Latest Odisha News

BREAKING NEWS

Browsing Tag

Corruption

ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଛାଟ: ବିଦା ହେଲେ ଡିଆଇଜିଙ୍କ ସମେତ ୭ ବରିଷ୍ଠ ଅଧିକାରୀ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ରାଜ୍ୟ ସରକାର ପୁଣି ନେଲେ ବଡ କାର‌୍ୟ୍ୟାନୁଷ୍ଠାନ । ଦୁର୍ନୀତି ମାମଲା ଥିବା ଡିଆଇଜି, ଜେଲ ଗୋପବନ୍ଧୁ ମଲ୍ଲିକଙ୍କ ସମେତ ୭ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏହି ମଧ୍ୟରେ ଅଛନ୍ତି ଇସ୍ପାତ ଓ ଖଣି ବିଭାଗର ୨ ଅଧିକାରୀ, ଜଣେ ସିଡିପିଓ, ଜଣେ…

ଦୁର୍ନୀତି ବିକାଶର ବଡ ଶତ୍ରୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୁର୍ନୀତି ବିରୋଧରେ ଲଢେଇ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକଙ୍କ ଆହ୍ୱାନ । ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ  ଉଦବୋଧନ ଅବସରରେ ନବୀନ କହିଛନ୍ତି ଯେ, ''ଦୁର୍ନୀତି ବିକାଶର ବଡ ଶତ୍ରୁ ।  ଦୁର୍ନୀତି ଲଢେଇରେ ଆମ ସରକାର ବିଶ୍ୱାସ କରେ । ଆମେ ଲଢେଇ କରିଛୁ ଗରିବି ବିରୋଧରେ,…

ଦୁର୍ନୀତି ନିବାରଣରେ ଲେଖକମାନଙ୍କର ଭୂମିକା

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଦୁର୍ନୀତି ସାହିତ୍ୟକୁ ବି ଗ୍ରାସିଛି । ସରକାରୀ ସ୍ୱୀକୃତି, ମାନପତ୍ର, ପୁରସ୍କାର ପାଲାରେ ନିଜେ ଲେଖକ ଗୋଷ୍ଠୀର ବହୁଳାଂଶ ଲବି କରିବାରେ ବ୍ୟସ୍ତ । ଏପରିକି ରାଜ୍ୟ ସରକାର କିଣୁଥିବା ଲେଖକମାନଙ୍କର ବହି ସିଲେକ୍‌ସନ୍‌ରେ ଲାଂଚ କାରବାର…

ଜେଲ ଗଲେ କୋଟିପତି ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଭିଜିଲାନ୍ସରେ ଜାଲରେ ପଡିଥିବା କୋଟିପତି ଯନ୍ତ୍ରୀ ରବୀନ୍ଦ୍ର ପ୍ରଧାନଙ୍କୁ ଜେଲ ପଠାଯାଇଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ରବୀନ୍ଦ୍ର ୩ ତାରିଖ ଯାଏଁ ଜେଲରେ ରହିବେ । ରବୀନ୍ଦ୍ରଙ୍କର ଜବତ ସମ୍ପତ୍ତିର ମୂଲ୍ୟ ୬ କୋଟି ୫୮ ଲକ୍ଷ ଟଙ୍କା ହୋଇଥିବା ଆକଳନ…