ସୁସ୍ଥ ହେଲେ ଆଉ ୧୫୩ କରୋନା ସଂକ୍ରମିତ
ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୩ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୨୦୦ରେ ପହଁଚିଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ କଟକର ସର୍ବାଧିକ ୪୩ ଜଣ ଅଛନ୍ତି ।ସେହିପରି ଜଗତସିଂପୁରର ୨୧, କନ୍ଧମାଳର ୧୮, ଖୋର୍ଧାର ୧୨, ଭଦ୍ରକର…