Latest Odisha News

BREAKING NEWS

Browsing Tag

COVID-19

‘ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱରରେ ଆକ୍ଟିଭ କେସ୍ ୫ ହଜାର ଟପିବ’

ଭୁବନେଶ୍ୱର: ଗଲା ମାସରେ ଭୁବନେଶ୍ୱରରେ ସେରୋଲଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ଅନୁସାରେ କମ୍ ଲୋକଙ୍କ ଦେହରେ ଆଂଟିବଡି ରହିଛି । ଅନ୍ୟ ସହର ତୁଳନାରେ ଭୁବନେଶ୍ୱର କମ୍ ପ୍ରଭାବିତ ହୋଇଛି । ଏବେ ରାଜଧାନୀରେ ସଂକ୍ରମଣ ଶୀର୍ଷରେ ରହିଛି ବୋଲି ଆଜି ବିଏମ୍‌ସି କମିଶନର ସାମ୍ବାଦିକ ସମ୍ମିଳନୀରେ…

ରାଜ୍ୟରେ ୨୪ ଘଂଟାରେ ୬୦ ହଜାରରୁ ଅଧିକ ନମୂନା ପରୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାରରୁ ଅଧିକ ନମୂନା ପରୀକ୍ଷା ହୋଇଛି । ଗତ ୨୪ ଘଂଟାରେ ୬୧ହଜାର ୩୭୯ ନମୂନା ପରୀକ୍ଷା କରାଯାଇଛି । ତେବେ ବଡ କଥା ହେଉଛି ଯେ, ମୋଟ ନମୂନାରୁ ୫୪ ହଜାର ୨୪୩ ଟି ଆଂଟିଜେନ୍ ଟେଷ୍ଟ ହୋଇଛି । କରୋନା ପାଇଁ ଅଧିକ ବିଶ୍ୱସନୀୟ କୁହାଯାଉଥିବା ଆରଟିପିସିଆର…

କୋଭିଡ୍ ପଜିଟିଭିଟିରେ ଓଡିଶାର ହାର କମ୍‌

ଭୁବନେଶ୍ୱର: କରୋନା ମହାମାରୀ ନିୟନ୍ତ୍ରଣରେ ଓଡିଶାର ସ୍ଥିତି ଭଲ ରହିଛି । ଦେଶର ପଜିଟିଭିଟି ହାରଠାରୁ ଓଡିଶାର ହାର କମ । ପଜିଟିଭିଟିି ରେଟ୍‌ରେ ଓଡିଶାର ପ୍ରଦର୍ଶନ ଭଲ ରହିଛି । ଦେଶରେ ପଜିଟିଭିଟି ହାର ୮.୬୯ ପ୍ରତିଶତ ଥିବା ବେଳେ ଓଡିଶାର ପଜିଟିଭିଟି ହାର ରହିଛି ୬ ପ୍ରତିଶତ । ୨୬ଟି ରାଜ୍ୟ…

ମଠସାହିରୁ ୧୫ ଜଣଙ୍କ ସମେତ କଟକ ସହରରୁ ପୁଣି ୧୬୨ ପଜିଟିଭ ଚିହ୍ନଟ

କଟକ: ସିଲଭର ସିଟି କଟକ ସହରରୁ ପୁଣି ବାହାରିଲେ ପଜିଟିଭ । ଆଜି ସିଏମ୍‌ସିରୁ ୧୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ବିଭିନ୍ନ ସଙ୍ଗରୋଧରୁ ୧୦୦ ଓ ସ୍ଥାନୀୟ ଆକ୍ରାନ୍ତ ୬୨ ଜଣ ଅଛନ୍ତି । ଏସ୍‌ସିବି ଆଇସୋଲେସନରୁ ୪ ଜଣ କୋଭିଡ ଯୋଦ୍ଧା ଜଣେ ପୁରୁଷ ଓ ୩ ଜଣ…

ଆଜି ଗୋଟିଏ ଦିନରେ ଭୁବନେଶ୍ୱରରୁ ସର୍ବାଧିକ ୩୭୦ ପଜିଟିଭ ଚିହ୍ନଟ

ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବଢ଼ୁଛି ବିପଦ । ଆଜି ଗୋଟିଏ ଦିନରେ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୩୭୦ ପଜିଟିଭ। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୦୪ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୫୦ଜଣ ସୁସ୍ଥ…

ସୁସ୍ଥ ହେଲେ ଆଉ ୧୫୩୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଦେଶରେ ବଢ଼ୁଛି କରୋନା ସୁସ୍ଥ ହାର । ରାଜ୍ୟରେ ଆଜି  ଆଉ ୧୫୩୫ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ମୋଟ୍ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୫୩୧୫ରେ ପହଁଚିଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨୮୭, ସୁନ୍ଦରଗଡରୁ ୧୭୮,…

କୋରାପୁଟରେ ହେବ ପ୍ଲାଜମା ବ୍ୟାଙ୍କ, ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା । ପ୍ରତିଦିନ ଏକ ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାର ମୁକାବିଲା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନାରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲାରେ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବାକୁ ପରାମର୍ଶ…

ଭୁବନେଶ୍ୱରରେ ଆଜି କରୋନାର ଡବଲ ସେଞ୍ଚୁରୀ

ଭୁବନେଶ୍ୱର: ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଆଜି କରୋନା ମାରିଛି ଡବଲ ସେଂଚୁରୀ । ଏକାଥରକେ ୨୨୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଭୁବନେଶ୍ୱର ମହାନଗର ନିଗମରୁ । ସେଥିରୁ ୧୩୬ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୮୪ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହାସହ ୧୨୩ଜଣ ସୁସ୍ଥ ହୋଇଛନ୍ତି ।…

ସିଏମ୍‌ସିରେ ପୁଣି ୭୯ ପଜିଟିଭ, ୨୩ ଲୋକାଲ କେସ୍‌

କଟକ: ସିଲଭର ସିଟିରେ ଲାଗୁନି କରୋନାକୁ ବ୍ରେକ୍ । ଆଜି ପୁଣି କଟକ ମହାନଗର ନିଗମରୁ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ କଂଟେନ୍‌ମେଂଟ ଜୋନ, ୧୨ ଜଣ ସରକାରୀ କ୍ୱାରେଂଟାଇନ୍ ଓ ୨୩ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମ୍‌ସି ଟ୍ୱିଟ୍ କରି…

ଆଜି ସୁସ୍ଥ ହେଲେ ଆଉ ୧୫୫୦, ୪୨ ହଜାର ଡେଇଁଲା ମୋଟ ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଆଜି ପୁଣି ୨୯ଟି ଜିଲ୍ଳାରୁ ୧୫୫୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟ ମୋଟ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୨,୧୭୬ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି…