Latest Odisha News

BREAKING NEWS

Browsing Tag

Covid Treatment

ଓଡ଼ିଶାରେ ICU ଓ ଭେଣ୍ଟିଲେଟରରେ କେତେ ରୋଗୀ ଅଛନ୍ତି, ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ବି ମୃତ୍ୟୁସଂଖ୍ୟା ଚିନ୍ତାଜନକ ରହିଛି । ସଂକ୍ରମଣ କମୁଥିବାରୁ କୋଭିଡ୍ ହସ୍ପିଟାଲରୁ କମିଛି ବେଡ୍ ଚାପ । ଏବେ ୪୫୦ ରୋଗୀ ଆଇସିୟୁରେ ଅଛନ୍ତି । ୫୫ ରୁ ୬୦ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଛନ୍ତି । ଆଇସିୟୁରୁ ୩୦…

ନବରଙ୍ଗପୁର; କୋଭିଡ ରୋଗୀଙ୍କ ଚିକିତ୍ସା ଲାଗି ଖୁବ୍‌ଶୀଘ୍ର ଜିଲ୍ଲାରେ ହେବ ଆଇସିୟୁ ବେଡ୍‌ର ସୁବିଧା

ନବରଙ୍ଗପୁର: ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି। ମୃତ୍ୟୁ ହାର ବି କମିବାର ନାଁ ଧରୁନି। ଏ ଭିତରେ ନବରଙ୍ଗପୁର ଜିଲ୍ଲାରେ ଆଇସିୟୁ ବେଡ୍‌ ନ ଥିବାରୁ ଆଦିବାସୀ ପ୍ରାଧାନ୍ୟରେ ଗୁରୁତର କୋଭିଡ ପଜିଟିଭ ରୋଗୀଙ୍କ ଚିକିତ୍ସା ଅବହେଳିତ ହେଉଥିବା ଜଣାପଡିଛି। ଜିଲ୍ଲାରେ ଆଇସିୟୁର ସୁବିଧା…

କୋଭିଡ ସଂକ୍ରମଣରୁ ସୁସ୍ଥ ହୋଇଥିବା ବ୍ୟକ୍ତି କିଭଳି ନେବେ ଯତ୍ନ? ଜାଣନ୍ତୁ

ଭୁବନେଶ୍ୱର: କରୋନାରୁ ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ସ୍ୱାସ୍ଥ୍ୟର ଯତ୍ନ ଦେବା ଆବଶ୍ୟକ । ନଚେତ ଏହା ଶରୀରକୁ ଅଧିକ କ୍ଷତି କରିଦେବ । ତେଣୁ କରୋନା ପରବର୍ତ୍ତୀ ଚିକିତ୍ସା ପାଇଁ ଡାକ୍ତରମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୁଲେଟିନ୍…

କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି: ICMR

ନୂଆଦିଲ୍ଲୀ: କାମ ଦେଉନି ପ୍ଲାଜମା ଥେରାପି । ଏଥିପାଇଁ କୋଭିଡ ଚିକିତ୍ସାରୁ ହଟିବ ପ୍ଲାଜମା ଥେରାପି । ନ୍ୟାଶନାଲ କ୍ଲିନିକାଲ ପ୍ରୋଟୋକଲରୁ ପ୍ଲାଜମା ଥେରାପିକୁ ହଟାଇବା ପାଇଁ ପ୍ରସ୍ତୁତି ଚାଲିଛି । ଏନେଇ ଆଇସିଏମ୍‌ଆର୍ ବିବୃତି ଜାରି କରି ଏଭଳି କହିଛନ୍ତି । ପ୍ଲାଜମା ଥେରାପିର ରେଜଲ୍ଟକୁ…