Latest Odisha News

BREAKING NEWS

Browsing Tag

COVID-19

ଅଗଷ୍ଟରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ: ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ବଢିବ କରୋନା ପରୀକ୍ଷା ସଂଖ୍ୟା । ବର୍ତମାନ ଦିନକୁ ୧୨ ହଜାରରୁ ଅଧିକ ପରୀକ୍ଷା ହେଉଛି । ଆଗକୁ ଅଗଷ୍ଟ ମାସରେ ଦିନକୁ ୨୦ ହଜାର ଟେଷ୍ଟ କରାଯିବ । ଏଥିରୁ ୮ ହଜାର ଆରଟି-ପିସିଆର ଏବଂ ବାକି ଆଂଟିଜେନ୍ ଟ୍ରୁନଟ୍ ଟେଷ୍ଟ ହେବ । ରାଜ୍ୟରେ ବର୍ତ୍ତମାନ ଆଂଟିଜେନ୍ କିଟ୍‌ର ଅଭାବ…

ଶୁକ୍ରବାର ଖୋଲିବ ଭୁବନେଶ୍ୱର ୟୁନିଟ-୪ ମାର୍କେଟ

ଭୁବନେଶ୍ୱର: ରାଜଧାନୀରେ କରୋନା ସଂକ୍ରମିତ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେଣୁ ପ୍ରାୟ ଅଧିକାଂଶ ମାର୍କେଟକୁ ବିଏମ୍ସି ପକ୍ଷରୁ ବନ୍ଦ ରଖାଯାଇଛି । ତେବେ ଆସନ୍ତାକାଲି ଅର୍ଥାତ ଶୁକ୍ରବାରଠାରୁ ଭୁବନେଶ୍ୱରର ୟନିଟ-୪ ମାର୍କେଟ ଓ ତାର ଆଖପାଖ ବଜାର ଖୋଲିବ । ଏନେଇ ସୂଚନା ମିଳିଛି ।…

ରାଜ୍ୟରେ କରୋନା ସ୍ଥିତି : ବିଜେପି ବନାମ ବିଜେଡି

ଭୁବନେଶ୍ୱର: କରୋନା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କ ସାହାଯ୍ୟ ଓ ହସ୍ତକ୍ଷେପ ଲୋଡନ୍ତୁ । ପ୍ରେସମିଟ୍ କରି ଆଜି ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପ୍ରତ୍ୟକ୍ଷ ହସ୍ତକ୍ଷେପ ପରେ ଦିଲ୍ଲୀ…

ରାଜ୍ୟରେ ୫ ଲକ୍ଷ ଟପିଲା କରୋନା ଟେଷ୍ଟିଂ

ଭୁବନେଶ୍ୱର: ଓଡିଶାରେ ୫ ଲକ୍ଷ ଟପିଛି କରୋନା ଟେଷ୍ଟ ସଂଖ୍ୟା । ଗତ ୧୦ ଦିନ ଭିତରେ ରାଜ୍ୟରେ କୋଭିଡ୍ ଟେଷ୍ଟ ସଂଖ୍ୟା ଲକ୍ଷେ ଟପିଛି । ଅଧିକ ଟେଷ୍ଟ କରାଯାଉଥିବାରୁ ଅଧିକ ପଜିଟିଭ୍ ବାହାରୁଛି ଏବଂ ଆସନ୍ତା ଦିନରେ ରାଜ୍ୟରେ ଟେଷ୍ଟିଂ ଆହୁରି ଅଧିକ କରାଯିବ ବୋଲି ଜାତୀୟ ସ୍ୱାସ୍ଥ୍ୟ ମିଶନ…

ରାଜ୍ୟରେ ଯଥେଷ୍ଟ ପରିମାଣର ଔଷଧ ରହିଛି: ସରକାର

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ରାଜ୍ୟବାସୀଙ୍କୁ ନିଶ୍ଚିନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ସରକାର । ପ୍ରେସମିଟ୍ କରି ସରକାର ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଯଥେଷ୍ଟ ଔଷଧ ମହଜୁଦ ରହିଛି । ରାଜ୍ୟବାସୀ ନିଶ୍ଚିନ୍ତ ରୁହନ୍ତୁ । କୋଭିଡ୍ ଟିକା ପ୍ରସ୍ତୁତ…

ଟିକା ଆସିବା ଯାଏଁ କରୋନାକୁ ଦୂର କରିବ ସାମାଜିକ ଟିକା

ଭୁବନେଶ୍ୱର: ରାଜ୍ୟକୁ ଖୁବଶୀଘ୍ର ଆସିବ କରୋନା ଟିକା । ତେବେ ଟିକା ଆସିବା ଯାଏ ସମସ୍ତଙ୍କ ପାଖରେ ରହିଛି କରୋନାକୁ ଦୂର କରିବାର ଟିକା, ସାମାଜିକ ଟୀକା । ରାଜ୍ୟରେ କରୋନା ସ୍ଥିତି ବାବଦରେ ସୂଚନା ଦେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳୀନି ପଣ୍ଡିତ କହିଛନ୍ତି ଯେ, ଟୀକା ଆସିବା ଯାଏ…

ଭୁବନେଶ୍ୱରରେ ବାହାରିଲେ ଆଉ ୧୦୫ ପଜିଟିଭ, ସୁସ୍ଥ ହେଲେ ୧୨୩

ଭୁବନେଶ୍ୱର: ଦିନକୁ ଦିନ ସଂକ୍ରମିତ ହୋଇ ଚାଲିଛି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ଆଉ ୧୦୫ ପଜିଟିଭ ବାହାରିଛନ୍ତି । କ୍ୱାରେଂଟାଇନ୍‌ରୁ ୫୯ ଏବଂ ୪୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ ବିଏମ୍‌ସି ଟ୍ୱିଟ୍ କରି…

ପ୍ଲାଜମା ଦେଲେ ପୋଲିସ କର୍ମୀ

କଟକ: ରାଜ୍ୟରେ ଗୁରୁତର କୋଭିଡ୍ ରୋଗୀଙ୍କ ଚିକିତ୍ସାରେ ସଫଳ ହେଉଛି ପ୍ଲାଜମା ଥେରାପି । ଆଜି ଆଉ ଦୁଇ ଜଣ ପୋଲିସ କର୍ମୀ ସେମାନଙ୍କ ପ୍ଲାଜମା ଦେଇଛନ୍ତି । କଟକ ଏସସିବି ବଡ ମେଡିକାଲରେ ପ୍ଲାଜମା ଦେଇଥିବା ଦୁଇ ଜଣ ପୋଲିସ କର୍ମୀ ହେଲେ ରବିନ୍ଦ୍ରନାଥ ମହାରଣା ଏବଂ ସୁଦର୍ଶନ ସେଠୀ । ଉଭୟ ପୋଲିସ…

ଲୋକଙ୍କ ଜୀବନ ରକ୍ଷା ଆମର ପ୍ରଥମ ପ୍ରାଥମିକତା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି କରୋନା ସଂକ୍ରମଣ । ଏହାର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଆମର ପ୍ରାଥମିକତା ହେଉଛି ଲୋକଙ୍କ ଜୀବନ ବଂଚାଇବା । ଲୋକଙ୍କ ଜୀବନ ରକ୍ଷାରେ ସମ୍ବଲ କେବେବି ବାଧକ ହେବ ନାହିଁ । କେହି ବି ଚିକିତ୍ସା ସୁବିଧାରୁ ବଂଚିତ ହେବେ ନାହିଁ । ଆଜି କୋଭିଡ୧୯…

ଭୁବନେଶ୍ୱରରୁ ୧୩୭ ନୂଆ ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା ଛୁଇଁଲା ୨୫୦୨

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ବିପଦ ବଢ଼ିବାରେ ଲାଗିଛି । ପ୍ରତିଦି ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ପୁଣି ଭୁବନେଶ୍ୱରରୁ ୧୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୯୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୩୯ଜଣ…