Latest Odisha News
Browsing Tag

COVID-19

ମୁଖ୍ୟମନ୍ତ୍ରୀମାନଙ୍କ ସହ ମୋଦୀଙ୍କ ଆଲୋଚନା, ଦେଲେ ୭୨ ଘଂଟିଆ ଫର୍ମୁଲା

ନୂଆଦିଲ୍ଲୀ: ଦେଶରେ ବ୍ୟାପୀ ଚାଲିଛି କରୋନା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଦେଶର ୧୦ଟି ରାଜ୍ୟ । ମହାରାଷ୍ଟ୍ର, ତାମିଲନାଡୁ, ବିହାର, ଗୁଜରାଟ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ତେଲଙ୍ଗାନା, ଅନ୍ଧ୍ରପ୍ରଦେଶ, ପଂଜାବ ଓ କର୍ଣ୍ଣାଟକ । ଏହି ୧୦ଟି ରାଜ୍ୟ କରୋନାକୁ ମାତ୍ ଦେଇପାରିଲେ ଭାରତ…

ଆସିଲା ବିଶ୍ୱର ପ୍ରଥମ କରୋନା ଟିକା

ମସ୍କୋ: ଆସିଲା ବିଶ୍ୱର ପ୍ରଥମ କରୋନା ଟିକା । ଏହି ଟିକାକୁ ଆଣିଛି ଋଷ । ଏନେଇ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଘୋଷଣା କରିଛନ୍ତି । ବିଶ୍ୱର ପ୍ରଥମ କରୋନା ଟିକା ଭାବେ ଋଷ ପଂଜୀକରଣ କରିଛି । ଋଷ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହି ଭ୍ୟାକ୍ସିନକୁ ମଞ୍ଜୁରି ଦେଇଛି । ପୁଟିନଙ୍କ ଝିଅକୁ ବିଶ୍ୱର…

ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କରୋନା ପଜିଟିଭ

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୁଁ ଆଜି କରୋନା ପଜିଟିଭ ହେଇଥିବା କଥା ଜଣା ପଡ଼ିଛି । ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ…

ରାଜ୍ୟରେ ମନ୍ଦିର ଖୋଲିବା ନେଇ ବିଚାର ଚାଲିଛି

ଭୁବନେଶ୍ୱର: ରାଜ୍ୟରେ ମନ୍ଦିର ଖୋଲିବା ନେଇ ହାଇକୋର୍ଟଙ୍କ ପକ୍ଷରୁ ଗ୍ରୀନ୍ ସିଗ୍‌ନାଲ ମିଳି ସାରିଛି । ତେବେ ମହାମାରୀ କରୋନା ଭିତରେ ମନ୍ଦିର ଖୋଲିବ ନା ନାହିଁ ସେ ନେଇ ବିଚାର ବିମର୍ଷ ଚାଲିଛି ବୋଲି କହିଛନ୍ତି ଆଇନମନ୍ତ୍ରୀ ପ୍ରତାପ ଜେନା । କୋଭିଡ ନିୟମ ନେଇ ଆଲୋଚନା ଜାରି ରହିଛି ବୋଲି…

ଚିନ୍ତା ବଢ଼ାଇଲା କଟକର କଂଟେନମେଂଟ ଜୋନ୍‌, ପୁଣି ଆଉ ୩୨ ଚିହ୍ନଟ

କଟକ: ଆଜି କଟକରୁ ପୁଣି ଆଉ ନୂଆ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ମାଗୋଦାମ, ବେହେରା ସ।।ହି ଓ ଜଲୁଆ ସାହି କଂଟେନମେଂଟ ଜୋନ୍‌ରୁ ୩୨ ଜଣ ଆକ୍ରାନ୍ତ ଅଛନ୍ତି । ଏହି ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଜଣ ପୁରୁଷ ଥିବା ବେଳେ ଅଛନ୍ତି ୧୧ ଜଣ ମହିଳା ।…

କଟକର କଂଟେନମେଂଟ ଜୋନ୍‌ରୁ ଅଧିକ କୋଭିଡ ପଜିଟିଭ ଚିହ୍ନଟ: ସିଏମ୍‌ସି କମିଶନର

କଟକ: କଟକର କଂଟେନମେଂଟ ଜୋନ୍‌ରୁ ଅଧିକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସହରର ଜଟି କଂଟେନମେଂଟ ଜୋନ୍‌ରୁ ୪୦୪ଟି କରୋନା ଆକ୍ରାନ୍ତ ବାହାରିଛନ୍ତି । ବେହେରା ସାହିରେ ୧୨୦୦ ଲୋକ ରହୁଥିବା ବେଳେ ଏଠାରୁ ୬୮୯ ଜଣଙ୍କର ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୨୮୦ ଜଣଙ୍କର ନମୁନା ପଜିଟିଭ ଆସିଛି…

ଆଜି ଭୁବନେଶ୍ୱରୁ ପୁଣି ୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ କରୋନା ବିପଦ ବଢ଼ିବାରେ ଲାଗିଛି । ଏଠାରେ କରୋନା ଗ୍ରାଫ ଉପର ମୁହାଁ ରହିଛି । ଆଜି ପୁଣି ଭୁବନେଶ୍ୱରରୁ ୧୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୬୮ ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।…

‘ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ସଂକ୍ରମଣ ସଂଖ୍ୟା ଅଧିକ’

କଟକ: ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ସିଲିଭର ସିଟି କଟକରେ ମଧ୍ୟ ବିପଦ ବଢ଼ୁଛି । ଗ୍ରାମାଂଚଳ ଅପେକ୍ଷା ସହରାଂଚଳରେ ଅଧିକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗ୍ରାମାଂଚଳରେ ୬୪.୯% ଏବଂ ସହରାଂଚଳରେ ୫୩.୦୧% ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ଆଜି ସାମ୍ବାଦିକ…

କାଲିଠୁ ତିନି ଦିନ କାମାକ୍ଷାନଗର NAC ସଟଡାଉନ୍

କାମାକ୍ଷାନଗର(ଢେଙ୍କାନାଳ): ଢେଙ୍କାନାଳ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ଭିତରେ କାମାକ୍ଷାନଗର ଏନଏସିରୁ ଅଛନ୍ତି କେବଳ ୧୯ ଜଣ । ଏହାକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ତିନି ଦିନ ସଟଡାଉନ୍ ରହିବ କାମାକ୍ଷାନଗର ଅଞ୍ଚଳ । ଏହି ନିର୍ଦ୍ଦେଶନାମା…

ସୁସ୍ଥ ହେଲେ ଆଉ ୧୫୪୪ ସଂକ୍ରମିତ, ୩୦ ହଜାର ଡେଇଁଲା ଆରୋଗ୍ୟ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଛି କରୋନା ସୁସ୍ଥ ହାର । ଆଜି ପୁଣି ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ୧୫୪୪ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୩୦,୨୪୧ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…