୀ ୩ ରୁ ୪ ଦିନ ଭିତରେ କଏଦୀଙ୍କୁ ଖଲାସ କରିବାକୁ ଯୋଜନା କରିଛନ୍ତି ଜେଲ ଅଧିକାରୀ । ନ୍ୟୁଜ ଏଜେନ୍ସି ଏଏନଆଇର ରିପୋର୍ଟ ଅନୁଯାୟୀ ଅସ୍ଥାୟୀ ରୂପେ ଜେଲରୁ ସର୍ବମୋଟ୍ ୩ ହଜାର…