Latest Odisha News

BREAKING NEWS

Browsing Tag

COVID-19

ଭୁବନେଶ୍ୱରରେ ୫୨ ନୂଆ ଆକ୍ରାନ୍ତ ଚିହ୍ନଟ, ୨୯ ସୁସ୍ଥ

ଭୁôବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ଅନ୍ୟ ୧୮ ଜଣ ସ୍ଥାନୀୟ ସଂକ୍ରମିତ । ତେବେ ଆଶ୍ୱସ୍ତିକର କଥା ହେଉଛି ଯେ, ଆଜି ଭୁବନେଶ୍ୱରରୁ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । Update on…

ଭୁବନେଶ୍ୱରରେ ଚାଲିଛି ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେଲାନ୍ସ: ଆରଏମଆରସି

ଭୁବନେଶ୍ୱର: ରାଜ୍ୟ ସରକାର ଓ ଆଇଏମଆରସି ମିଳିତ ଭାବରେ ସେରୋ ସର୍ଭେଲାନ୍ସ କରୁଛି । ପ୍ରଥମ ପର୍ଯ୍ୟାୟରେ ୫ଟି ଜାଗାରେ ଏହା କରାଯାଉଛି । ପୁରୀରେ ଶେଷ ହୋଇଛି । ସରକାରଙ୍କୁ ରିପୋର୍ଟ ବି ଦିଆସରିଛି । ଭୁବନେଶ୍ୱରରେ ଏହା ଦ୍ୱିତୀୟ ପର୍ଯ୍ୟାୟରେ କରାଯାଉଛି । ପ୍ରଥମ ପର୍ଯ୍ୟାୟରେ କମ୍ୟୁନିଟି…

ଓଡ଼ିଶାରେ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ: ଆଇଏମଏ ଓଡିଶା ଚାପ୍ଟର

ଭୁବନେଶ୍ୱର: ଯେତେବେଳେ ଆକ୍ରାନ୍ତଙ୍କର କୌଣସି କଂଟାକ୍ଟ ଟ୍ରେସିଂ ହୋଇପାରେନି ସେତେବେଳେ ତାକୁ ଗୋଷ୍ଠୀ ସଂକ୍ରମଣ କୁହାଯାଏ । ଓଡିଶାରେ ସଙ୍ଗରୋଧ କେନ୍ଦ୍ରରେ ଯେଉଁ ସ୍ଥାନୀୟ ଆକ୍ରାନ୍ତ ବାହାରୁଛନ୍ତି, ସେମାନଙ୍କ କଂଟାକ୍ଟ ଟ୍ରେସିଂ କରାଯାଇପାରୁଛି । ତେଣୁ ଓଡିଶାରେ ବର୍ତ୍ତମାନ ସୁଦ୍ଧା…

ରାଜ୍ୟରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର: ଓଡିଶାରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସଫଳ ହୋଇଛି ପ୍ଲାଜମା ଥେରାପି । ବର୍ତ୍ତମାନ ପ୍ଲାଜମା ଥେରାପିରେ ଥିବା ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ୪ ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଦେଖାଦେଇଛି । ସେମାନେ ପୂର୍ବରୁ ଅମ୍ଲଜାନ ସହାୟତା ଆବଶ୍ୟକ କରୁଥିଲେ, ହେଲେ…

ଖୋଲିବ ବ୍ରହ୍ମପୁର ବଡମେଡିକାଲ ଓପିଡି

ବ୍ରହ୍ମପୁର: କରୋନା ସଂକ୍ରମଣରେ ଘାଂଟି ହେଉଥିବା ଗଂଜାମବାସୀଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ଖୋଲି ବ୍ରହ୍ମପୁର ବଡମେଡିକାଲର ଓପିଡି । ଏହାସହ ଜରୁରୀକାଳୀନ ୱାର୍ଡ ମଧ୍ୟ ଖୋଲିବ । ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଜ୍ୱର ଭଲ କରୁଥିବା ପାରାସିଟାମଲ୍ ମେଡିସିନ୍ ଉପରୁ…

ଦିନକରେ ସୁସ୍ଥ ହେଲେ ସର୍ବାଧିକ ୬୦୮ ଆକ୍ରାନ୍ତ

ଭୁବନେଶ୍ୱର: ୨୪ ଘଂଟା ମଧ୍ୟରେ ସଂକ୍ରମିତଙ୍କ ତୁଳନା ବଢ଼ିଲା ସୁସ୍ଥ ହାର । ଆଜି ଗୋଟିଏ ଦିନରେ ରାଜ୍ୟରେ ସର୍ବାଧିକ ୬୦୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ କରୋନାରୁ ଆରୋଗ୍ୟ ଲାଭ କରିଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୧୯୩୮ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

କେରଳରେ ଗୋଷ୍ଠୀ ସଂକ୍ରମଣ !

ଥିରୁଭନନ୍ତପୁରମ: ସାରା ଦେଶକୁ କଲବଲ କରୁଛି କିଲର ଭାଇରାସ କରୋନା । ଚାରିଆଡେ କୋଭିଡ-୧୯ ତା’ର କାୟା ବିସ୍ତାର କରିଛି । ଏହାରି ଭିତରେ ଏକ ଭଳି ତଥ୍ୟ ସାମ୍ନାକୁ ଆସିଛି ଯାହା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି । କେରଳର କିଛି ଅଂଚଳରେ କରୋନା ଗୋଷ୍ଠୀ ସଂକ୍ରମଣ ହୋଇଥିବା ଜଣାପଡିଛି ।…

ଏଣିକି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ

ଭୁବନେଶ୍ୱର: ଲକଡାଉନ କଟକଣା ହେବ ଆହୁରି କଡାକଡି । ଏଣିମି ବିନା ଅନୁମତି ପତ୍ରରେ ଛାଡିବନି ପୋଲିସ । କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ନଥିଲେ କର୍ମଚାରୀମାନେ ଅଫିସ ଯାଇପାରିବେ ନାହିଁ । କର୍ମଚାରୀଙ୍କ ନାଁ କର୍ତ୍ତୃପକ୍ଷଙ୍କ ଅନୁମତି ପତ୍ର ତାଲିକାରେ ରହିବାକୁ ବାଧ୍ୟ । ନାଁ ନଥିଲେ ଆଉ ଅଫିସ…

ଘରୋଇ ହସ୍ପିଟାଲ ଫେରାଇଦେଲେ ୧୦୦କୁ କୁହ

ଭୁୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ କୌଣସି ଘରୋଇ ହସ୍ପିଟାଲ ଆଡମିଶନ ନ କରି ଫେରାଇଦେଲେ ଜଣାନ୍ତୁ । ଏଥିପାଇଁ ଟୋଲ ଫ୍ରି ନମ୍ବର-୧୦୦କୁ କଲ୍ କରି ଜଣାଇବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଏନେଇ ସେ ଟ୍ୱିଟ୍ କରି ଜଣାଇଛନ୍ତି । Please dial 100 if any hospital…

ଟିକା ପ୍ରସ୍ତୁତ ନ ହେବା ଯାଏଁ ମାନନ୍ତୁ କଟକଣା: ଧର୍ମେନ୍ଦ୍ର

ଭୁବନେଶ୍ବର: କରୋନା ସ୍ଥିତି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ବାତ୍ତା ଦେଇଛନ୍ତି । ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ରହିବାକୁ ପଡିବ । ଯେଉଁ ପର୍ଯ୍ୟନ୍ତ କରୋନା ଟୀକା ତିଆରି ହୋଇନାହିଁ ସେ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ଓ…