Latest Odisha News

BREAKING NEWS

Browsing Tag

COVID-19

କରୋନାରେ ଚାଲିଗଲେ ଖଣ୍ଡଗିରି ଥାନା ଏଏସ୍‌ଆଇ

ଭୁବନେଶ୍ୱର: କରୋନା ନେଲା ଆଉ ଜଣେ କୋଭିଡ ଯୋଦ୍ଧାଙ୍କ ଜୀବନ । ଭୁବନେଶ୍ୱର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ଏଏସ୍‌ଆଇ ଶିଶିର କୁମାର ସେଠୀଙ୍କ ମୃତ୍ୟୁ ହୋଇଛି । ସେ କରୋନା ଲଢ଼େଇରେ ହାରିଯାଇଛନ୍ତି । ଏନେଇ ଭୁବନେଶ୍ୱର ଡିସିପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ତାଙ୍କ ଭଳି ଜଣେ ଦକ୍ଷ ଅଫିସରଙ୍କୁ…

କରୋନା ହେଲେ କିଭଳି ସଂକ୍ରମିତ ହୁଏ ଶ୍ୱାସନଳୀ, ଫଟୋ ଜାରି କଲେ ବୈଜ୍ଞାନିକ

ୱାଶିଂଟନ: ସାମ୍ନାକୁ ଆସିଲା କରୋନା ଭାଇରସ ସଂକ୍ରମିତ ଜୀବକୋଷର ଫଟୋ । ଏହି ଫଟୋକୁ ବୈଜ୍ଞାନିକମାନେ ଜାରି କରିଛନ୍ତି । ଏହି ଫଟୋ ହେଉଛି ପରୀକ୍ଷାଗାରରେ ବିକଶିତ କରାଯାଇଥିବା କରୋନା ଭାଇରସ ଆକ୍ରାନ୍ତ ଶ୍ୱାସନଳୀ ଜୀବକୋଷର । ଫୁସ୍‌ଫୁସ୍‌ରେ ଥିବା ପ୍ରତି ଜୀବକୋଷରେ କେତେ ସଂଖ୍ୟକ ଭୂତାଣୁ…

କରୋନା ପଜିଟିଭ ଚିହ୍ନଟ ହେଲେ ଆଉ ଜଣେ ବିଧାୟକ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କର ସାମାନ୍ୟ ଲକ୍ଷଣ ଥିବା ଯୋଗୁଁ ଆଜି ସେ ଭୁବନେଶ୍ୱରରେ ତାଙ୍କ କରୋନା ପରୀକ୍ଷା କରିଥିଲେ । ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି…

‘କରୋନାରୁ ସୁସ୍ଥ ହେବା ପରେ ଖାଆନ୍ତୁ ଚ୍ୱବନପ୍ରାଶ’

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ମହାମାରୀ କରୋନା । ତେବେ ଭାରତରେ ସଂକ୍ରମିତଙ୍କ ତୁଳଦାରେ ସୁସ୍ଥ ହାର ଢ଼େର ଅଧିକା ରହିଛି । ତେଣୁ କରୋନାରୁ ସୁସ୍ଥ ହୋଇ ଫେରିବା ପରେ ମଧ୍ୟ କିଭଳି ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବେ ସେନେଇ କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ପକ୍ଷରୁ ଏକ ଗାଇଡଲାଇନ୍…

ଭଲ ଖବର, ପୁଣି ଆରମ୍ଭ ହେଲା ଅକ୍ସଫୋର୍ଡର କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ପୁଣି ଆରମ୍ଭ ହେଲା କରୋନା ଟିକାର ପରୀକ୍ଷଣ । ଅକ୍ସଫୋର୍ଡ କରୋନା ଟିକାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଥିବା ବେଳେ ଏବେ ପୁଣି ପରୀକ୍ଷଣ ଆରମ୍ଭ ହୋଇଛି । ବର୍ତ୍ତମାନ ଟିକା ସୁରକ୍ଷିତ ଥିବା ନେଇ ମେଡିସିନସ ହେଲଥ ରେଗୁଲେଟରୀ ଅଥୋରିଟି ଅନୁମତି ଦେବା ପରେ ବ୍ରିଟେନରେ ଟିକାର…

ଭୁବନେଶ୍ୱରରେ ଆଜି ୪୮୦ ପଜିଟିଭ, ୬୪୨ ସୁସ୍ଥ

ଭୁବନେଶ୍ୱର: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୪୮୦ ଜଣ କରୋନା ପଜିଟିଭ୍ । ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୮୨ ଜଣ ରହିଥିବା ବେଳେ ୨୯୮ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୬୪୨ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ ଜରିଆରେ ଏହି…

ଦୋକାନରେ ମିଳିବ କରୋନା ଔଷଧ, ଅନୁମତି ଦେଲା ଡିସିଜିଆଇ

ନୂଆଦିଲ୍ଲୀ: ଏଣିକି ଦୋକାନରେ ମିଳିବ କରୋନା ଔଷଧ । ସାଧାରଣରେ ବିକ୍ରି ପାଇଁ ଅନୁମତି ଦେଲା ଡିସିଜିଆଇ । କେତେକ ସର୍ତ୍ତ ସହ ଫେଭିପିରାଭିର ଟାବଲେଟ ପାଇଁ ଅନୁମତି ମିଳିଛି । ଏହାସହ ରେମଡେସିଭିର ଇଞ୍ଜେକ୍ସନ ବିକ୍ରିକୁ ମଧ୍ୟ ଅନୁମତି ମିଳିଛି । ଔଷଧ ବିକ୍ରି ପର୍ବରୁ ପ୍ରେସକିପସନର ଫୋଟ କପି…

ଭାରତରେ ବନ୍ଦ ହେଲା କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ଅକ୍ସଫୋର୍ଡ କରୋନା ଟିକାରେ ଲାଗିଲା ବ୍ରେକ୍ । ଭାରତରେ କରୋନ ଟିକା ପରୀକ୍ଷଣ ସାମୟିକ ଭାବେ ବନ୍ଦ ହୋଇଛି । ପରୀକ୍ଷଣ ବନ୍ଦ ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୂଚନା ଦେଇଛି । ଡିସିଜିଆଇର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।…

ଭୁବନେଶ୍ୱରରେ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର: ଭୁବନେଶ୍ୱରରେ ଲାଗୁ ହେବ ଗଂଜାମ ଫର୍ମୁଲା । ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବାକୁ ବିଏମ୍‌ସି ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । କରୋନକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ୱରରେ ଗଂଜାମ ଫର୍ମୁଲା ଲାଗୁ କରିବାକୁ…

ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକା ପରୀକ୍ଷଣ

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେବନି ଅକ୍ସଫୋର୍ଡ ଟିକାର ପରୀକ୍ଷଣ । ଏନେଇ ସ୍ପଷ୍ଟ କରିଛି ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ । ସେରମ ଇନ୍‌ଷ୍ଟିଚ୍ୟୁଟ କହିଛି, ଭାରତରେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଏବଂ ଆଷ୍ଟ୍ରାଜେନେକା ଦ୍ବାରା ବିକଶିତ ହୋଇଥିବା କୋଭିଡ -୧୯ ଟିକାର କ୍ଲିନିକାଲ…